ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ବାହାନଗା ଦୁର୍ଘଟଣା ପଛରେ କିଏ ରହିଛି ପ୍ରକୃତ ଖଳନାୟକ , କେତେକ ଟଙ୍କା ନେଇଛନ୍ତି ତିନିଜଣ ଅଭିଯୁକ୍ତ । କାରଣ ବାହାନଗା ଟ୍ରେନ୍ ଦୁର୍ଘଟଣା କୋଣସି ସାମାନ୍ୟ ଘଟଣା ନୁହେଁ । ଲାଭା ବିସ୍ପରଣ ଠାରୁ ଏହା ଅତ୍ଯାଧିକ ମାତ୍ରାରେ ଲୋକମାନଙ୍କୁ ପ୍ରଭାବିତ କରିଛି । ଏହି ଦୁର୍ଘଟଣା ବେଳର କଥାକୁ ଟିକେ ସ୍ମରଣ କଲେ ଆଖିରୁ ଲୁହ ଟଳ ଟଳ ହୋଇ ତଳୁକୁ ଘଡିଆସିବ ।

କେତେବା ଯନ୍ତ୍ରଣା ସହ କରି ମଣିଷ ତାହାର ଶେଷ ନିଶ୍ଵାସ ତ୍ୟାଗ କରିଥିଲା । ତାହାର ଶବ୍ଦ ଏବେ ବି ସେଠାରେ ସ୍ଥାନୀୟ ଲୋକମାନଙ୍କ କାନରେ ଶୁଭଛି । ଏବେ ବି ଶୁଖିନି ବାହାନଗା ଷ୍ଟେସନରେ ରକ୍ତର ଚିଟା । ତେବେ ଏହା ପଛରେ ଥିବା ଅଭିଯୁକ୍ତମାନଙ୍କୁ ଧରି କଠିନ ଦଣ୍ଡ ଦେବା ଉଚିତ୍ । ତେଣୁ ସିବିଆଇ ତାର ଅନୁସନ୍ଧାନ ଜାରି କରିଥିଲା ଘଟଣା ସହ ସମ୍ପର୍କିତ ଛୋଟ ଛୋଟ ବିଷୟକୁ ଭଲଭାବରେ ଦେଖୁଛି ।
ଏହି ଘଟଣା କଣ ଭୁଲ ଯୋଗୁଁ ଘଟିଛି ବା କେହି ଏହାକୁ ଜାଣିଶୁଣି ଘଟାଇଛନ୍ତି । ସିବିଆଇ ନିଜର ପ୍ରୟାସ ଜାରି ରଖିଥିବା ବେଳେ ଗୋଟାଏ ପରେ ଗୋଟାଏ ରହସ୍ୟ ଖୋଲିବାକୁ ଲାଗିଥିଲା । ଏହି ପ୍ରକ୍ରିୟାରେ ସିବିଆଇ ସିନିୟାର ଇଞ୍ଜିନିୟର ଅରୁଣ କୁମାର ମହାନ୍ତି, ସିଗନାଲ ଇଞ୍ଜିନିୟର ଅମିର ଖାନ ଓ ଟେକନିସିଆୟନ ପାପୁ କୁମାର ଗିରଫ କରି ପଚରାଉଚରା ଆରମ୍ଭ କରିଛି ।

ଦ୍ଵିତୀୟ ଦିନ ତିନିଜଣ ଅଭିଯୁକ୍ତକୁ ଏହି ଘଟଣା ପାଇଁ କେତେକ ଅଙ୍କର ଟଙ୍କା ଦିଆଯାଇଛି କେମିତି ପଠାଇ ଥିଲେ କାଶ ଦେଇଥିଲେ ବା ଅନଲାଇନ ଦେଲେ । ଏହା ବ୍ୟତୀତ ସିବିଆଇ ସେମାନଙ୍କର ବ୍ୟାଙ୍କ ଖାତାକୁ ଚେକ୍ କରୁଛି । ବାହାନଗା ଟ୍ରେନ ଦୁର୍ଘଟଣାର ପଛରେ ବସିଥିବ ଖଳନାୟକକୁ ଧରିବାରେ ଲାଗିଛି । ଏହି ଘଟଣା ପଛରେ ଥିବା ସତ୍ୟ ଜାଣିବା ପର୍ଯ୍ୟନ୍ତ ସିବିଆଇ ତା କାମ ଜାରି ରଖିବ ।
ତେଣୁ ସେ ତିନି ଅଭିଯୁକ୍ତଙ୍କର ପୁରୁଣା ଇତିହାସକୁ ପୁନର୍ବାର ଖୋଲିକି ତନି ତନି ଅନୁସନ୍ଧାନ କରୁଛି । ବହୁତ ଶୀଘ୍ର ଏହା ପଛରେ ଥିବା ଖଳନାୟକ ଧରିବ ବୋଲି ସିବିଆଇ କହୁଛି । ତେବେ ଏହା ପଛରେ କଣ କାହାରି ହାତ ରହିଛି ବା କର୍ତ୍ତବ୍ୟ ଅବହେଳା ଯୋଗୁଁ ଏହା ଘଟିଛି ତାହା ଖୁବ୍ ଶୀଘ୍ର ଜଣାପଡିବ । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

