ଅଜବ ଘଟଣା ! ପୁଅ ପେଟରେ ପିଲା…ପୁରା ଘଟଣା ଆପଣଙ୍କ ହୋସ ଉଡେଇ ଦେବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କୋଳକୁ ପିଲାଟିଏ ଆସିଲା ପରେ ବାପା, ମାଆ ତଥା ଘର ପରିବାର ହସଖୁସିରେ ଭରି ଯାଇଥାଏ । ତେବେ ଜଣେ ମହିଳା ଜୀବନର ସାର୍ଥକତା ସେତେବେଳେ ଆସିଥାଏ । ଯେତେବେଳେ ସେ ଗର୍ଭ ଧାରଣ କରି ତାପରେ ଜଣେ ପିଲାଟିର ମା’ ଭାବରେ ଆକ୍ଷା ପାଇଥାଏ । ତେବେ ଏହା ତ ସାଧାରଣ କଥା ପରି ଆପଣଙ୍କୁ ଲାଗିଥାଏ ପରେ । ହେଲେ ବର୍ତ୍ତମାନ ସମୟରେ ଜଣେ ପୁଅଟି ଗର୍ଭବତୀ ହୋଇଛି । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଥାଇପାରେ ।

ହେଲେ ଏହା ଏକ ସତ୍ୟ ଘଟଣା ଯାହା କେରଳର କୁଚିଗୁଡି ଏରିଆରେ ଘଟିବାର ଶୁଣିବାକୁ ମିଳିଛି । ତେବେ ଯେଉଁ କଥା ଏବେ ଏ ଫୋନରୁ ସେ ଫୋନକୁ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ସୂଚନା ମୁତାବକ ଗୋଟିଏ ଦମ୍ପତି 3 ବର୍ଷ ଧରି ସମ୍ପର୍କରେ ରହୁଥିଲେ । ହେଲେ ଦମ୍ପତିଙ୍କ ମଧ୍ୟରୁ ମହିଳା ଜଣଙ୍କ ଗର୍ଭଧାରଣ ନକରି ପୁରୁଷ ଜଣଙ୍କ ଗର୍ଭ ଧାରଣ କରିଛନ୍ତି । ତେବେ ଏହି ଦମ୍ପତି ହେଉଛନ୍ତି ଟ୍ରାନ୍ସଜେନ୍ରଣ୍ଡ କପୁଲ୍ ହେଉଛନ୍ତି ଜୀୟା ଓ ଜୋହାଦ ।

ତେବେ ଉଭୟ ସୋସିଆଲ ମିଡିଆରେ ବାପା ଓ ମା’ ହେବା ପାଇଁ ଯାଉଛନ୍ତି ବୋଲି ଶେୟାର କରିଛନ୍ତି । ତେବେ ମାର୍ଚ ମାସରେ ସେମାନଙ୍କର ପ୍ରଥମ ସନ୍ତାନ ବାପା ପେଟରୁ ଜନ୍ମ ଲାଭ କରିବାକୁ ଯାଉଛି । ତେବେ ସୋସିଆଲ ମିଡିଆରେ ଦମ୍ପତି ନିଜର ପ୍ରେଗନେନ୍ସି ଫୋଟୋ ଷେୟାର କରି ଜୀୟା ଲେଖିଛନ୍ତି । ଯେ ଜନ୍ମରୁ ମୁଁ ମହିଳା ନଥିଲି ହେଲେ ଜଣେ ପିଲା ମୋତେ ମା’ ବୋଲି ଡାକିଦେଇଥିଲା ।

ତାପରେ ମୁଁ ଏକ ମା’ ହେବି ବୋଲି ଭାବି ମୋ ଭିତରେ ମାତୃତ୍ଵର ଆବେଗ ଆସିଯାଇଥିଲା । ତେବେ ଜୋହାଦ ମଧ୍ୟ ଜନ୍ମରୁ ଜଣେ ପୁଅ ନଥିଲେ ।  ହେଲେ ସେ ମଧ୍ୟ ବାପା ହେବେ ବୋଲି ଇଛା କରିଥିଲେ । ତେବେ ସୂଚନା ମୁତାବକ ଏହି ଟ୍ରାନ୍ସଜେଣ୍ଡର କପୁଲ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ସର୍ଜରୀର ସାହାଜ୍ଯ ନେଇଥିଲେ । ତେବେ ଜନ୍ମରୁ ଜୀୟା ପୁଅ  ଥାଇ ସର୍ଜରୀ ପରେ ଝିଅ  ଓ ଜନ୍ମରୁ ଜୋହାଦ ଝିଅ  ଥିଲେ କିନ୍ତୁ ସର୍ଜରୀ ପରେ ପୁଅ  ହୋଇଯାଇଥିଲେ ।

ହେଲେ ଜୋହାଦ ପୁଅ ହେବା ପରେ ତାଙ୍କର ଗର୍ଭାଶୟ ଓ ଅନ୍ୟ କିଛି ଅଙ୍ଗ ହଟାଜାଇନଥିଲା । ଯେଉଁ କାରଣରୁ ସେ ଜଣେ ପୁଅ ହୋଇ ମଧ୍ୟ ଗର୍ଭବତୀ ହୋଇପାରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *