ପୁଅ ବାବୁଶାନଙ୍କ ଜନ୍ମ ଦିନରେ ଶୁଭ ମନାସି ଘର ବାହାରକୁ ଆସି ପୂଜା କଲେ Aparajita, କିନ୍ତୁ କ୍ୟାମେରାକୁ ଦେଖି…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ଓଡିଆ ଅଭିନେତା ବାବୁସାନଙ୍କର ଜନ୍ମଦିନ । ଏବଂ ଏହି ଜନ୍ମଦିନ ଅବସରରେ ସେ ପରିବାର ଲୋକେ ବାବୁସାନଙ୍କୁ ଶୁଭେଛା ଜଣାଇଛନ୍ତି । ଏବଂ ସ୍ତ୍ରୀ ତୃପ୍ତି ମଧ୍ୟ ବାବୁସାନଙ୍କୁ ମେସେଜ ଜରିଆରେ ଶୁଭେଛା ଜଣାଇଥିଲେ । ଆପଣ ମାନେ ଜାଣିଥିବେ କିଛିଦିନ ହେବ କିଭଳି ଭାବରେ ବାବୁସାନ-ପ୍ରକୃତି ଏବଂ ବାବୁସାନ ଙ୍କ ସ୍ତ୍ରୀ ଉଭୟଙ୍କୁ ରେଡହ୍ୟାଣ୍ଡରେ ଧରି ମାଡ ମାରିଥିଲେ । ଏହାପରେ ସୋ-ସି-ଆ-ଲ ମି-ଡି-ଆରେ କେବଳ ଏହି ଘଟଣାର ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।

ପ୍ରକୃତି ଏବଂ ବାବୁସାନଙ୍କ ସମ୍ପର୍କକୁ ନେଇ ସ୍ତ୍ରୀ ସନ୍ଦେହ କରି ୩.୩୦ ରାତିରୁ ଯାଇ ବାବୁସାନଙ୍କ ଗେଷ୍ଟ ହାଉସ ପାଖରେ ଜଗିଥିଲେ । ଏବଂ ସତ କୁ ସତ ସନ୍ଦେହ ବାସ୍ତବତାରେ ପରିଣତ ହେଲା । ଏବଂ ଗଣମାଧ୍ୟମରେ ଅନେକ କଥା ଉଠିଲା । ବାବୁସାନ ପ୍ରକୃତି ଙ୍କ ସହିତ ଚେନ୍ନାଇ ପଳାଇଥିଲେ । ଏହାପରେ ନିଜ ବାପା ମା’ ଙ୍କ କଥା ଚିନ୍ତା କରି ଓଡିଶାକୁ ଫେରି ଆସିଲେ ।

ଏବଂ ନିଜ ପରିବାର ସହିତ ହସଖୁସିରେ ରହିବେ ବୋଲି କହିଲେ । ମିଡିଆ କୁ ସେ ଏହା କହିଥିଲେ ଯେ ସମୟ ଆସିଲେ ମୁଁ ନିଶ୍ଚିତ ଭାବରେ ଆପଣ ମାନଙ୍କୁ ବାଇଟ ଦେବି । ତେବେ ଆଜି ବାବୁସାନଙ୍କର ଜନ୍ମଦିନ, ଏଣୁ ମା’ ଅପରାଜିତା ଅଜିଭଳି ଶୁଭ ଦିନରେ ଘର ଅଗଣାରେ ଆସି ଠାକୁର ପୂଜା କରି ମାତା ବୃନ୍ଦାବତୀ କୁ ଜଳ ତଥା ଧୂପ ଦୀପ ଅର୍ପଣ କରି ନିଜ ପୁଅର ମଙ୍ଗଳ କାମନା ନିମନ୍ତେ ପ୍ରାର୍ଥନା କରିଛନ୍ତି ।

ଅପରାଜିତା ଅଗଣାରେ ପୂଜା କରୁଥିବା ସମୟରେ ମି-ଡି-ଆ ଭାଇମାନେ ସେଠାରେ ଉପସ୍ଥିତ ଥିଲେ । ଏବଂ ସେମାନେ ନାନା ପ୍ରକାରର ପ୍ରଶ୍ନ ମଧ୍ୟ ପଚାରିଥିଲେ ଯେ ଆଜି କେମିତି କ’ଣ ପାଳନ କରିବେ ମାଡାମ ବାବୁସାନଙ୍କ ଜନ୍ମଦିନ ? କିନ୍ତୁ ମି-ଡି-ଆ ସାମ୍ନାରେ ନିଜର ମୁହଁ ଖୋଲି ନଥିଲେ ଅପରାଜିତା । କାରଣ ସବୁର ଏକ ଉପଯୁକ୍ତ ସମୟ ରହିଥାଏ । ମି-ଡି-ଆ ଭାଇମାନେ ପୂଜା କରିବା ସମୟରେ ମଧ୍ୟ ଏହିଭଳି ପ୍ରଶ୍ନ କରିବା ଉଚିତ ନୁହେଁ । ତଥା ବାବୁସାନଙ୍କ ଘର ସମ୍ମୁଖରେ ଏଭଳି ଭାବରେ ଫୁଟେଜ ନେବା କେତେଦୂରେ ସଠିକ ?

ବ୍ୟକ୍ତିଗତ ସମସ୍ୟାକୁ ଜାଣିଶୁଣି ଅଧିକ ଭା-ଇ-ରା-ଲ କରୁଛନ୍ତି ଏହି ଗଣମାଧ୍ୟମ । କିଛି ବିଶେଷ ବ୍ୟକ୍ତି ଏହା ମଧ୍ୟ କହିଛନ୍ତି ଯେ ସମସ୍ୟାର ସମାଧାନ ନିମନ୍ତେ ଉପଯୁକ୍ତ ଆଲୋଚନା କରିଲେ ବୋଧ ହୁଏ ସଠିକ ହୁଅନ୍ତା । ତେବେ ଯେହେତୁ ବାବୁସାନ ଓଡିଶାର ଜଣେ ପ୍ରସିଦ୍ଧ କଳାକାର ଏଣୁ ତାଙ୍କ ପ୍ରତିକ୍ରିୟା କୁ ଅନାଇ ବସିଛନ୍ତି ସମସ୍ତେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *