ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭାରତୀୟ ଦଳର ଆଉ ଜଣେ କ୍ରିକେଟର ବର୍ତ୍ତମାନ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ତେବେ ସେ ହେଉଛନ୍ତି ଟିମ ଇଣ୍ଡିଆରେ ବାପୁ ନାମରେ ପରିଚିତ କ୍ରିକେଟର ଅକ୍ଷର ପଟେଲ । ହଁ ବନ୍ଧୁଗଣ ନିକଟ ଅତୀତରେ ଟିମ ଇଣ୍ଡିଆର kl ରାହୁଲ ଓ ବଲିଉଡ ଅଭିନେତ୍ରୀ ଆଥୀୟା ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ । ଯାହାଙ୍କ ବାହାଘର ବହୁତ ହିଁ ଚର୍ଚାରେ ରହିଥିଲା । ତେବେ ବର୍ତ୍ତମାନର ଖବର ଅନୁଯାଇ ଅକ୍ଷର ପଟେଲଙ୍କର ବିବାହ ହୋଇଯାଇଛି ।

ଯାହାର ବାହାଘର ଫୋଟ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ତେବେ ଗତ ବର୍ଷ ଜାନୁଆରୀ ୨୦ ତାରିଖରେ ଅକ୍ଷର ପଟେଲଙ୍କର ନିର୍ବନ୍ଧ ହୋଇଥିଲା । ତେବେ ଅକ୍ଷର ପଟେଲ ନିଜର ୨୮ ବର୍ଷ ଜନ୍ମ ଦିନ ଅବସରରେ ତାଙ୍କ ଲଭର ମେହାଙ୍କୁ ପ୍ରପୋଜ କରିଥିଲେ । ତେବେ ସୂଚନା ମୁତାବକ ବହୁ ଆଗରୁ ହିଁ ଦୁହେଁ ଦୁହିଙ୍କୁ ଡେଟ କରି ଆସୁଥିଲେ । ତେବେ ଉଭୟଙ୍କର ସେହି ପ୍ରେମ ବର୍ତ୍ତମାନ ବିବାହରେ ପରିଣତ ହୋଇଯାଇଛି ।
ତେବେ ଜାନୁଆରୀ ୨୬ ୨୦୨୩ ମସିହାରେ ଅକ୍ଷର ପଟେଲଙ୍କ ସହିତ ମେହାଙ୍କର ବିବାହ ହୋଇଯାଇଛି । ତେବେ ବାହାଘର ଟି ବହୁତ ଆଡମ୍ବର ପୂର୍ଣ୍ଣ ହୋଇନଥିଲେ ମଧ୍ୟ ଉଭୟ ପରିବାର ଓ ବନ୍ଧୁପରିଜନଙ୍କୁ ନେଇ ଆୟୋଜନ କରଯାଇଥିଲା । ଯେଉଁ ବାହାଘର ଅକ୍ଷର ପଟେଲ ବଡ଼ ବେଶ ସାଜି ନିଜର ଜୀବନସାଥିକୁ ଆଣିବା ପାଇଁ ବରଯାତ୍ରୀ ନେଇ ବାହାରି ପଡିଥିଲେ । ତେବେ ମେହାଙ୍କ ସହିତ ବୈଦିକ ନୀତି ନିୟମରେ ବିବାହ କାର୍ଯ୍ୟଟି ସମ୍ପର୍ଣ୍ଣ ହୋଇଯାଇଛି ।

ତେବେ ବାହାଘରର ସଙ୍ଗୀତ ପାର୍ଟିରେ ମେହାଙ୍କ ସହିତ ଅକ୍ଷର ପଟେଲ ନାଚୁଥିବାର ଫୋଟ ମଧ୍ୟ ଭାଇରାଲ ହେବାରେ ଲାଗିଛି । ତେବେ ଅକ୍ଷର ପଟେଲ ବିବାହ କରିଥିବା ମେହା ହେଉଛନ୍ତି । ମେହା ଜଣେ ବୃତ୍ତିରେ ନ୍ୟୂଟ୍ରିସିଆନ ଓ ତାଙ୍କର ସୋସିଆଲ ମିଡିଆରେ ଏକ ଡାଏଟ ଉପରେ ଚାନେଲ ମଧ୍ୟ ରହିଅଛି । ତେବେ ମାରେଜ ପାଇଁ ଅକ୍ଷର ପଟେଲ ମ୍ଯାଚରୁ କିଛି ଦିନ ପାଇଁ ଛୁଟି ନେଇଥିଲେ ।
ତେବେ ବର୍ତ୍ତମାନ ସମୟରେ ଅକ୍ଷର ପଟେଲ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିବା ହେତୁ ତାଙ୍କ ପାଇଁ ଏକ ନୂଆ ଦୁନିଆ ମିଳିଯାଇଛି । ତେବେ ତାଙ୍କର ଦାମ୍ପତ୍ୟ ଜୀବନ ହସଖୁସି ଭରା ରହୁ ବୋଲି ଅକ୍ଷର ଅପଟେଲ ମେହାଙ୍କୁ ବହୁ ବହୁତ ଶୁଭେଚ୍ଛା ଓ ଶୁଭକାମନା ରାହୁଅଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

