୧୨ ବର୍ଷର ପୁଅ ୩୩ ବର୍ଷର ଝିଅ ସହ କରିଲା ବିବାହ, ତା’ ପରେ ସମସ୍ତଙ୍କ ସାମ୍ନାରେ କଲା ଏହି କାମ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏମିତି ସବୁ ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି, ଏହି ସବୁ ଘଟଣା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହିସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହିପରି ଏକ ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ ।

ଏହି ଆଶ୍ଚର୍ଯ୍ୟ ଜନକ ଘଟଣାଟି ହେଉଛି ଜଣେ ୧୨ ବର୍ଷର ନାବାଳକ ପୁଅ ୩୩ ବର୍ଷର ଝିଅ ସହ କରିଛି ବିବାହ । ଏହି ମାମଲାଟି ଆନ୍ଧ୍ର ପ୍ରଦେଶର କରୁଲ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରୁ ଆସିଛି । ଏଠି ରହୁଥିବା ଏକ ୧୨ ବର୍ଷ ବୟସ ପୁଅର ବିବାହ ଜଣେ ୩୩ ବର୍ଷ ଝିଅ ସହ ହୋଇଛି । ଏହି ବିବାହ ପୁଅର ପରିବାର ଲୋକ କରିଛନ୍ତି ।

ଖବର ଅନୁସାରେ ଜଣା ପଡିଛି ପିଲା ର ପିତା ହେଉଛନ୍ତି ଘୋଡା ମଦୁଆ ଓ ସେ ନିଜେ ମଧ୍ୟ ବେମାରିରେ ପୀଡିତ ରହୁଛନ୍ତି । ଏହା ଦ୍ଵାରା ସେ ନିଜ ଘର କାମ ଓ ପିଲା ର ଧ୍ୟାନ ରଖିପାରୁ ନାହାନ୍ତି । ଯାହା ଫଳରେ ନିଜ ପାଖ ଗ୍ରାମର ଜଣେ ୩୩ ବର୍ଷ ଝିଅ ସହ ନିଜ ପୁଅକୁ ବିବାହ କରିଛନ୍ତି ପୁଅର ମା ।

ଏହା ଦ୍ଵାରା ସେହି ଝିଅଟି ଘର କାମ କରିବା ସହ ତାର ପୁଅର ଧ୍ୟାନ ମଧ୍ୟ ରଖିବ । ଏହି ଖବର ପୋଲିସ ପାଖରେ ଯେତେବେଳେ ପହଞ୍ଚିଥିଲା ସେତେବେଳେ ପୋଲିସ ଏହି ମାମଲାର ତଦନ୍ତ କରିବା ପାଇଁ ବିବାହ ସ୍ଥାନରେ ପହଞ୍ଚିଥିଲା । ଏହି ଖବରଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଲୋକମାନେ ଏହି ଖବର ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଇ ଯାଉଛନ୍ତି । ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ଖବର ବିଷୟରେ ଜାଣିଲେ ବିଶ୍ଵାସ କରି ନ ପାରନ୍ତି, ହେଲେ ଏହା ସତ ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *