ବନ୍ଧୁଗଣ, ଆସନ୍ତୁ ଜାଣିବା କିଛି ଏଭଳି ପ୍ରଶ୍ନ ଯାହା ଆମ୍ଭକୁ ସରକାରୀ ଚାକିରୀ ନିମନ୍ତେ ବେସ ସହାୟ କରିବ । ସାଧାରଣତଃ IAS ଇଣ୍ଟରଭିୟୁରେ କେଉଁ ପ୍ରଶ୍ନ ପଚାରିବେ ତାହା କେହି ଜାଣି ନଥାନ୍ତି । ଅନେକ ସମୟରେ କିଛି ସାଧାରଣ ପ୍ରଶ୍ନ ମଧ୍ୟ ଆମ୍ଭକୁ ଆସିନଥାଏ । ତେବେ ଆସନ୍ତୁ ଆଜି କିଛି ଏଭଳି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଜାଣିନେବା ଯାହା ଆପଣଙ୍କ ଅନେକ କାମରେ ଆସିବ ।
୧;- ମହାତ୍ମା ଗାନ୍ଧୀ କେଉଁଠାରେ ଜନ୍ମ ଗ୍ରହଣ କରିଥିଲେ ?
ଉତ୍ତର;- ପୋରବନ୍ଦର ।
୨;- ସ୍ଵାଧୀନ ଭାରତର ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ କିଏ ଥିଲେ ?
ଉତ୍ତର;- ସି. ରାଜଗୋପାଳବାରୀ ।
୩;- କେଉଁ ନଦୀ କୂଳରେ ତାଜମହଲ ଅବସ୍ଥିତ ?
ଉତ୍ତର;- ଯମୁନା ।
୪;- ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ବର୍ଷ ?
ଉତ୍ତର;- ୫ ବର୍ଷ ।
୫;- ସାଞ୍ଚି ସ୍ତୂପ କିଏ ନିର୍ମାଣ କରିଥିଲେ ?
ଉତ୍ତର;- ଅଶୋକ ।
୬;- ଭାରତର ମୁଖ୍ୟ ବିଚାରପତି କେତେବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ?
ଉତ୍ତର;- ୬୦ ବର୍ଷ ।
୭;- କେଉଁଟି ଏକ କ୍ରିୟା ବିଶେଷଣ ଅଟେ ?
ଉତ୍ତର;- ଶୀଘ୍ର ।
୮;- କେଉଁ ଓଡିଆ ମାସରେ ଗଣେଶ ଚତୁର୍ଥୀ ପାଳନ କରାଯାଏ ?
ଉତ୍ତର;- ଭାଦ୍ରବ ।
୯;- କେଉଁଟି ଭଗବାନ ଗଣେଶ ଙ୍କ ଅନ୍ୟ ନାମ ନୁହେଁ ?
ଉତ୍ତର;- ମୁରଲୀଧର ।
୧୦;- କିଏ କେବେ ହେଲେ ପାକିସ୍ଥାନ ର ରାଷ୍ଟ୍ରପତି ହୋଇ ନାହାଁନ୍ତି ?
ଉତ୍ତର;- ମହମ୍ମଦ ଅଲ୍ଲୀ ଜିନ୍ନା ।
୧୧;- କେଉଁ କ୍ରିକେଟରଙ୍କ ନାମରେ ସର୍ବାଧିକ ଟେଷ୍ଟ ମ୍ୟାଚ ଖେଳିବାର ରେକର୍ଡ ରହିଅଛି ?
ଉତ୍ତର;- ସଚିନ ତେନ୍ଦୁଲକର ।
୧୨;- କିଏ ଚାଲିଥାଏ, ଥକି ପଡିଲେ ବେକ କଟା ହୁଏ ?
ଉତ୍ତର;- ପେନସିଲ ।
୧୩;- କେଉଁ ପକ୍ଷୀ ଅଣ୍ଡା ଦିଏ, କିନ୍ତୁ ଛୁଆ ଫୁଟାଏ ନାହିଁ ?
ଉତ୍ତର;- କୋଇଲି ।
୧୪;- କେଉଁ ଜୀବ ପାଟିରେ ଚାଲେ ?
ଉତ୍ତର;- ଗେଣ୍ଡା ।
୧୫;- ଭାରତରେ ନିର୍ମିତ ପ୍ରଥମ କମ୍ପ୍ୟୁଟର ର ନାମ କଣ ?
ଉତ୍ତର;- ସିଦ୍ଧାର୍ଥ ।
୧୬;- କେଉଁ ଦେଶରେ ଚୁଇଙ୍ଗମ ଖାଇବା ନିଷେଧ ?
ଉତ୍ତର;- ସିଙ୍ଗାପୁର ।
୧୭;- ମନୁଷ୍ୟ ଶରୀରରେ ସବୁଠାରୁ ଅଧିକ କାମ କରୁଥିବା ଅଙ୍ଗର ନାମ କଣ ?
ଉତ୍ତର;- ହାର୍ଟ ।
୧୮;- SAMSUNG ବ୍ରାଣ୍ଡ କେଉଁ ଦେଶର କମ୍ପାନୀ ?
ଉତ୍ତର;- ସାଉଥ କୋରିଆ ।
୧୯;- ଦୁନିଆର ସବୁଠାରୁ ବୁଦ୍ଧିମାନ ପଶୁର ନାମ କ’ଣ ?
ଉତ୍ତର;- ସିମ୍ପାଞ୍ଜି ।
୨୦;- ଭାରତର କେଉଁ ରାଜ୍ୟର ୯୦ ପ୍ରତିଶତ ଭୂମି କେବଳ ଜଙ୍ଗଲ ?
ଉତ୍ତର;- ମିଜୋରାମ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।