ଦେଖନ୍ତୁ Ollywwod ର ସୁପର ଷ୍ଟାର Sidhanta Mohapatra ଓ ପୁଅଙ୍କ ପ୍ରଥମ ଫିଲ୍ମ ‘ବାପା ସୁପରମ୍ଯାନ’ ର ଶୁଟିଙ୍ଗ ସେଟ, କିପରି ଚାଲିଛି ସୁଟିଙ୍ଗ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଲିଉଡ ଅଭିନେତା ସିଦ୍ଧାନ୍ତ ଙ୍କ ର ବର୍ତ୍ତମାନ ଏକ ଭିନ୍ନ ଧରଣର ଚଳଚିତ୍ର ରିଲିଜ ହେବାକୁ ଯାଉଅଛି । ଏହି ବାବଦରେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଆପଣ ମାନେ ଓଡିଆ ଚଳଚିତ୍ର ନିଶ୍ଚିତ ଭାବରେ ଦେଖିବାକୁ ଭଲପାଇଥାନ୍ତି । କିନ୍ତୁ ବର୍ତ୍ତମାନ ଓଡିଆ ଚଳଚିତ୍ର ଏତେ ଭଲ ଚାଲି ନଥିଲେ ମଧ୍ୟ ସଂପୂର୍ଣ୍ଣ ଭାବରେ ଚଳଚିତ୍ର ବନ୍ଦ ହୋଇନାହିଁ । ୯୦ ଦଶକର ହିରୋ ସିଦ୍ଧାନ୍ତ ମହାପାତ୍ର ଙ୍କୁ କିଏ ବା ନ ଜାଣେ ? ସେ ତାଙ୍କ ଅଭିନୟର ଜାଦୁରେ ଅନେକ ଦର୍ଶକଙ୍କୁ ନିଜ ପାଖରେ ବାନ୍ଧି ରଖିଛନ୍ତି ।

ତାଙ୍କ ଅଭିନୟକୁ ବହୁତ ଦର୍ଶକ ପସନ୍ଦ ମଧ୍ୟ କରିଛନ୍ତି । ରଚନା ଏବଂ ସିଦ୍ଧାନ୍ତ ଙ୍କ ଯୋଡି କୁ ଦେଖିବାକୁ ସମସ୍ତେ ଚାହିଁ ବସିଥାନ୍ତି । ତେବେ ଆଜି ଖବର ଅନୁଯାୟୀ ସିଦ୍ଧାନ୍ତ ଙ୍କ ଆଉ ଏକ ଚଳଚିତ୍ର  ରିଲିଜ ହେବାକୁ ଯାଉଅଛି । ବର୍ତ୍ତମାନ ଏକ ଚଳଚିତ୍ର ରେ ଅଭିନୟ କରିବାକୁ ଯାଉଛନ୍ତି । ଚଳଚିତ୍ର ର ନାମ ହେଉଛି “ବାପା ସୁପରମ୍ୟାନ” । ଏଥିରେ ତାଙ୍କ ପୁଅ ଭୂମିକାରେ ଜଣେ ଯୁବକ ଅଭିନୟ କରିଥିବାର ନଜର ଆସିଛନ୍ତି ।

କିନ୍ତୁ ରିଅଲ ଲାଇଫ ରେ ସେ ତାଙ୍କ ପୁଅ ନୁହନ୍ତି ବରଂ ରିଲ ଲାଇଫ ରେ ସେ ତାଙ୍କର ପୁଅ ହୋଇଛନ୍ତି । ଯାହାଙ୍କୁ ଦେଖି ଲୋକମାନେ ଭାବୁଛନ୍ତି ସେ ତାଙ୍କ ପୁଅ । ଏହି ଚଳଚିତ୍ର ରେ ସିଦ୍ଧାନ୍ତ ଓ ତାଙ୍କ ପୁଅ ଦମଦାର ଅଭିନୟ କରୁଥିବାର ନଜର ଆସିଛନ୍ତି । ତାଙ୍କ ଅଭିନୟ ଖୁବ ମନ ଲୋଭା ହୋଇଛି । ଉଭୟ ବେସ ଭଲ ଭାବରେ ନିଜ ନିଜ ଅଭିନୟ କୁ ନିଭାଇଛନ୍ତି ।

ଅଭିନେତା ସିଦ୍ଧାନ୍ତ କହିଛନ୍ତି ଯେ ତାଙ୍କୁ ନିଜ ପୁଅ ଭୂମିକରେ ଏହି ଯୁବକଙ୍କ ସହିତ  ପ୍ରଥମ ଥର ପାଇଁ କାମ କରିବାକୁ ବେସ ଖୁସି ଲାଗୁଛି । ଯଦି ଏହି ଚଳଚିତ୍ର ଦର୍ଶକ ମାନଙ୍କୁ ପସନ୍ଦ ଆସିଲା ତେବେ ଆଗକୁ ଅଭିନେତା ସିଦ୍ଧାନ୍ତ  ନିଶ୍ଚିତ ଭାବରେ ଓଡିଆ ଇଣ୍ଡଷ୍ଟ୍ରୀରେ କାମ କରିବେ ଏହିଭଳି ଅନେକ ଚଳଚିତ୍ର ରେ କାମ କରିବେ । ସେହିଭଳି ସିଦ୍ଧାନ୍ତ ଙ୍କ ସହିତ ପୁଅ ଭୂମିକାରେ ଅଭିନୟ କରିଥିବା ଯୁବକ କହିଛନ୍ତି ଯେ ଏହା କହିଛନ୍ତି ଯେ ଅଭିନେତା ସିଦ୍ଧାନ୍ତ ଙ୍କ ଭଳି ସିନେମା କରି ଲୋକପ୍ରିୟତା ହାସଲ କରିବାକୁ ଇଛା ।

ଏବଂ ଭଗବାନ ତଥା ଘର ଲୋକଙ୍କ ଆଶୀର୍ବାଦ ରହିଲେ ସେ ନିଶ୍ଚିତ ପାଠ ପଢା ସାଙ୍ଗକୁ ଅଭିନୟ ମଧ୍ୟ କରି ସମାଜରେ ଏକ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଚିତ ହେବେ ।  ଅଭିନେତା ସିଦ୍ଧାନ୍ତ ମହାପାତ୍ର ମଧ୍ୟ ବେସ ଖୁସ ଅଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *