୨୪ ଘଣ୍ଟା ଭିତରେ ଭିକାରିରୁ ହେବେ କୋଟିପତି, କରନ୍ତୁ ଏହି ସହଜ ଉପାୟ

ସବୁ ମଣିଷକୁ ସମାଜର ମାନ ସମ୍ମାନ, ପରିବାର ସୁଖ ଓ ଧନୀ ହେବାର ଇଛା ନିଶ୍ଚୟ ରହିଥାଏ । ଏହି ସମସ୍ତ ସୁଖ ପାଇବା ପାଇଁ ମଣିଷ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଥାଏ । ହେଲେ ଏତେ କଷ୍ଟ କରି ମଧ୍ୟ ସେ ସଫଳତା ପାଇପାରେ ନାହିଁ । ଏହାର ମୁଖ୍ୟ କାରଣ ହେଉଛି ସେମାନଙ୍କ ଭାଗ୍ୟ ସେମାନଙ୍କର ସହାୟତା କରି ନଥାଏ । ନିଜ ଭାଗ୍ୟର ପରିବର୍ତ୍ତନ ଓ ଏକ ସୁଖମୟ ଭବିଷ୍ୟତ ପାଇଁ ବାସ୍ତୁଶାସ୍ତ୍ରରେ ଏମିତି ବହୁତ ଗୁଡିଏ ବାସ୍ତୁକାର୍ଯ୍ୟ ରହିଅଛି ।

ଯାହାକୁ କରିବା ଦ୍ଵାରା ଆପଣଙ୍କ ଭବିଷ୍ୟତ ବଦଳିବା ସହ ଆପଣଙ୍କ ଭାଗ୍ୟ ଫିଟି ଯାଇପାରେ । ବନ୍ଧୁଗଣ ଆପଣଙ୍କ ଭାଗ୍ୟକୁ ବଦଳାଇବା ପାଇଁ ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ବାସ୍ତୁ ଉପାୟ ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ବନ୍ଧୁଗଣ ଜୀବନର ସମସ୍ତ ସୁଖ ପାଇବା ପାଇଁ ପରିଶ୍ରମର ଆବଶ୍ୟକତା ରହିଥାଏ, ହେଲେ ପରିଶ୍ରମ ସହ ବାସ୍ତୁର ସଠିକ ଉପାୟ ଦ୍ଵାରା ଆପଣ ବହୁତ ଶୀଘ୍ର ସଫଳତା ପାଇପାରିବେ । ବାସ୍ତୁଶାସ୍ତ୍ର ଅନୁସାରେ ଆପଣ ମାନେ ନିଜ ଘରକୁ କଇଁଛ ଆକୃତିର ଏକ କ୍ରିଷ୍ଟାଲ ବସ୍ତୁ ଆଣନ୍ତୁ । ଏହି କଇଁଛକୁ ନିଜ ଘରକୁ ଆଣିବା ଦ୍ଵାରା ଆପଣଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବ ଓ ଘର ମଧ୍ୟରେ କୃତ୍ରିମ ଖ୍ରୀଷ୍ଟାଲ କଇଁଛ ରହିବା ଦ୍ଵାରା ଏହା ଶୁଭଫଳ ଦେଇଥାଏ ।

ଏହା ଦ୍ଵାରା ଘର ମଧ୍ୟରେ ଦୈବିକ ଊର୍ଜାର ସଞ୍ଚାଳନ ହୋଇଥାଏ । ଯାହା ଘରେ ରହୁଥିବା ସଦସ୍ୟ ମାନଙ୍କ ବାସ୍ତୁ ବ୍ୟକ୍ତିଙ୍କର ଗ୍ରହକୁ ଅଶୁଭରୁ ଅନୁକୂଳ କରି ବ୍ୟକ୍ତିଙ୍କ ଜୀବନର ପ୍ରତ୍ୟକ ସମସ୍ଯାକୁ ଦୂର କରିଥାଏ । କଇଁଛ ହେଉଛି ଭଗବାନ ଶ୍ରୀ କୃଷ୍ଣଙ୍କର ଏକ ଅବତାର ଯାହାକି ଉପରୁ ଶକ୍ତ ଓ ଭିତରୁ କୋମଳ ହୋଇଥାଏ ।

ଏହାକୁ ଘରେ ରଖିବା ଦ୍ଵାରା ଘର ମଧ୍ୟରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହା ସହିତ ଏହା ଘରର ଆର୍ଥିକ ବିକାଶରେ ମଧ୍ୟ ସହାୟକ ହୋଇଥାଏ ଏବଂ ଏହା ସଦାସର୍ବଦା ଘର ମଧ୍ୟରେ ମା ଲକ୍ଷ୍ମୀଙ୍କ ବାସକୁ ବଞ୍ଚାଇ ରଖିଥାଏ । ଘରକୁ କ୍ରିଷ୍ଟାଲ କଇଁଛ ଆଣିବାର ଶୁଭଦିନ ଗୁରୁବାର ହୋଇଥାଏ ।

କଇଁଛକୁ ଆପଣ ଘର ବା ଅଫିସର ଉତ୍ତର ଦିଗରେ ରଖନ୍ତୁ ଯେପରି କଇଁଛର ମୁଣ୍ଡ ଆପଣଙ୍କ ଘର ବା ଅଫିସ ଆଡକୁ ହୋଇଥିବ । ଏହାକୁ ଆପଣ ତଳେ ନରଖି ଏକ କାଚ ପାତ୍ରରେ ଅଳ୍ପ ପାଣି ମଧ୍ୟରେ ରଖନ୍ତୁ । ଏହି ଉପାୟକୁ କରିବା ଦ୍ଵାରା ଆପଣ ବହୁତ ଶୀଘ୍ର ସମାଜର ମାନ ସମ୍ମାନ ଓ ଧନଲାଭ କରିପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *