ବାଢୁଛି ରହସ୍ୟ ! ଟିଭିରେ ନ୍ଯୁଜ ଦେଖି ହସୁଛି Gopal Das

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଜକୁ ଟିଭିରେ ଦେଖି ହସୁଛି ଗୋପାଳ ।  ହଁ ବନ୍ଧୁଗଣ ତେବେ ଏପରି ଏକ ଦ୍ରୁଶ୍ଯ ଦେଖିବାକୁ ମିଳିଛି । ଯେଉଁଠାରେ କି ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ମନ୍ତ୍ରୀ ନବ ଦାସ ହତୟଆ ସମ୍ପର୍କିତ ତଥ୍ୟ ଟିଭିରେ ପ୍ରକାଶ ପାଉଥିବା ବେଳେ ସେଠାରେ ନିଜକୁ ଗୋପାଳ ଦେଖି ହସିବାରେ ଲାଗି ପଡିଛି । ତେବେ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁକୁ ନେଇ ସାରା ଓଡିଶା ସ୍ତବ୍ଧ ପାଲଟି ଯାଇଛି । କାରଣ ନବ ଦାସ ଜଣେ କ୍ଯାବିନେଟ ପାହ୍ୟାର ମନ୍ତ୍ରୀ ହିଁ ନଥିଲେ ।

ସେ ଜଣେ ବହୁତ ବଡ ବ୍ୟବସାୟୀ ମଧ୍ୟ ଥିଲେ । ଏହା ସହିତ ତାଙ୍କ ଏରିଆରେ ନବ ଦାସ ଜଣେ ଟାଣୁଆ ତଥା ପ୍ରଭାବସାଳୀ ନେତା ଭାବରେ ଜଣା ପାଉଥିଲେ । ତେବେ ବହିସ୍କୃତ ଗୋପାଳ ଦାସ ମନ୍ତ୍ରୀ ନବ ଦାସକୁ guli mda କରିବା ପାଇଁ ବହୁ ସମୟରୁ ସୁଯୋଗ ଅପେକ୍ଷାରେ ରହିଥିଲା । ତେବେ ସୂଚନା ମୁତାବକ ଯଦିଓ ସେପରି କିଛି ବ୍ୟକ୍ତିଗତ ଶତ୍ରୁତା ମନ୍ତ୍ରୀ ନବ ଦାସଙ୍କ ସହିତ ଗୋପାଳର ନଥିଲା ।

ହେଲେ ମନ୍ତ୍ରୀ ନବ ଦାସକୁ ଜମାରୁ ମଧ୍ୟ ଗୋପାଳ ଦାସ ପସନ୍ଦ କରୁନଥିଲା । ଗୋପାଳର ବିଚାର ଧାରାରେ ମନ୍ତ୍ରୀ ନବ ଦାସ ଜଣେ ଖରାପ ତଥା ଲମ୍ପଟ ପ୍ରକୃତିର ବ୍ୟକ୍ତିଟି ଅଟେ । ସେ ଜଣେ ଭଲ ନେତା ହିସାବରେ ନିଜର କାର୍ଯ୍ୟ ତୁଲାଇନଥାଏ । ବଂର ଲୋକଙ୍କୁ ଡର-ଆଇ ଧମକ-ଆଇ ଲୋକକୁ ନିଜ ଅଧୀନରେ ରଖିବା ପାଇଁ ଚେଷ୍ଟା କରିଥାଏ । ତେବେ ଏପରି କିଛି କାରଣ ପାଇଁ ଗୋପାଳ ଦାସ ଶତ୍ରୁତା ରଖି ମନ୍ତ୍ରୀ ନବ ଦାସଙ୍କୁ gulimda କରିଥିଲା ।

ହେଲେ ବହୁତ ଅପର-ଆଧୀ ଅଛନ୍ତି କି ଯେଉଁ ମାନେ ଯେତେ ରାଗ କିମ୍ବା ଶତ୍ରୁତା ଅନ୍ୟ ଲୋକଙ୍କ ସହ ରଖିଥାନ୍ତୁ । ହେଲେ ତାଙ୍କୁ mariba ପାଇଁ ସାହସ କରିପାରିନଥାନ୍ତି । ଯଦିଓ ଜଣେ ବ୍ୟକ୍ତି ଅନ୍ୟ ଜଣେ ପ୍ରଭାବସାଳୀ ଲୋକର କ୍ଷତି ମଧ୍ୟ କରିଦେଇଥାଏ । ତେବେ ସେ ଅତ୍ୟନ୍ତ ଭୟଭୀତ ମଧ୍ୟ ହୋଇଯାଇଥାଏ ।

ତେବେ ସେପରି କିଛି ଭୟଭୟତାର ଚିହ୍ନ ଗୋପାଳ ମୁହଁରେ ଦେଖିବାକୁ ମିଳିନଥିଲା । ଏହା ସହିତ ସେ ନିଜକୁ ଟିଭି ନ୍ଯୁଜରେ ଦେଖି ଗୋପାଳ ହସିବାକୁ ମଧ୍ୟ ପଛ ଘୁଞ୍ଚା ଦେଇନଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *