‘୧୦୮ କୁ କଲ…ଡାର୍ଲିଂ ଚାଲ ଆମେ ଏଠୁ ପଳେଇବା, ଦୁହେଁ ମିଶି ଆମେ…’ 108 କଲ୍ ରେକର୍ଡ ଶୁଣିଲେ ଆପଣ କାନରେ ହାତ ଦେଇଦେବେ… ଶୁଣନ୍ତୁ

ବନ୍ଧୁଗଣ, ସୂଚନା ଅନୁଯାୟୀ ୧୦୮ ଜରୁରୀ କାଳୀନ ଆମ୍ବୁଲାନ୍ସ ଙ୍କୁ ଫୋନ କରି କିଭଳି ଅଶାଳୀନ କଥାବାର୍ତ୍ତା କରୁଛନ୍ତି ତାହା ସହଜରେ ପରିପ୍ରକାଶ କରିବା ଅସମ୍ଭବ । ଏହି ବାର୍ତ୍ତାଳାପ ଏହିଭଳି ଅଶ୍ଳୀଳ ଯେ ତାହାକୁ ସାଧାରଣତଃ ଫୋନକଲ ମାଧ୍ୟମରେ ଶୁଣାଇବା ଅସମ୍ଭବ । ଫୋନ କରି ଅଶ୍ଳୀଳ କଥା କହିଲେ ଏବଂ କର୍ମଚାରୀ ଙ୍କ ନାମରେ କେସ କରିବାକୁ ଧମକ ଦେଲେ । ଏହାପୁଣି ଜରୁରୀକାଳିନ ନମ୍ବର କୁ ବ୍ୟସ୍ତ ରଖି ।

ଫୋନ ଉଠାଇଲେ କର୍ମଚାରୀ । ଏହାପରେ ପଚାରିଲେ ଯେ କେଉଁଠାରେ କଣ ହୋଇଛି ? ବାସ ଫୋନ ଶୁଣିବା ପରେ ସାଙ୍ଗେ ସାଙ୍ଗେ ଉତ୍ତର ଦେଉଛନ୍ତି ଯେ ଡାର୍ଲିଂ ଚାଲ ଆମେ ପଳାଇବା । ଥରେ ଚିନ୍ତା କରନ୍ତୁ ୧୦୮ ଏମରଜନସି ନମ୍ବର କୁ ଯଦି ଫୋନ କରି ଏମାନେ ଏହିଭଳି ଭାବରେ ଉତ୍ପାତ କରିବେ, ତେବେ ପ୍ରକୃତ ରୋଗୀ ଙ୍କ ପାଖକୁ ଆମ୍ବୁଲାନ୍ସ ଯିବ ତ ?

ଏହି ଫୋନ କଲ ଶୁଣିଲେ ଆପଣ କଣ ଉତ୍ତର ଦେବେ ଆପଣ ନିଜେ ମଧ୍ୟ ଚିନ୍ତା କରିପାରିବେ ନାହିଁ । କାରଣ ୧୦୮ କର୍ମଚାରୀ ଙ୍କୁ ଫୋନ କରିଥିବା ବ୍ୟକ୍ତି ଜଣକ କହିଛନ୍ତି ଯେ ତାଙ୍କୁ ଅଢେଇ ହଜାର ଟଙ୍କା ଦେଇ ତାଙ୍କୁ ଟିକିଏ ଦେଖ । ଆଉ ଏକ ଫୋନ ରେ ୧୦୮ ନମ୍ବର କୁ କଲ କରି ବ୍ୟକ୍ତି ଜଣକ କହୁଛନ୍ତି ଯେ ମୋ ଗୋଦା ଛିଣ୍ଡି ଯାଇଛି । ଆଉ କର୍ମଚାରୀ ଯେତେବେଳେ କହିଲେ ଯେ ଆପଣଙ୍କ ପାଖରେ କିଏ ଅଛନ୍ତି ତାଙ୍କୁ ଫୋନ ଦିଅନ୍ତୁ ।

ବାସ ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଅନ୍ୟ ଜଣଙ୍କୁ ଫୋନ ଧରାଇ ଦେଲେ, ଆଉ ସେ ପିଲାଙ୍କ ଭଳି ଅଭିନୟ କରି ହଁ ହଁ ଗୋଡ ମୋର ଛିଡି ଯାଇଥିବା କହିଥିଲେ । ତେବେ ଏହି ଫୋନ କଲ ଶୁଣିଲେ ଆପଣ ମଧ୍ୟ ବିରକ୍ତ ହେବେ । ୧୦୮ କର୍ମଚାରୀ ଙ୍କୁ କହୁଛନ୍ତି ଯେ ଆମ୍ଭର କିଛି କାମ ନାହିଁ ମାତ୍ର ଆମ୍ଭେ ଏଭଳି ଆପଣଙ୍କୁ ଫୋନ କରିଦେଇଥିଲୁ ।

ମାତ୍ର କର୍ମଚାରୀ କହିଛନ୍ତି ଯେ ପ୍ରାୟ ୨୦୦ ପାଖାପାଖି ଫୋନ କଲ ନେଉଛନ୍ତି ଏବଂ ସେଥିରୁ ପ୍ରାୟ ଅଧିକାଂଶ କଲ ଆସୁଛି ଫେକ କଲ, ଗାଡି ମଧ୍ୟ ଗୋଟେ ଗୋଟେ କଲରେ ପଠାଇ ଦେଉଛନ୍ତି, ଏବଂ ଆଉ ଗୋଟେ ଗୋଟେ ଫୋନ କଲ ରେ ଖରାପ ଭାଷା ର ପ୍ରୟୋଗ ମଧ୍ୟ କରୁଛନ୍ତି ।

ଜରୁରୀ କାଳୀନ ସେବା ନିମନ୍ତେ ଜାରି ହୋଇଛି ୧୦୮ ଆମ୍ବୁଲାନ୍ସ ନମ୍ବର । ମାତ୍ର କିଛି ବଦମାସ ଏହାକୁ ନିଜର ଖୁସି ନିମନ୍ତେ ଅପବ୍ୟବହାର କରୁଛନ୍ତି । ତେବେ ଏମାନଙ୍କୁ କିଭଳି ସାବାଟ କରାଯିବା ଉଚିତ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *