ନମସ୍କାର ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କିଛି ଓଡିଆ ଜେନେରାଲ ନଲେଜ ବିଷୟରେ କହିବୁ । ଏହାକୁ ପଢିବା ଦ୍ଵାରା ଆପଣଙ୍କ ଜ୍ଞାନର ବୃଦ୍ଧି ହେବା ସହିତ ଏହା ଆପଣଙ୍କ ଜୀବନରେ ବହୁତ ସହାୟକ ହେବ । ଏହି ଜେନେରାଲ ନଲେଜ ବିଷୟରେ ଆପଣ ମାନେ ଜାଣିବା ପରେ ଆପଣ ନିଜ ଭାଇ ଭଉଣୀ ବା ନିଜ ପରିବାର ଲୋକଙ୍କୁ ଏହି ଜ୍ଞାନ ବିଷୟରେ ଜଣାଇ ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜେନେରାଲ ବିଷୟରେ ।
୧. ଭାରତରେ ମୋଟ କେତୋଟି ଗ୍ରାମ ଅଛି ?
ଉତ୍ତର- ୬,୪୯,୪୮୧
୨. ହେଲିକପ୍ଟରରେ ସମୁଦାୟ କେତୋଟି ସିଟ ଥାଏ ?
ଉତ୍ତର- ୧୨ ଟି
୩. ଲାଲକିଲ୍ଲା ଭରତ ବ୍ୟତୀତ ଅନ୍ୟ କେଉଁ ଦେଶରେ ଅଛି ?
ଉତ୍ତର- ପାକିସ୍ଥାନର ଲାହୋରରେ ଅଛି ।
୪. କେଉଁ ଦେଶରେ କ୍ଷୀର ବିକିବା ଅପରାଧ ଅଟେ ?
ଉତ୍ତର- ଫିନଲାଣ୍ଡ
୫. କେଉଁ ପ୍ରାଣୀର ହାତ କଟି ଗଲେ ସଙ୍ଗେ ସଙ୍ଗେ ଆଉ ଗୋଟେ ହାତ ଆସିଯାଏ ?
ଉତ୍ତର- ପ୍ରଜାପତି
୬. ଭାରତରେ ଆଧାର କାର୍ଡର ବୈଧତା କେତେ ଦିନ ?
ଉତ୍ତର- ଲାଇଫ ଟାଇମ
୭. ବିଶ୍ଵର ସବୁଠାରୁ ବିଶାଳ ମନ୍ଦିରର ନାମ କଣ ?
ଉତ୍ତର- ଅଙ୍ଗକୋର ୱାଟ
୮. ବିଶ୍ଵର କେଉଁ ନଦୀର ପାଣି ଗରମ ଅଟେ ?
ଉତ୍ତର- ନୀଳ ନଦୀ
୯. କେଉଁ ପରିବା ଖାଇବା ଦ୍ଵାରା ଦାନ୍ତ ସଫା ହୋଇଥାଏ ?
ଉତ୍ତର- ଅମୃତ ଭଣ୍ଡା
୧୦. ଭାରତର କେଉଁ ରାଜ୍ୟ ମହିଳା ମାନଙ୍କ ପାଇଁ ଅଧିକ ସୁରକ୍ଷିତ ଅଟେ ?
ଉତ୍ତର- ଗୋଆ
୧୧. କେଉଁ ଦେଶରେ ବରଫରୁ ବିଜୁଳି ପ୍ରସ୍ତୁତ କରାଯାଏ ?
ଉତ୍ତର- ଆମେରିକା
୧୨. କେଉଁ ପ୍ରାଣୀର ଶରୀରରେ ସବୁଠାରୁ କମ ହାଡ ଅଛି ?
ଉତ୍ତର- ମୂଷା
୧୩. କଙ୍ଗାରୁ କେଉଁ ଦେଶର ରାଷ୍ଟ୍ରୀୟ ଚିହ୍ନ ଅଟେ ?
ଉତ୍ତର- ଅଷ୍ଟ୍ରେଲିଆ
୧୪. ଦୁନିଆରେ କେତେ ପ୍ରତିଶତ ଲୋକ ବାମ ହାତର ବ୍ୟବହାର କରିଥାନ୍ତି ?
ଊତର- ୧୧ ପ୍ରତିଶତ
୧୫. ଗୋଟେ ନାରୀ ତାର ଜୀବନରେ କେତେ ଛୁଆ ଜନ୍ମ କରିପାରିବ ?
ଉତ୍ତର- ଅତିବେଶିରେ ୪୦ ଟି ।
୧୬. ଆକାଶରେ ଦେଖାଯାଉଥିବା ତାରାର କେତୋଟି ରଙ୍ଗ ଥାଏ ?
ଉତ୍ତର- ୩ ଟି
୧୭. ମଶାର ବୟସ କେତେ ଦିନ ହୋଇଥାଏ ?
ଉତ୍ତର- ୧୪ ରୁ ୫୬ ଦିନ
୧୮. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଅଛି ?
ଉତ୍ତର- ତାମିଲନାଡୁ
୧୯. ତାହା କଣ ଅଟେ ଯାହା ବର୍ଷରେ ଥରେ ଆସେ, ମାସରେ ଦୁଇ ଥର ଆସେ, ସପ୍ତାହରେ ଚାରି ଥର ଆସେ ଏବଂ ଦିନରେ ଛଅ ଥର ଆସେ ?
ଉତ୍ତର- F ଶବ୍ଦ
ବର୍ଷରେ ଗୋଟିଏ ଥର February,
ମାସରେ ଦୁଇ ଥର First week, Fourth week
ଦିନରେ 6 ଥର Four, Five, Fourteen, Twenty Four
ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଜ୍ଞାନ ବର୍ଦ୍ଧକ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ