ବନ୍ଧୁଗଣ, ସୂଚନା ଅନୁଯାୟୀ କେନ୍ଦ୍ରାପଡା ରେ ସଞ୍ଜୟ ଙ୍କ ପରିବାରକୁ ସାହାର୍ଯ୍ୟର ହାତ ବଢାଇବାକୁ ଯାଇଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ତେବେ ବର୍ତ୍ତମାନ ରାଣୀ ପଣ୍ଡା ଏବଂ କେନ୍ଦ୍ରାପଡା ର ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଙ୍କୁ ନେଇ କିଛି ଏଭଳି ଚର୍ଚ୍ଚା ହେବାକୁ ଲାଗିଛି ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଏହି କିଛି ଦିନ ହେବ ଏକ ଖବର ଶୁଣିବାକୁ ମିଳିଥିଲା ଯେ ଗୋଟିଏ ପୁଅ ପାଇଁ ତା’ ମା’ 1 ଟଙ୍କା ଲେଖାଏଁ ମାଗୁଛି ।
ଆଉ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ସେହି ଗ୍ରାମର ସରପଞ୍ଚ ମଧ୍ୟ ଭିକ୍ଷାବୃତି କରୁଛନ୍ତି । ଠିକ ସେହି ସମୟରେ ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡା ପହଞ୍ଚିଥିଲେ ତାଙ୍କ ପାଖରେ । ତାଙ୍କ ପାରୁ ପର୍ଯ୍ୟନ୍ତ ସେ ଯେତିକି ସାହାର୍ଯ୍ୟ କରି ପାରିବେ ସେତିକି ସାହାର୍ଯ୍ୟ ର ହାତ ବଢାଇଥିଲେ ପରିବାରକୁ । ତେବେ ମି-ଡି-ଆ ଭାଇ ମାନଙ୍କ ପ୍ରଶ୍ନ ଥିଲା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ଯେ ମାଡାମ ଏହା ହେଉଛି ଅନୁଭବ ମହାନ୍ତି ଙ୍କ କର୍ମ କ୍ଷେତ୍ର, ଆଉ କିଛିଦିନ ପୂର୍ବରୁ ଆପଣ ଅନୁଭବ ମହାନ୍ତି ଙ୍କୁ ବିବାହ କରିବେ ବୋଲି କହୁଥିଲେ ।
ଏହାର ଉତ୍ତରରେ ରାଣୀ ପଣ୍ଡା କହିଥିଲେ ଯେ ହଁ ସବୁବେଳେ ସେ ଅନୁଭବ ଙ୍କ ପଛରେ ଅଛନ୍ତି । ଅନୁଭବ ମହାନ୍ତି ତାଙ୍କ ହୃଦୟରେ ଅଛନ୍ତି, ସେ ବର୍ତ୍ତମାନ ଟିକିଏ ବାମ୍ଫ ନେଇଛନ୍ତି, ତଥା ପୋଲିଓ ଖାଇଛନ୍ତି, ଏବଂ ଟୀକା ନେଇଛନ୍ତି ସେଥିପାଇଁ, ତାଙ୍କୁ ଟିକିଏ ଜର ହୋଇଛି ଆଉ ରାଣୀ ସେଥିପାଇଁ ଧାଇଁ ଆସିଛନ୍ତି ।
ରାଣୀ ଙ୍କର ଏଭଳି କହିବାର ଅର୍ଥ ହେଉଛି ଯେ ଅନୁଭବ ମହାନ୍ତି ବହୁତ ଡିପ୍ରେସନରେ ଅଛନ୍ତି ତାଙ୍କ ବ୍ୟକ୍ତିଗତ ଜୀବନରେ ଯାହା ସବୁ ହେଉଛି । ତାଙ୍କର ଅଲଗା କାର୍ଯ୍ୟରେ ମଧ୍ୟ ବ୍ୟସ୍ତ । ଏଣୁ ସେ ଆସି ନାହାଁନ୍ତି ରାଣୀ ପଣ୍ଡା ଆସି ପହଞ୍ଚିଛନ୍ତି କେନ୍ଦ୍ରାପଡା ରେ ଏବଂ ରାଣୀ ପଣ୍ଡା କରିବା ଯାହା ଅନୁଭବ ମହାନ୍ତି କରିବା ମଧ୍ୟ ସେୟା ।
କିଏ ଲକ୍ଷ ଲକ୍ଷ ରେ ଖେଳ ଖେଳୁଥିଲେ ରାଣୀ ପଣ୍ଡା ହଜାର ହଜାର ରେ ଖେଳ ଖେଳିବେ ବୋଲି କହିଥିଲେ । ଅର୍ଥାତ ସେ ଅତ୍ୟନ୍ତ ଧନୀ ବ୍ୟକ୍ତି ନୁହଁନ୍ତି । କିନ୍ତୁ ଗରିବ ତଥା ଅସହାୟ ଲୋକ ଙ୍କ ପାଇଁ ଯାହା ତାଙ୍କ ପକ୍ଷେ ସମ୍ଭବ ହୋଇପାରିବ ସେ ତାହା ନିଶ୍ଚିତ କରିବେ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।