ବନ୍ଧୁଗଣ ମଣିଷ ଜୀବନରେ ଖୁସିର ବହୁତ ଗୁରୁତ୍ଵ ରହିଥାଏ । ଯଦି ମଣିଷ ମନ ଖୁସି ଥାଏ, ତାହାଲେ ସେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜ ଓ ସରଲ ଉପାୟରେ କରିଦିଏ। ଯଦି ମଣିଷ ମନ ଦୁଃଖ ଥାଏ, ତେବେ ସେ ନିଜର କାମକୁ ଅଧୁରା ରଖିଥାଏ । ବନ୍ଧୁଗଣ ଜୀବନରେ ଖୁସିର ବହୁତ ଆବଶ୍ୟକତା ରହିଛି । ଆଜିଆମେ ଆପଣ ମାନଙ୍କୁ ହସାଇବା ପାଇଁ କିଛି ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ବହୁତ ଖୁସି ରହିବେ । ତେବେ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।
ଗୋଟିଏ ବ୍ୟକ୍ତି ନିଜର ବେମାର ଜେଜେ ମା’କୁ ଡାକ୍ତର ପାଖକୁ ନେଇଗଲା …
ଡାକ୍ତର- ମୁହଁ ଖୋଲ ଜେଜେ ମା’….
ଜେଜେ ମା – ତୋ ସ୍ତ୍ରୀ ନୀତିଦିନ ସନ୍ଧ୍ୟାରେ ତୋ କଂପାଉଣ୍ଡର ସହିତ ବୁଲୁଛି …
ବସ, ଏହାଠୁ ଅଧିକ ମୋ ମୁହଁ ଖୋଲନା
ଜ୍ଯୋତିଷ- ତୁମ ହସ୍ତରେଖା କହୁଛି କି
ତୁମ ଘର ତଳେ ବହୁତ ଧନ ଅଛି
କିନ୍ତୁ ଏହା ତୁମର କୌଣସି କାମରେ ଆସିବନି
କଲ୍ଲୁ-ବିଲକୁଲ ଠିକ କହିଛ ପାଣ୍ଡିତ ଜି
ମୋ ଫ୍ଲାଟ ର ଠିକ ତଳେ ବ୍ଯାଙ୍କ ଅଛି
ଝିଅ- ଭାଇ, ଏ ଡ୍ରେସ ଫେରସ୍ତ ନେଇଯାଅ …ଯାହାକୁ କାଲି ମୁଁ ନେଇଥିଲି
ଦୋକାନୀ- କଣ ହେଲା ଭଉଣୀ, କଲର ପସନ୍ଦ ଆସିଲା ନାହିଁ ନା ପ୍ରିଣ୍ଟ ?
ଝିଅ- କଥା କଣ କି ….ଏହାକୁ ପିନ୍ଧି ଫେସବୁକ ଓ ହ୍ଵାଟ୍ସଆପର ଷ୍ଟାଟସ ରେ ଫୋଟୋ ଦେଇଥିଲି …
ଗୋଟିଏ ବି ଲାଇକ ଆସିଲାନି ….
ଶର୍ମା ଜି ମାନସିକ ରୋଗ ବିଶେଷଜ୍ଞ ଙ୍କ ପାଖରେ ପହଞ୍ଚିଲେ
ଡାକ୍ତର- କଣ ହେଇଛି ତୁମର ?
ଶର୍ମା ଜି- “ମୋର କୌଣସି ସମସ୍ଯା ନାହିଁ, ମୁଁ ବାଦଶାହ ଆକବର ଅଟେ, ଆକବର ର କଣ କିଛି ସମସ୍ଯା ହେଇପାରେ , ସମସ୍ଯା ତ ମୋ ବେଗମ ଯୋଦ୍ଧାବାଇ ର ଅଟେ
ଡାକ୍ତର – ତାଙ୍କର କଣ ସମସ୍ଯା ଅଛି ?
ଶର୍ମା ଜି- ସେ ଭାବୁଛନ୍ତି କି ସେ ମିସେସ ଶର୍ମା ଅଟନ୍ତି
ସାନ୍ତା ଉଡାଜାହାଜ ରେ ଯାତ୍ରା କରୁଥିଲା
ଏୟାରହୋଷ୍ଟେସ ହସି ହସି ତାର ଅଭିବାଦନ କଲା
ଅଭିବାଦନ ର ପତ୍ୟୁତ୍ତର ଦେଇ ସାନ୍ତା କହିଲା – ତୁମ ଚେହେରା ମୋ ସ୍ତ୍ରୀ ସହିତ ବହୁତ ମିଶୁଚି
ଏହି କଥାରେ ଏୟାରହୋଷ୍ଟେସ ତାକୁ ଏକ ଚାପୁଡା ମାରିଦେଲା
ଗାଲକୁ ଆଉଁସି ଆଉଁସି ସାନ୍ତା କହିଲା – କେବଳ ଚେହେରା ନୁହେଁ ଗୁଣ ବି ମିଶି ଯାଉଛି
୬୦ ବର୍ଷ ବୟସ ପରର ରୋମାନ୍ସ
ପତ୍ନୀ- ଆଜି ରାତିରେ ଘରେ କେହି ନାହାଁନ୍ତି, କେବଳ ଆମେ ଦୁଇ ଜଣ
ପତି – ହଁ ତ, ତେବେ,
ଖେଚେଡି ବନେଇ ଦେ….
ସ୍ତ୍ରୀ- ମୋ ପୁରୁଣା କପଡା ଡୋନେଟ କରିଦେବି କି ?
ସ୍ଵାମୀ- ଫୋପାଡି ଦେ…. ଡୋନେଟ କଣ କରିବୁ….
ସ୍ତ୍ରୀ- ନା, ଦୁନିଆରେ ବହୁତ ଗରିବ, ଭୋକିଲା ଶୋଷିଲା ସ୍ତ୍ରୀ ଅଛନ୍ତି, ବେଚାରୀ କେହି ବି ପିନ୍ଧି ନବ
ସ୍ଵାମୀ- ତୋ ମାପ ର କପଡା ଯାହାକୁ ହେବ, ସେ ଭୋକିଲା ସୋସିଲା ଥୋଡି ନା ହେଇଥିବ …
ଏବେ ସ୍ଵାମୀ ଘରୁ ଫେରାର
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ