ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ରିକେଟ ଜଗତରୁ ଆସିଛି ଏକ ନୂଆ ଖବର ! ତେବେ IPL କ୍ରିକେଟ ୨୦୨୩ ମ୍ଯାଚ ପାଇଁ କ୍ରିକେଟପ୍ରେମୀ ବହୁତ ମାତ୍ରାରେ ଉତ୍କଣ୍ଠାର ସହ ମ୍ଯାଚ ଦେଖୁଛନ୍ତି । ତେବେ ଏହାରି ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ ଓ ଲକ୍ଷ୍ନୋ ସୁପରଜାଣ୍ଟ୍ସ ମଧ୍ୟରେ ମ୍ଯାଚ ଚାଲିଥିବା ସମୟରେ ଏପରି କିଛି ଦ୍ରୁଶ୍ଯ ସାମ୍ନାକୁ ଆସିଥିଲା । ଲକ୍ଷ୍ନୋ ବିପକ୍ଷ ବିପକ୍ଷରେ ମାରିଲେ ଜବରଦସ୍ତ ଓ ଧୂଆଁଧାର ଛକା ।
ଯାହାକି କ୍ରିକେଟର ଋତୁରାଜ ଗାଇକୱାର୍ଡ ଛକା ମାରିବା ଦ୍ଵାରା ସିଧା ଯାଇ ବାଜିଥିଲା ଟାଟା ଟିଆଗୋ କାରରେ । ସୂଚନା ମୁତାବିକ ଚେନ୍ନାଇ ସୁପରକିଙ୍ଗ ଓ ଲକ୍ଷ୍ନୋ ସୁପରଜାଣ୍ଟ୍ସ ମଧ୍ୟରେ ଚାଲିଥିବା ୨୦୨୩ IPL ମୁକାବିଲା ମଧ୍ୟରେ ଏଠାରେ ଲକ୍ଷ୍ନୋର ଅଧିନାୟକ ରହିଥିଲେ କ୍ରିକେଟର KL ରାହୁଲ । ଏହା ସହ ଚେନୟ ସୁପରକିଙ୍ଗର ଅଧିନାୟକ ରହିଥିଲେ ମହେନ୍ଦ୍ର ସିଂହ ଧୋନୀ । ତେବେ ଲକ୍ଷ୍ନୋ ଅଧିନାଯକ ପ୍ରଥମେ ଟସ ଜିତିଥିଲେ ।
ତାପରେ ଫିଲଡିଙ୍ଗ ଆରମ୍ଭ କରିଦେଇଥିଲେ । ତେବେ ଚତୁର୍ଥ ଓଭରରେ ସ୍ପିନ ବୋଲର ତଥା ଅଲ ରାଉଣ୍ଡର କୃଷ୍ଣପା ଗୌତମଙ୍କ ଶେଷ ବଲ୍ ରେ ଋତୁରାଜ ଗାଇକୱାର୍ଡ ସୁପର ଏକ ଛକା ମାରିଥିଲେ । ତେବେ ଏହି ଛକାଟି ଏପରି ଭାବରେ ଯାଇଥିଲା । କି ଯେ ସିଧା ଯାଇ ଟାଟା ଟିଆଗୋ କାର ଦେହରେ ମାଡ ହୋଇଥିଲା । ତେବେ ଟାଟା ଟିଆଗୋ କାରରେ ବାଜିବା କାରଣରୁ ୫ ଲକ୍ଷ ଟଙ୍କା ଦାନ କରିବ । ଯେତେବେଳେ ବି ବଲ୍ ଟି ଯାଇ ଟାଟା ଟିଆଗୋ କାରକୁ ହିଟ କରିବ ।
୫ ଲକ୍ଷ ଟଙ୍କା ଦାନ କରାଯିବାର ବ୍ୟବସ୍ଥା ରଖାଯାଇଛି । ଏହି ଟଙ୍କାର ଚାରା ରୋପଣ କରି କର୍ଣ୍ଣାଟକର କଫି ବଗିଚାରେ ଜ୍ୟବବିବିଧତା ବୃଦ୍ଧି କରିବା କମରେ ଲଗାଯିବ । ତେବେ ଚାଲିଥିବା ଚେନାଇ ଓ ଲକ୍ଷ୍ନୋ ଋତୁରାଜ ଗାଇକୱାଡ ମ୍ଯାଚରେ ଅର୍ଦ୍ଧ ଶତକ ମାରିଥିଲେ । ସେ ୩ ଟି ଚଉକା ଓ ୪ ଛକା ମାରିଥିଲେ । ସେଥିରେ ୩୧ ବଲରେ ୫୭ ରନର ମ୍ଯାଚ ଖେଳିଥିଲେ ।
ତେବେ ଏହିପରି ଭାବରେ ଦଳ ଦଳ ମଧ୍ୟରେ IPL ମ୍ଯାଚ ଜୋରସୋର ଭାବରେ ଖେଳ ଚାଲିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ଅଧିକ ସୂଚନା ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ