ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋବାଇଲ ଗଲା ସିଙ୍ଗାପୁର ଗୋପାଳ ଜୀବ ଗୁଜୁରାଟ । ତେବେ ବହୁ ଚର୍ଚିତ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ କିଶୋର ଦାସଙ୍କର gulimda ହତୟଆକାଣ୍ଡ ପଛରେ ଲୁଚି ରହିଥିବା ଅସଲି କାରଣକୁ ଖୋଜିପାଇବା ପାଇଁ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ବହୁତ କିଛି କରି ଚାଲିଛି । ହେଲେ ମନ୍ତ୍ରୀ ନବ କୋଶୋର ଦାସଙ୍କର ମୃ-ତ୍ୟୁକୁ ୧୨ ଦିନ ବିତିଯାଇଥିଲେ । ସେପରି କିଛି ସତ୍ୟ ଆଧାରିତ ଠୋସ ପ୍ରମାଣ ସଠିକ ଭାବରେ ପୋଲିସ ହାତରେ ଲାଗିପାରିନାହିଁ ।

ତେବେ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ମନ୍ତ୍ରୀ ହତୟଆ ସହିତ ଜଡିତ ଅଭିଯୁକ୍ତ ଗୋପାଳ ଦାସକୁ ୮ ଦିନ ଧରି ରିମାଣ୍ଡରେ ନେବା ପରେ ବି ହତୟଆର କାରଣକୁ ଠିକ ଭାବରେ ଖୋଜି ପାଇ ପାରିନାହିଁ କ୍ର-ଆ ଇ-ମ ବ୍ରାଞ୍ଚ । ତେବେ ତେବେ ସୂଚନା ମୁତାବକ ଗୋପାଳ ନିଜସ୍ୱ ମୁହଁରୁ ସଠିକ ତଥ୍ୟ ପଚାରିବାରୁ କିଛି ପ୍ରତିକ୍ରିୟା ଠିକ ସେ ଦେଉନାହିଁ । ତେବେ ଗୋପାଳ ଦାସ ମୁହଁରୁ ସତ ଓଗାଳିବା ପାଇଁ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ବହିସ୍କୃତ ପୋଲିସ କର୍ମଚାରୀ ଗୋପାଳ ଦାସକୁ ରାଜ୍ୟ ବାହାରକୁ ପଠାଇବାର ଯୋଜନା କରିଥିଲା ।
ତେବେ ଗତ ଫେବୃଆରି ୮ ତାରିଖରେ ଗୋପାଳକୁ ଗୁଜୁରାଟ ପଠା ଯାଇଛି । ତେବେ ସୂଚନା ମୁତାବକ ଗୁଜୁରାଟ ଠାରେ ଗୋପାଳ ଦାସର ନାର୍କୋ ଟେଷ୍ଟ କରାଯାଇଛି । ତେବେ ଏହା ସହିତ ଗୋପାଳର ଫୋନକୁ ଶିଙ୍ଗାପୁର ପଠାଯାଇଛି । ତେବେ ପୂର୍ବତନ କ୍ଯାବିନେଟ ତଥା ସ୍ଵାସ୍ଥ ମନ୍ତ୍ରୀ ନବ କୋଶୋର ଦାସଙ୍କ ହତୟଆ ପଛର ସତ୍ୟତା ଜାଣିବାକୁ ଏବେ ବର୍ତ୍ତମାନ ଏପରି କିଛି ଯୋଜନା ଚାଲିଛି ।
ତେବେ ଗୋପାଳ ଜୀବ ଗୁଜୁରାଟ ଗୋପାଳର ଫୋନ ଜୀବ ସିଙ୍ଗାପୂର ତେବେ ଏହି କଥା ବର୍ତ୍ତମାନ ସମୟରେ ବହୁ ଚର୍ଚାର ପରିସରକୁ ଆସିଯାଇଛି । ତେବେ ଗୋପାଳ ଦାସକୁ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟ ଦେଇ ଏୟାରପୋର୍ଟକୁ ଅଣା ଯାଇଥିଲା । ତେବେ ସେଠାରେ ବହୁ କିଛି ପରୀକ୍ଷା କରିସାରିବା ପରେ ବିମାନ ଯୋଗେ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ଓ ଗୋପାଳ ଦାସ ଗୁଜୁରାଟ ଯାଇଛନ୍ତି ।

ତେବେ ସୂଚନା ମୁତବକ ଗୋପାଳ ବିମାନରେ ଚଢିବା ସମୟରେ ବିମାନକୁ ମୁଣ୍ଡିଆ ମାରି ଚଢିଥିଲା । ତେବେ ଏତେ ସବୁ ରିମାଣ୍ଡ ହେଲା ପରେ ବି ଯେଉଁ ସବୁ ତଥ୍ୟ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ହାତରେ ଲାଗି ପରିନାହିଁ । ତେବେ ଗୋପାର ଗୁଜୁରାଟ ଠାରେ ନାର୍କୋ ଟେଷ୍ଟ ପରେ ସବୁ କିଛି ଠୋସ ତଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କର ହତୟଆ ସମ୍ପର୍କରେ ସୂଚନା ମିଳିପାରେ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

