Interesting Odia Gk- କିଣିଲା ବେଳେ କଳା ଜଳେଇଲେ ଲାଲ, ଫୋପାଡିଲେ ଧଳା, ତେବେ କୁହନ୍ତୁ ତାହା କଣ ?

ବନ୍ଧୁଗଣ ନମସ୍କାର, ତେବେ ଆଜି ଆମେ ଓଡ଼ିଆ ର କିଛି ଢଗ ବିଷୟରେ ଆଲୋଚନା କରିବା ଯାହା ଶୁଣିବାକୁ ଏବଂ ତାହାର ଉତ୍ତର ଖୋଜିବାକୁ ଆପଣଙ୍କୁ ବହୁତ ମଜା ଆସିବ।ଏହା ସହ ଆପଣ କିଛି ନୂଆ କଥା ଶିକ୍ଷା ମଧ୍ୟ କରି ପାରିବେ। ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ। ୧- କଳା ଘୋଡା ଧଳା ସବାରି ଜଣେ ଓହ୍ଲାଇଲେ ଅନ୍ୟର ପାଳି ଆସିଥାଏ ? ଉତ୍ତର- ତାୱା ଇ ରୁଟି ।

୨- ରୋଗରେ ପଡେ ନାହି ମୁଁ ତଥାପି ଖାଇଥାଏ ବଟିକା ପିଲା ବୁଢା ଶୁଣିକି ଭୟ କରିଥାନ୍ତି ତାର କଥା ?

ଉତ୍ତର- ବନ୍ଧୁକ ।

୩- ତିଆରି କରୁଥିବା ତାର ଉପୋଯୋଗ କରେ ନାହଁ, ଉପୋଯୋଗ କରୁଥିବା ବାଲା ତାକୁ ଦେଖେ ନାହିଁ ଦେଖିଲା ବାଲା ତାକୁ ପସନ୍ଦ କରେ ନାହିଁ କୁହ କ’ଣ ?

ଉତ୍ତର- କୋକେଇ ।

୪- ପଢିବାରେ ଲେଖିବାରେ ଉଭୟରେ ଆସିଥାଏ ମୁଁ କାମ, ପେନ ନାହିଁ କାଗଜ ନାହିଁ କୁହ ମୋର ନାମ କ’ଣ ?

ଉତ୍ତର- ଚସାମ ।

୫- ଏମିତି କେଉଁ ଜିନିଷ ଅଛି ? ଯାହାକୁ ଯେତେ ଟାଣିଲେ ତାହା ସେତେ କମ ହୋଇଯାଏ ?

ଉତ୍ତର- ସିଗାରେଟ ବା ବିଡି ।

୬- ଯେତେ ଅଧିକ ସେବା କରିଥାଏ ସେତେ ହିଁ ସେତେ କମିଯାଏ ସବୁ ରଙ୍ଗ ର ନୀଳ ହଳଦିଆ ପାଣି ସହ ବୋହି ଯାଇଥାଏ ?

ଉତ୍ତର- ସାବୁନ ।

୭- ଗୋଟେ ଗୁମ୍ଫାର ଦୁଇଟି ଜଗୁଆଳି ଦୁଇ ଜଣ ଲମ୍ବା ଦୁଇ ଜଣ କଳା କୁହ କ’ଣ ?

ଉତ୍ତର- ନିଶ ।

୮- ଦୁନିଆ ସାରା କରିଥାଏ ସିଂହ ଧରିତ୍ରି ଉପରେ ରଖେ ନାହି ଦିନ ସାରା ଶୋଇଥାଏ ରାତିରେ ଜାଗୃତ ହୋଇଥାଏ ରାତି ଅମଧାର ମୋ ବିନା ?

ଉତ୍ତର- ଚନ୍ଦ୍ର ତରା ।

୯- ନାଲି ଘୋଡା ଅଟକି ରୁହେ କଳା ଘୋଡା ଦୌଡିଯାଏ କୁହ ମୁଁ କିଏ ?

ଉତ୍ତର- ନିଆଁ ଓ ଧୂଆଁ ।

୧୦- ଗୋଟେ ରାଜା ର ସୁନ୍ଦରୀ ରାଣୀ ଲାଞ୍ଜ ଭରସରେ ପିଉଥାଏ ପାଣି କୁହ କ’ଣ ?

ଉତ୍ତର- ଦୀପ ।

୧୧- ଜଣେ ପିତା ନିଜ ପିଲାଙ୍କୁ ଗିଫ୍ଟ ଦେଇ କହିଲେ ଏଥିରେ ଏମିତି ଜିନିଷ ଅଛି ଯେବେ ତୁମକୁ ଶୋଷ ଲାଗିବ ପିଇଦେବ, ଭୋକ ଲାଗିଲେ ତ ଖାଇଦେବେ, ଯେବେ ଥଣ୍ଡା ଲାଗିବ ତ ଜଳାଇ ଦେବ, କୁହ ଗିଫ୍ଟରେ କ’ଣ ଅଛି ?

ଉତ୍ତର- ନଡିଆ ।

୧୨- ବୁଝନ୍ତୁ ଭାଇ ଗୋଟେ ଢଗ ଯେବେ କାଟିବ ତେବେ ନୂଆ ବଢି ?

ଉତ୍ତର- ପେନସିଲ।

୧୩- ସିଧା ହୋଇକି ନୀର ପିଆଉଥାଏ ଓଲଟା ହେଇକି ଦିନ କୁହାଉଥାଏ କୁହ କଣ ?

ଉତ୍ତର- ନଦୀ ।

୧୪- ୮ କୁ ଲେଖିଲେ ୮ ଥର ଉତ୍ତର ଆସିବ ୧୦୦୦ ?

ଉତ୍ତର- ୮୮୮+୮୮+୮+୮+୮ = ୧୦୦୦

୧୫- ଶକ୍ତିଶାଳୀ ସଂସାର ରେ କରେ ମନୁଷ୍ୟର କାମ ଜଳ ପିଇବା ମାତ୍ରେ ମୁଁ ହୋଇଯାଏ ଶାନ୍ତ ?

ଉତ୍ତର- ନିଆଁ ।

୧୬- ଗୋଟେ ଗୁମ୍ଫା ଓ ୩୨ ଚୋର ରହିଥାନ୍ତି ତିନି ଓ ୧୨ ଘଣ୍ଟା କରିଥାନ୍ତି କାମ ବାକି ସମୟ କରନ୍ତି ଆରମ ?

ଉତ୍ତର- ଦାନ୍ତ ।

୧୭- ସବୁଜ ରଙ୍ଗର ଟୋପି ମୋର, ସବୁଜ ରଙ୍ଗର ଦୁଶାଳା, ଯେବେ ପାଚୀ ଯାଇଥାଏ ସବୁଜ ରଙ୍ଗର ଟୋପିରେ ନାଲି ରଙ୍ଗର ଦୁଶାଳା ମୋର ପେଟରେ ରହିଥାଏ ମୋତିର ମାଳା ନାମ କୁହ ମୋର ଲାଲା ?

ଉତ୍ତର- ସବୁଜ ଲଙ୍କା ।

୧୮- କିଣିଲେ କଳା, ଜଳାଇଲେ ନାଲି ଓ ଫିଙ୍ଗି ଦେଲେ ଧଳା କୁହ କ’ଣ ?

ଉତ୍ତର- କୋଇଲା ।

Leave a Reply

Your email address will not be published. Required fields are marked *