ଗୋଟିଏ ସୁସ୍ଥ ସୁନ୍ଦର ଜୀବନରେ ବଞ୍ଚିବାକୁ ହେଲେ ମଣିଷକୁ ନିଜକୁ ଖୁସି ରଖିବାକୁ ହେବ ଆଉ ସେ ସେତେବେଳେ ଖୁସି ରେ ରହିପାରିବ ଯେତେବେଳେ ସେ ନିଜ ମନକୁ ପ୍ରସନ୍ନ ରଖିବ । ତେବେ ଆମେ ନିଜକୁ ଖୁସିରେ ରଖିବା ପାଇଁ ନାନା ପ୍ରକାର କଥାରେ ମନ ବଲେଇଥାଇ କିନ୍ତୁ ଆଜି ଆମେ ଏହି ପୋଷ୍ଟରେ ସବୁଠାରୁ ଆରାମଦାୟକ ଉପାୟ କହିବୁ । ଏବେ ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ହସକଥା ଆଣି ଆସିଛୁ।
Joke-1
ପୁଅ- ପାପା, ମୋର ଗୋଟେ ପ୍ରୋବ୍ଲେମ ଅଛି…!
ପାପା- କହ ପୁଅ…?
ପୁଅ- ପାପା, ମୁଁ ଶୁଣିଛି କି ପ୍ରହଲାଦ ଏଥିପାଇଁ ପୂଜାଗଲା
କାରଣ ସେ ତ୍ରେତୟା ଯୁଗରେ ନିଜ ବାପାଙ୍କ କଥାକୁ ମାନି ନଥିଲା …!!!
ଓ ଶ୍ରୀରାମ ଏଥିପାଇଁ ପୂଜା ଯାଆନ୍ତି କି କାରଣ ସେ ସତ୍ୟ ଯୁଗରେ ବାପାଙ୍କର ଆଜ୍ଞା କୁ ପାଳନ କରିଥିଲେ । ଦୟକାରୀ ମତେ କୁହ କି ମୁଁ ତୁମ ଆଜ୍ଞା ପାଳନ କରିବି କି ନାହିଁ !!!
ପାପା- ପୁଅ, ଏଇଟା କଳିଯୁଗ, ଆମ ଦୁଇ ଜଣଙ୍କ ପାଇଁ ଭଲ ହେବ କି ଆମେ ଦୁହେଁ ତୋ ମା’ର ଆଜ୍ଞାକୁ ପାଳନ କରିବା …!!!
Joke-2
ସାନ୍ତା ତା ପତ୍ନୀକୁ କହିଲା- ତୁ କେତେ ବେକାର ଖର୍ଚ୍ଚ କରୁଛୁ ….!
ପତ୍ନୀ କହିଲା- ଆଉ ଯାହା ତୁମେ କରୁଛ ସିଏ …?
ସାନ୍ତା- କଉ ବେକାର ଖର୍ଚ୍ଚ କଥା କହୁଛୁ …?
ପତ୍ନୀ- କେବେ ଠାରୁ ନିଜ LIC ର କିସ୍ତି ଭରୁଛ, ଆଜି ପର୍ଯ୍ୟନ୍ତ କାମରେ ଆସିଲା କି ?
Joke-3
ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାରେ ଝଗଡା ହେଇଗଲା…
ସ୍ତ୍ରୀ – ଏବେ ମୁଁ 10 ପର୍ଯ୍ୟନ୍ତ ଗଣିବି …
ଯଦି ତୁମେ କିଛି କହିବନି ତ ମୁଁ ବିଷ ଖାଇଦେବି
ସ୍ତ୍ରୀ – ଏକ…
ସ୍ଵାମୀ ଚୁପ ହୋଇ ରହିଲା
ସ୍ତ୍ରୀ- ଦୁଇ…
ସ୍ଵାମୀ ତଥାପି ଚୁପ…
ସ୍ତ୍ରୀ- କୁହନା…ପ୍ଳିଜ…
ସ୍ଵାମୀ- ଆଗକୁ ଗଣ,…ଆଗକୁ…
ସ୍ତ୍ରୀ- ଥ୍ୟାଙ୍କ ଗଡ…! ତୁମେ କହିଲ…ନହେଲେ ମୁଁ ବିଷ ଖାଇଥାନ୍ତି …
Joke-4
ଝିଅଟି ନିଜ ବୟଫ୍ରେଣ୍ଡ କୁ ନିଜ ମମ୍ମୀ ସହିତ ଦେଖା କରିବାକୁ ନେଲା…
ତା ପରଦିନ
ଗର୍ଲଫ୍ରେଣ୍ଡ- ମୋ ମମ୍ମୀ କୁ ତୁମେ ବହୁତ ପସନ୍ଦ ଆସିଲ…!
ବୟଫ୍ରେଣ୍ଡ- ଚାଲ ପଗଲୀ, କିଛି ବି ହେଇଯାଉ…ମୁଁ ତତେ ହିଁ ବାହା ହେବି …!
ମମ୍ମୀ କୁ କହିବୁ ମତେ ଭୁଲିଯିବ …
ଗର୍ଲଫ୍ରେଣ୍ଡ ବେହୋସ
Joke-5
ସାନ୍ତା ନିଜ ଗର୍ଭବତୀ ସ୍ତ୍ରୀ କୁ ହସ୍ପିଟଲ ନେଇଗଲା
ଓ ନର୍ସ କୁ କହିଲା…
ଯଦି ପୁଅ ହବ ତ କହିବ କି ଟମାଟର ହେଇଛି ….
ଓ ଯଦି ଝିଅ ହେଲା ତ କହିବ କି ପିଆଜ ହେଇଛି ….!
କିନ୍ତୁ ପୁଅ ଓ ଝିଅ
ଦୁଇଟି ଯାଆଁଳା ପିଲା ହେଲେ …
ନର୍ସ କନ୍ଫ୍ୟୁଜନ ରେ ବାହାରକୁ ଆସିଲା ଓ କହିଲା ….
ସାର ଖୁସି ଖବର…
ସଲାଡ ହେଇଛି …!!!!
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ