Jyotish Shastra- ନବବର୍ଷ ରେ ଇତିହାସ ରଚିବେ ଏହି 5ଟି ରାଶି, ଘଟୁଛି ବଡ ପରିବର୍ତ୍ତନ

ବନ୍ଧୁଗଣ ଆଜି ଆମେ ଜାଣିବା ସେହି 5ଟି ରାଶି ବିଷୟରେ । ଯେଉଁମାନଙ୍କ ପାଇଁ ଏହି ୨୦୨୧ ନବବର୍ଷ ଟି ଅନେକ ଅନେକ ଖୁସି ହିଁ ଖୁସି ଆଣିକରି ଆସୁଅଛି । ୫ଟି ରାଶି ମାନଙ୍କ ପାଇଁ ଆସୁଅଛି ଖୁସିର ସମୟ । ଏମାନଙ୍କର ଜୀବନରେ ଏମିତି କିଛି ପରିବର୍ତନ ଆସିବ ଯାହାକି ଆଗରୁ ଆପଣ ଚିନ୍ତାବି କରିନଥିବେ । ଗ୍ରହମାନଙ୍କର ଚଳନ ସମୟରେ ଏପରି କିଛି ହୋଇଥାଏ କି ଆମେ ଯାହାବି ଯେତେ ବି ଚେଷ୍ଟା କରିଥାଉ ନା କାହିଁକି ବହୁତ ପରିଶ୍ରମ କରିବା ସତ୍ଵେ ମଧ୍ୟ ସଫଳ ହୋଇନଥାଉ ।

କିନ୍ତୁ ବେଳେ ବେଳେ ଏପରି ସମୟ ଆସିଥାଏ କିଛି ମାତ୍ର ପ୍ରୟାସ ଦ୍ଵାରା ହିଁ କିଛି ନ ଚାହିଁ ଖୁବ ଅଳ୍ପ ପରିଶ୍ରମରେ ବହୁତ କିଛି ମିଳିଯାଇଥାଏ । ଯାହାକି ଆଶାଠାରୁ ଅଧିକ ମିଳିଯାଇଥାଏ । ସମସ୍ତ ଗ୍ରହମାନଙ୍କର ସପୋର୍ଟ ଆପଣଙ୍କର ସାଥିରେ ରହିଥାଏ ।

ଆସନ୍ତା ନୂଆବର୍ଷରେ ଏହି ୫ଟି ରାଶିମାନଙ୍କ ଜୀବନରେ ଖୁସିର ବର୍ଷା ହେବାକୁ ଯାଉଛି । ଯଦି ଜ୍ୟୋତିଷଶାସ୍ତ୍ର ବିଦ୍ଵାନ ମାନଙ୍କ କଥା ମାନିବା ତ ମନୁଷ୍ୟ ମାନଙ୍କ ଜୀବନରେ ତାଙ୍କର ଗ୍ରହର ଚଳନର ବହୁତ ହିଁ ଅଧିକ ମହତ୍ଵ ରହିଥାଏ । ଗ୍ରହମାନଙ୍କର ଚଳନର କାରଣରୁ ହିଁ ମନୁଷ୍ୟଙ୍କ ଜୀବନରେ ସଫଳତା କିମ୍ବା ବିଫଳତା ଆସିଥାଏ । ଏହା ବି କାରଣ ଅଟେ କି ପ୍ରତ୍ୟେକ ଜିନିଷ ପାଇଁ ଆଜିର ସମୟରେ ରାଶି ଚକ୍ରକୁ ହିଁ ଦେଖା ଯାଇଥାଏ । ଅଲଗା ଅଲଗା ରାଶି ସହିତ ଜଡିତ ବ୍ୟାକ୍ତିଙ୍କ ଉପରେ ଗ୍ରହମାନଙ୍କର ପ୍ରଭାବ ପଡିବା କାରଣରୁ ଏପରି କୁହାଯାଉଅଛି ।

ତ ବର୍ଷ ୨୦୨୧ର ଆରମ୍ଭ ହେବା ମାତ୍ରେ ହିଁ ଏହି 5ଟି ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି । ଏବଂ ଏପରି କିଛି ମିଳିଯିବ ଯାହା ଆପଣ କେବେବି ଆଶା କରିନଥିବେ । ତେବେ ଆସନ୍ତୁ ଜାଣିବା ସେହି 5ଟି ରାଶି ମାନଙ୍କ ବିଷୟରେ ଯାହାଙ୍କ ଭାଗ୍ୟ ଏହି ନୂଆ ବର୍ଷରେ ଚମକିବାକୁ ଯାଉଛି ।

ସେହି ରାଶିମାନେ ହେଉଛନ୍ତି ବୃଷରାଶି, କର୍କଟରାଶି, ତୁଳାରାଶି, ଧନୁରାଶି, ଏବଂ କୁମ୍ଭରାଶି । ଏହି 5ଟି ରାଶିର ଭାଗ୍ୟ ଚମକି ବାକୁ ଯାଉଛି ଆସନ୍ତା ନୂଆ ବର୍ଷରେ । ଯାହା ଇଛା କରିବେ ତାହା ପାଇପାରିବେ । ପ୍ରତ୍ୟେକ ଗ୍ରହ ମାନଙ୍କ ସପୋର୍ଟ ଆପଣଙ୍କ ଜୀବନକୁ ପୂର୍ଣ ରୂପରେ ବଦଳେଇବାକୁ ଯାଉଛି । ଅଚାନକ ଭାବରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟର ତାଲା ଖୋଲିଯିବ । ତାଙ୍କୁ ନୂଆ ନୂଆ ଖୁସିର ଖବର ଶୁଣିବାକୁ ବି ମିଳିବ । ଏହି ଯୋଗ କାରଣରୁ ଆପଣଙ୍କର ନୂଆ ନୂଆ ମିତ୍ରସବୁ ସୃଷ୍ଟି ହେବେ । ଯାହା ଆପଣଙ୍କ ପାଇଁ ଲାଭକାରି ସିଦ୍ଧ ହେବେ ।

ବ୍ୟାପାରୀମାନଙ୍କ ପାଇଁ ଆଗକୁ ଆସୁଥିବା ସମୟ ଅତ୍ୟନ୍ତ ହିଁ ଶୁଭ ରହିବାର ଅଛି । ଧନର ବର୍ଷା ପରି କିଛି ଯୋଗ ରହିବ । ଅର୍ଥାତ ଧନସହ ଜଡିତ ସମସ୍ୟା କିଛି ରହିବ ନାହିଁ । ଜୀବନ ସାଥିଙ୍କ ସହ ଆପଣଙ୍କ ସମ୍ପର୍କ ବହୁତ ହିଁ ଭଲ ରହିବ । ଦାଂପତ୍ୟ ଜୀବନରେ ଯାହାବି କିଛି ସମସ୍ୟା ଥିଲା ତାହା ଦୂର ହେବ । ଏହି ସମୟରେ ଆପଣଙ୍କୁ କୌଣସିବି ଶୁଭ ଖବର ପ୍ରାପ୍ତ ହୋଇପାରେ । ଆପଣଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ଯଦି ଆପଣ କୌଣସି ଯୋଜନା ପ୍ରସ୍ତୁତ କରି ରଖିଛନ୍ତି ତେବେ ତାହା ଉପରେ କାର୍ଯ୍ୟ କରିବା ଆରମ୍ଭ କରିଦିଅନ୍ତୁ । ଆପଣଙ୍କୁ ଲାଭ ହିଁ ଲାଭ ପ୍ରାପ୍ତ ହେବ ।

ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଚାକିରି ଏବଂ ବ୍ୟାପାର ଏହି ଦୁଇଟିଯାକ ଆପଣଙ୍କ ପାଇଁ ଲାଭ ଦାୟକ ହେବ । ଦୁହିଙ୍କୁ ଧନ ଲାଭର ଯୋଗ ରହିଛି । ଯଦି ଆପଣ ବହୁତ ଲମ୍ବା ସମୟଧରି ପ୍ରମୋଶନ ର ଅପେକ୍ଷାରେ ଅଛନ୍ତି ତେବେ ଆପଣଙ୍କ ପ୍ରମୋଶନ ବି ହୋଇପାରେ । ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ । ଆପଣଙ୍କ କଳାତ୍ମକ ଏବଂ ସୃଜନାତ୍ମକ ଶକ୍ତିରେ ଅଚାନକ ଭାବରେ ବୃଦ୍ଧି ଘଟିବ। ଯାହା ଆପଣ ନିଜେ ହିଁ ଅନୁଭବ କରିପାରିବେ । ଏବଂ ଯାହାର ଲାଭ ଆପଣଙ୍କୁ ଲମ୍ବା ସମୟଧରି ମଳିବ ।

ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *