ଓଡିଆ ଜୋକ୍ସ: ଶାଳି ହସି ହସି ଭିଣେଇ କି କହିଲା, ଶାଳି- ଜିଜୁ ତୁମେ ବି କଣ ଗଜବ କରୁଛ 5 ବର୍ଷରେ 6 ଟି ପିଲା ? ଭିଣେଇ- ତୁମେ ସବୁ ତ କହିଥିଲ…

ଆଜିକାଲିର ସମୟରେ ପ୍ରତ୍ୟେକ ମଣିଷ ଟଙ୍କା କମେଇବା ପାଇଁ ରାତି ଦିନ କଷ୍ଟ କରୁଛି । ଯାହା ଫଳରେ ସବୁବେଳେ ମଣିଷ ଚିନ୍ତା ଓ କାର୍ଯ୍ୟରେ ବ୍ୟସ୍ତ ରହୁଛି । ଯାହାଫଳରେ ଖୁସି କଣ ସେ ଭୁଲି ଯାଇଛି । ସେଥିପାଇଁ ଆଜି ଆମେ ଆପଣଙ୍କ ମନୋରଞ୍ଜନ ପାଇଁ କିଛି ଓଡିଆ ଜୋକ୍ସ ଆଣିଛୁ । ଯାହାକୁ ଆପଣ ପଢିଲେ ବହୁତ ହସିବେ । ତେବେ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

୧. ସ୍ତ୍ରୀ- କାଲି ଯେଉଁ ଭିକାରି ଆସିଥିଲା, ବହୁତ କମିନା ଅଟେ !

ସ୍ଵାମୀ- କାହିଁକି ???

ସ୍ତ୍ରୀ -କାଲି ତାକୁ ଖାଇବାକୁ ଦେଇଥିଲି ଓ ଆଜି

ମତେ ବହି ଦେଇ କି ଯାଇଛି…

“ରୋଷେଇ କରିବା ଶିଖନ୍ତୁ’

୨. ଗୋଟିଏ ପୋଲିସ ବାଲା ଘରେ ଚୋରୀ ହେଉଥିଲା

ତାର ସ୍ତ୍ରୀ- ଉଠ ନା, ଘରେ ଚୋରୀ ହେଉଛି

ପୋଲିସ ବାଲା ନିଦରେ- ମତେ ଶୋଇବାକୁ ଦେ ଏଇଟା ମୋର ଡ୍ଯୁଟି ର ସମୟ ନୁହେଁ

୩. ସାଙ୍ଗ- ମତେ ନିଜ ଗର୍ଲଫ୍ରେଣ୍ଡକୁ କିଛି ଗିଫ୍ଟ ଦେବାର ଅଛି, କଣ ଦେବି ?

ପପୁ- ତୁ ଗୋଟେ କାମ କର, ଗୋଲ୍ଡ ରିଙ୍ଗ ଦେଇଦେ

ସାଙ୍ଗ- କିଛି ବଡ ଜିନିଷ କହ

ପପୁ- ତା ହେଲେ ଗୋଲ୍ଡ ରିଙ୍ଗ ଛାଡ

MRF ଟାୟର ଦେଇଦେ….

୪. ବାପା- ତୁ ମୋ ଝିଅକୁ କେବେ ଠୁ ଭଲ ପାଉଛୁ ?

ପୁଅ- ଗତ ୭ ମାସରୁ

ବାପା- କିନ୍ତୁ ମୁଁ କେମିତି ବିଶ୍ଵାସ କରିବି ?

ପୁଅ- ଠିକ ଅଛି, ଆଉ ୨ ମାସ ରହିଯାଅ ପ୍ରମାଣ ମିଳିଯିବ

୫. ପତ୍ନୀ ନିଜ ପତିକୁ କହଲା-

ପତ୍ନୀ – ରାତିରେ ତମେ ସ୍ଵପ୍ନରେ ମୋତେ ଗାଳି ଦେଉଥିଲ ଓ ମୋ ମା ବାପାଙ୍କୁ ସୋଧୁ ଥିଲ ।

ପତି କହିଲା- ମିଛ କହୁଛ ତମେ, ମୁ ସେତେବେଳେ ସୋଇ ହିଁ ନଥିଲି ।

୬. ଶାଳି ହସି ହସି ଭିଣେଇ କି କହିଲା

ଶାଳି- ଜିଜୁ ତୁମେ ବି କଣ ଗଜବ କରୁଛ

5 ବର୍ଷରେ 6 ଟି ପିଲା ?

ଆରେ ମୁଁ ତ ନିଜେ ଚିନ୍ତିତ ଅଛି, କିନ୍ତୁ କଣ କରିବି ତୁମେ ସବୁ ତ କହିଥିଲ

ମୋ ଝିଅକୁ କେବେ ଖାଲି ପେଟରେ ରଖିବୁନି

ଦେଖି ନିଅ ଗୋଟିଏ ବି ମାସ ଖାଲି ପେଟ ନାହିଁ ।

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *