ମହିଳାମାନେ ରାତିରେ ଯଦି କରନ୍ତି ଏହି ୬ ଟି କାମ ସ୍ଵାମୀ ହୋଇ ଯାଆନ୍ତି କାଙ୍ଗାଳ

ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁସାରେ ଗୋଟିଏ ନାରୀ କୌଣସି ବି ଘରକୁ ନର୍କ କରିପାରେ ବା ସ୍ଵର୍ଗ କରିପାରେ । ଘରକୁ ଚଳାଇବାରେ ମହିଳାମାନଙ୍କର ମୁଖ୍ୟ ଭୂମିକା ରହିଥାଏ । ଜଣେ ମହିଳା ଚାହିଁଲେ ଘରକୁ ଖୁସି ଆଣିପାରେ ଚାହିଁଲେ ସେହି ଘରକୁ ଦୁଃଖ ମଧ୍ୟ ମାଡିଆସେ । ଯଦି ଆପଣ ନିଜ ଘରକୁ ସୁନ୍ଦର ଭାବେ ଗଢିବା ପାଇଁ ଚାହୁଞ୍ଚନ୍ତି ଓ ସବୁବେଳେ ସୁଖ ଚାହୁଞ୍ଚନ୍ତି ତେବେ ଆଜି ଆମେ ଆପଣଙ୍କୁ କିଛି କାମ ବିଷୟରେ କହିବୁ ଯାହାକୁ ଭୁଲରେ କେବେ ବି ରାତିରେ କରିବେ ନାହିଁ ।

ଯଦି ଆପଣ ଏହି କାମକୁ ରାତିରେ କରିବେ ତେବେ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିବ ତାହା ସହିତ ଆପଣଙ୍କ ପରିବାର ଉପରେ ମଧ୍ୟ ପଡିଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେହି କାମ ଯାହାକୁ ରାତିରେ କେବେ ବି କରିବା ଉଚିତ ନୁହେଁ ।

କେଶ ଖୋଲା କରି ଶୋଇବା

ବନ୍ଧୁଗଣ ମହିଳାମାନେ ବାଳ ବା କେଶକୁ କେବେ ବି ଖୋଲା କରି ଶୋଇବା ଉଚିତ ନୁହେଁ । ମହିଳାମାନଙ୍କୁ ଧ୍ୟାନ ରଖିବା ଜରୁରୀ କି ଯେତେବେଳେ ଆପଣ ରାତିରେ ଶୋଉଛନ୍ତି ତେବେ ବାଳକୁ କେବେ ବି ଖୋଲା ରଖନ୍ତୁ ନାହିଁ କାରଣ ଏମିତି କରିବା ଦ୍ଵାରା ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଏହା ଦ୍ଵାରା ଆପଣଙ୍କର କୌଣସି ବି କାମ ସଂପୂର୍ଣ୍ଣ ହୋଇନଥାଏ ଓ ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ମଧ୍ୟ ଚାଲି ଯାଇଥାନ୍ତି । ଯାହା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିନଥାଏ ।

କ୍ଷୀର ବା ଦହି ଦିଅନ୍ତୁ ନାହିଁ

ମହିଳାମାନଙ୍କୁ ଧ୍ୟାନ ରଖିବା ଉଚିତ କି ରାତି ସମୟରେ ଆପଣ କାହାକୁ ଘରୁ କ୍ଷୀର ବା ଦହି ଦିଅନ୍ତୁ ନାହିଁ । କାରଣ କୁହାଯାଏ କି ଏମିତି କରିବା ଦ୍ଵାରା ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ ।

ଅଧିକ ଭୋଜନ କରିବା

ବନ୍ଧୁଗଣ ଶୋଇବାର ଦୁଈ ଘଣ୍ଟା ପୂର୍ବରୁ ଆପଣଙ୍କୁ ଖାଇବା ଉଚିତ । ଯଦି ଆପଣ ରାତିରେ ଶୋଇବାର 2 ଘଣ୍ଟା ପୂର୍ବରୁ ଖାଦ୍ୟ ଗ୍ରହଣ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ ଯଦି ଆପଣ ରାତିରେ ଶୋଇବାର ଠିକ ପୂର୍ବରୁ ଖାଦ୍ୟ ଖାଉଛନ୍ତି ଓ ଅଧିକ ମାତ୍ରାରେ ଖାଦ୍ୟ ଖାଉଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ନିଦ ମଧ୍ୟ ଖରାପ ହୋଇଥାଏ ଓ ଆପଣଙ୍କର ଖାଦ୍ୟ ଠିକ ଭାବରେ ହଜମ ହୋଇ ନଥାଏ ଯାହା ଦ୍ଵାରା ଆପଣଙ୍କୁ ପେଟ ସମ୍ବନ୍ଧୀୟ ସମସ୍ୟା ହେବାର ଅଧିକ ସମ୍ଭାବନା ଥାଏ ।

ଅଇଁଠା ବାସନ ପକାଇ ରଖିବା

ରାତିରେ ଯେତେବେଳେ ସମସ୍ତେ ଖାଇ ସାରୁଛନ୍ତି ତେବେ ଆପଣ ଚେଷ୍ଟା କରିବେ କି ଅଇଁଠା ବାସନ ଗୁଡିକୁ ସଫା କରି ଯଥା ସ୍ଥାନରେ ରଖିଦେଇ ଶୁଅନ୍ତୁ । ଯଦି ଆପଣ ଏମିତି କରୁ ନାହାଁନ୍ତି ତେବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ରହିଥାନ୍ତି ଓ ଆପଣଙ୍କ ଘରେ ସବୁବେଳେ ଦୁଃଖ ଲାଗି ରହିଥାଏ ।

ଝାଡୁ

ଏହା ସହିତ ମହିଳାମାନେ ଶୋଇବା ପୂର୍ବରୁ ଝାଡୁକୁ କେବେ ବି ନିଜ ବିଛଣା ପାଖରେ ରଖିବା ଉଚିତ ନୁହେଁ । ଏମିତି କରିବା ଦ୍ଵାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏଥିପାଇଁ ମହିଳାମାନେ ଶୋଇବା ପୂର୍ବରୁ ଝାଡୁକୁ ଦକ୍ଷିଣ ଦିଗରେ ରଖି କରି ଶୁଅନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ଘରେ ସର୍ବଦା ସୁଖ ଶାନ୍ତି ରହିଥାଏ ।

ମେକପ

ଏହା ଛଡା ମହିଳାମାନେ ରାତିରେ ଶୋଇବା ପୂର୍ବରୁ କେବେ ବି ମେକପ କରିବା ଉଚିତ ନୁହେଁ ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *