ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଦେଶରେ ନାନା ପ୍ରଜାତିର ସାପ ଦେଖା ଯାଇଥାନ୍ତି । ଆମ ଦେଶରେ ପ୍ରତେକ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ସାପ ଦେଖା ଯାଇଥାନ୍ତି । ସବୁ ସାପ ବିଷଧର ହୋଇଥାନ୍ତି । ସେଥିପାଇଁ ତ ସାପ ନାଁ ଶୁଣିବା ମାତ୍ରେ ମନରେ ଭୟ ସୃଷ୍ଟି ହୋଇଥାଏ । ତେବେ ସାପ ମାନେ ଗାତ ରେ ରହିଥାନ୍ତି ଆଉ କୌଣସି ଲୋକ ତାଙ୍କ ଉପରେ ଆକ୍ରମଣ କରିବାର ସନ୍ଦେହ ହେଲେ ସେମାନେ ତୁରନ୍ତ ଆକ୍ରମଣ କରିଥାନ୍ତି ।

ଏମିତିକି ସାପ ଗୁଡିକର ଗୋଟେ ଚୋଟ ରେ ବ୍ୟକ୍ତି ର ମୃତ୍ୟୁ ନିଶ୍ଚିନ୍ତ ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ସାପ ଯେବେ ଛୁଆ ଜନ୍ମ କରେ ତାର ଛୁଆ କେମିତି ଅଣ୍ଡା ରୁ ବାହାରି ଥାନ୍ତି । ତେବେ ଆସନ୍ତୁ ଆଜି ଜାଣିବା ଏହି ବିଷୟରେ ସଂପୂର୍ଣ୍ଣ ବିବରଣୀ । ତେବେ ସବୁ ସାପ ମାନଙ୍କ ମଧ୍ୟରୁ ନାଗ ସାପ ହେଉଛି ବହୁତ ଭୟାନକ । ଯାହାକୁ ଦେଖିଲେ ମନରେ ଭୟ ଆସିଥାଏ । ନାଗ ସାପ କୁ ଆମ ଦେଶରେ ପୂଜା ମଧ୍ୟ କରାଯାଏ ।
ଅନେକଙ୍କର ଧାରଣା ରହିଛି କି ନାଗ ସାପ କୁ ପୂଜା କରିଲେ ସାକ୍ଷାତ ମହାଦେବ ଙ୍କ ଦର୍ଶନ ହୋଇଯାଏ । ଏଥିପାଇଁ ଆମ ଦେଶରେ ନାଗ ପଞ୍ଚମୀ ଭଳି ପର୍ବ ପାଳନ କରାଯାଏ । ଏହି ଦିନରେ ସାପ ମାନଙ୍କୁ ପୂଜା କରାଯାଏ ଓ ତାଙ୍କୁ କ୍ଷୀର ମଧ୍ୟ ସେବନ କରିବାକୁ ଦିଆଯାଏ । କିନ୍ତୁ ଏହା ଅନେକ କ୍ଷେତ୍ରରେ ମାରାଣାତ୍ମକ ମଧ୍ୟ ହୋଇପାରେ ।

ତେବେ ଯେବେ ନାଗ ସାପ ଟି ନିଜର ଅଣ୍ଡା ଦେଇଥାଏ ସେତେବେଳେ ତାର ଛୁଆ ନାଗ ମାନେ ଅଣ୍ଡା ରୁ ବାହାରିବା ପାଇଁ କିଛି ପ୍ରକ୍ରିୟା କରିଥାନ୍ତି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ନାଗ ସାପ ର କିଛି ଅଣ୍ଡା ଦୃଶ୍ୟ ହେଉଛି । ଯେଉଁଠି ରେ ଛୁଆ ନାଗ ଗୁଡିକ ସୁରକ୍ଷିତ ରହିଛନ୍ତି । ତେବେ ନଗ ଛୁଆ ଗୁଡିକ ଅଣ୍ଡା ରୁ ବାହାରିବା ପାଇଁ ଅନେକ ବଳ ଲଗାଉଛନ୍ତି ଆଉ ଶେଷରେ ଅଣ୍ଡା ରୁ ବାହାରି ମଧ୍ୟ ଯାଉଛନ୍ତି ।
ଏହା ପରେ ଛୁଆ ନାଗ ସାପ ଗୁଡିକ ଅଣ୍ଡା ରୁ ବାହାରି ତୁରନ୍ତ ଫଣା ତେଲି ଫଁ ଫଁ ମଧ୍ୟ ହୋଇଥାନ୍ତି । ନାଗ ସାପ ଗୁଡିକ ଛୁଆ ହେଲେ ବି ତାଙ୍କ ବିଷ ବହୁତ ଭୟାନକ ହୋଇଥାଏ । ତାଙ୍କର ଗୋଟେ ଚୋଟ ରେ ମଣିଷ ର ମୃତ୍ୟୁ ମଧ୍ୟ ହୋଇଯାଏ । ତେବେ ନାଗ ଛୁଆ ଗୁଡିକ ଦେଖିବାକୁ ଏତେ ବି ଚୋଟ ନୁହନ୍ତି । ସେମାନେ ତୁରନ୍ତ ଅଣ୍ଡା ରୁ ବାହାରିବା ପରେ ନିଜର ଶିକାର ଖୋଜିବାରେ ଲାଗିଥାନ୍ତି ଆଉ କେତେବେଳେ ଧାଇଁ ବାରେ ଲାଗିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

