Interesting Odia Gk- କେଉଁ ରୋଗ ହେଲେ ମଣିଷର ରକ୍ତର ରଙ୍ଗ ସବୁଜ ହୋଇଯାଏ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ କିଛି ଜଣା ଅଜଣା ପ୍ରଶ୍ନ ଏବଂ ଏହାର ଉତ୍ତର ସମ୍ବନ୍ଧରେ । ଏହା ଆପଣଙ୍କୁ ସରକାରୀ ଚାକିରୀ ନିମନ୍ତେ ସହାୟ ହେବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ବ୍ୟାଙ୍କ କୁ ଓଡିଆରେ କ’ଣ କୁହନ୍ତି ?

ଉତ୍ତର;- ଅଧିକୋଷ ।

୨;- ମାଛ କାହା ଦ୍ଵାରା ନିଶ୍ଵାସ ନିଅନ୍ତି ?

ଉତ୍ତର;- ଗାଲି ।

୩;- ମହଲ ର ସହର କାହାକୁ କୁହାଯାଏ ?

ଉତ୍ତର;- କୋଲକତା ।

୪;- ବ୍ୟାଙ୍କରେ ନୋଟ ଜାରି କରିଥିବା ପ୍ରଥମ ଦେଶ କ’ଣ ଥିଲା ?

ଉତ୍ତର;- ସ୍ଵିଡେନ ।

୫;- ବିଶ୍ଵର ସବୁଠାରୁ ଗଭୀର ହ୍ରଦ କଣ ଅଟେ ?

ଉତ୍ତର;- ବୈକାଲ ହ୍ରଦ ।

୬;- ସାଂସଦ ର ଉଚ୍ଚ ସଦନ କଣ ହୋଇଥାଏ ?

ଉତ୍ତର;- ରାଜ୍ୟସଭା ।

୭;- ଭାରତର ସବୁଠାରୁ ବଡ ମସଜିତ କଣ ଅଟେ ?

ଉତ୍ତର;- ଜାମା ମସ୍ଜିତ ।

୮;- ସବୁଠୁ ଭୟାନକ ପିମ୍ପୁଡି କଣ ହୋଇଥାଏ ଉତ୍ତର;- ବୁଲଡଗ ।

୯;- ପର୍ବର ନଗର କାହାକୁ କୁହାଯାଏ ?

ଉତ୍ତର;- ମବୁରାଇ ।

୧୦;- ପ୍ରଥମ ଭାରତୀୟ ଫିଲ୍ମ କଣ ଥିଲା ?

ଉତ୍ତର;- ରାଜା ହରିଶ୍ଚନ୍ଦ୍ର ।

୧୧;- ଭାରତର ସେକ୍ସପିଅର କାହାକୁ କୁହାଯାଏ ?

ଉତ୍ତର;- କାଳୀ ଦାସ ।

୧୨;- କେଉଁ ଦେଶରେ ଗୋଟିଏ ମଧ୍ୟ ୫ ଷ୍ଟାର ହୋଟେଲ ନାହିଁ ?

ଉତ୍ତର;- ମ୍ୟାକ୍ସିକୋ ।

୧୩;- ପୃଥିବୀରେ ମୋଟ ରେ କେତୋଟି ମହାଦ୍ଵୀପ ଅଛି ?

ଉତ୍ତର;- ୭ ଟି ।

୧୪;- ପୂର୍ଣ୍ଣ ସ୍ଵରାଜର ନାମ କିଏ ଦେଇଥିଲା ?

ଉତ୍ତର;-  ଜବାହାରଲାଲ ନେହେରୁ ।

୧୫;- ଭାରତର ପ୍ରଥମ ଟିଭି ସିରିଏଲ କଣ ଥିଲା ?

ଉତ୍ତର;- ହମଲୋଗ ।

୧୬;- ଗୋଟିଏ ଆମ୍ବ ଗଛ ତଳେ ଅନ୍ଧ, ମୁକ, ଛୋଟା, ଆଉ କାଲା ବସିଛନ୍ତି, ଆମ୍ବ ପଡିଲେ ପ୍ରଥମେ କିଏ ଉଠେଇବ ?

ଉତ୍ତର;- ମୁକ ।

୧୭;- କେଉଁ ରୋଗ ହେଲେ ମଣିଷର ରକ୍ତ ର ରଙ୍ଗ ସବୁଜ ହୋଇଯାଏ ?

ଉତ୍ତର;- sulfhemoglobinemia .

୧୮;- ବେଦ କେତେ ପ୍ରକାରର ହୋଇଥାଏ ?

ଉତ୍ତର;- ୪ ପ୍ରକାରର ।

୧୯;- ସବୁଠାରୁ ପ୍ରାଚୀନ ବେଦର ନାମ କଣ ?

ଉତ୍ତର;- ରୂକ ବେଦ ।

୨୦;- ପୃଥିବୀରେ ଚଞ୍ଚଳ ବଢୁଥିବା ଗଛର ନାମ କ’ଣ ?

ଉତ୍ତର;- ବାଉଁଶ ଗଛ ।

୨୧;- ମଣିଷ ଶରୀରର ହାଡ ସଂଖ୍ୟା କେତେ ?

ଉତ୍ତର;- ୨୦୭ ଖଣ୍ଡ ।

୨୨;- ପଞ୍ଚମ ବେଦ କାହାକୁ କୁହାଯାଏ ?

ଉତ୍ତର;- ଇତିହାସ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *