ଶେଷ ଟ୍ୱେଣ୍ଟି 20 ମ୍ୟାଚରେ କମାଲ କଲେ Surya Kumar ! ମାରିଲେ ଏମିତି ଧୂଆଁଧାର ଶତକ ଦେଖି ଡରିଲେ ବୋଲର

ବନ୍ଧୁଗଣ, ସୂଚନା ଅନୁଯାୟୀ ମାତ୍ର ୪୫ ବଲରେ ଶତକ ମାରିଛନ୍ତି ସୂର୍ଯ୍ୟ କୁମାର । ପାବିଲିୟନ ସୂର୍ଯ୍ୟ ସୂର୍ଯ୍ୟ ରେ କମ୍ପିଲା, ଏହା ସହିତ ବୋଲର ମଧ୍ୟ କମ୍ପ୍ଲେନ କରିଲେ ବୋଲିଂ କରିବା ପାଇଁ । ଶନିବାର ଚାଲିଥିଲା ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ତୃତୀୟ ଟି-20 ମ୍ୟାଚ । ଏହି ମ୍ୟାଚ ଯିଏ ଜିତିବ ସିଏ ହିଁ ଟି-20 ସିରିଜର ହକଦାର ହେବେ ବୋଲି କଥା ଉଠିଥିଲା । ତେବେ ଏହି ମ୍ୟାଚରେ ଦେଖିବାକୁ ମିଳିଥିଲା ସୂର୍ଯ୍ୟଙ୍କର ରୌଦ୍ରତାପ ।

ସଂପୂର୍ଣ୍ଣ ଷ୍ଟାଡିୟମ ରେ ସେ ଚର୍ଚ୍ଚାର ବିଷୟ ପାଲଟିଥିଲେ । 45 ବଲରେ ସେ ନିଜର ଶତକ ଶେଷ କରିଥିଲେ । ଏଥିରେ ସାମିଲ ରହିଥିଲା 8 ଟି ଛକା, ଏବଂ 7 ଟି ଚଉକା । ଦେଖିବାକୁ ଗଲେ ଏହା ଇଣ୍ଟରନ୍ୟାସନାଲ ଟି-20 ରେ ସୂର୍ଯ୍ୟଙ୍କର ତୃତୀୟ ଶତକ । ସୂର୍ଯ୍ୟ କୁମାର ଶେଷ ପର୍ଯ୍ୟନ୍ତ ଜମି ରହିଥିଲେ । ସୂର୍ଯ୍ୟ ନଟଆଉଟ ରହି 51 ଟି ବଲ ଖେଳି ସମୁଦାୟ 112 ରନ ସଂଗ୍ରହ କରିଥିଲେ ।

ସୂର୍ଯ୍ୟଙ୍କର ଏହି ଶତକ ବଳରେ ଟିମ 229 ରନର ଟାର୍ଗେଟ ଶ୍ରୀଲଙ୍କା କୁ ଦେଇଥିଲା । ସୂର୍ଯ୍ୟ ଙ୍କ ସାଥ ଦେଇଥିଲେ ଅକ୍ଶର ପଟେଲ । ସେ ସମୁଦାୟ 9 ଟି ବଲ ଖେଳି ନଟଆଉଟ ରହି 21 ରନ ସଂଗ୍ରହ କରିଥିଲେ । ସୂର୍ଯ୍ୟ କ୍ରିଜରେ ଥିବାବେଳେ ବୋଲର ବୋଲିଂ କରିବାକୁ ଭୟ କରିଥିଲେ ।

ସେମାନେ ବାରମ୍ବାର ୱ୍ହାଇଟ ପକାଇବା ସହିତ ନର୍ଭସ ରହିଥିଲେ ଶ୍ରୀଲଙ୍କାର ବୋଲର ମାନେ । ବୋଲର ମାନେ ଯେଉଁଭଳି ବଲ ପକାଇଲେ ମଧ୍ୟ ସମସ୍ତ ବଲର ସଠିକ ଉତ୍ତରେ ଦେବାରେ ସମର୍ଥ ହେଉଥିଲେ ସୂର୍ଯ୍ୟ କୁମାର । ଏହାକୁ ଦେଖି କ୍ରିକେଟ ପ୍ରେମୀ ମାନେ ମଧ୍ୟ ବେସ ଖୁସି ହୋଇଥିଲେ । ଶେଷରେ ଇଣ୍ଡିଆ ବିଜୟ ହୋଇଥିଲା ଏବଂ ଭାରତବାସୀ ଆନନ୍ଦରେ କରତାଳି ବଜାଇବାକୁ ଲାଗିଲେ ।

କ୍ରିକେଟର ଏହିଭଳି କ୍ରେଜ ରହିଛି ଯେ ଭାରତ ଜିତିଲା ପରେ ସେଠାରେ ସମସ୍ତେ ସୂର୍ଯ୍ୟ କୁମାର କୁ ପ୍ରଶଂସା କରିବାକୁ ଲାଗିଲେ । ସୂର୍ଯ୍ୟ କୁମାର ଆଗରୁ ମଧ୍ୟ ଏହିଭଳି ବ୍ୟାଟିଂ କରି ଫ୍ୟାନ୍ସ ମାନଙ୍କ ପାଖରେ ନିଜର ଜାଦୁ ଦେଖାଇଛନ୍ତି । ବର୍ତ୍ତମାନ ଏହି ମ୍ୟାଚରେ ପୁନ୍ନର୍ବାର ଏହିଭଳି ଶତକ ହାସଲ କରି ବର୍ତ୍ତମାନ ଚର୍ଚ୍ଚାର ମୁଖପାତ୍ର ହୋଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *