‘ରାସ୍ତାଘାଟରେ କେଳାଙ୍କାରୀ କରନି, ପ୍ରକୃତି ମିଶ୍ର ,ବାବୁସାନ ଓ ତା ସ୍ତ୍ରୀ ସବୁ ମୋ ନାତି ନାତୁଣୀ …’ ଦେଖନ୍ତୁ କଣ କହିଲେ Sura Routray, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସୁର ରାଉତରାୟ ପ୍ରକୃତି ଏବଂ ବାବୁସାନ ତଥା ତାଙ୍କ ପତ୍ନୀ ମାଡ ମାରିଥିବା ଘଟଣା ସମ୍ବନ୍ଧରେ କହିଛନ୍ତି ଯେ, ପ୍ରକୃତି ମିଶ୍ର, ବାବୁସାନ ସ୍ତ୍ରୀ ଏବଂ ବାବୁସାନ ସବୁ ନାତି ନାତୁଣୀ ହେବେ । ଉଭୟ ଭଲ ନା କରିଛନ୍ତି ଓଡିଶାରେ ନାଚ, ଗୀତ, କଳା, ଅଭିନୟ କରି ମନୋରଞ୍ଜନ କରି ଆସିଛନ୍ତି । ମାତ୍ର କ’ଣ ତାଙ୍କ ଭିତରେ ହୋଇଛି ତାହା ସମ୍ବନ୍ଧରେ ମୁଁ ଠିକ ସେ ଜାଣି ନାହିଁ । ସୁର ଏହା କହିଛନ୍ତି ଯେ ମୋ ମତରେ ଉଭୟ ନିଜ ନିଜ ପରିବାର ଧରି ସୁଖରେ ରୁହନ୍ତୁ ।

ମାତ୍ର ଏହିଭଳି ରାସ୍ତାଘାଟରେ କେଳେଙ୍କାରୀ କରି ନିଜେ ବଦନାମ ହୁଅନି । ଏହା ସବୁଠାରୁ ଉତ୍ତମ ଅଟେ । ମାତ୍ର ସେମାନେ ସୁର ଙ୍କ ନାତି ନତୁଣୀ ହେବେ ଏଣୁ ସେ ଆଊ ବିଶେଷ ଟିପ୍ପଣୀ ଦେବାକୁ ଚାହୁଁନାହାଁନ୍ତି ବୋଲି କହିଛନ୍ତି । ମାତ୍ର ଯଦି ସେ ଗଲା ତେବେ କ’ଣ ହେଲା ? ଚଳଚିତ୍ର କରିବେ ଯିବେନି ? ମାତ୍ର କିଏ କାହା ସହିତ ଖେଳିବାକୁ ଯାଉଛି ଯଦି କ’ଣ ଚାଲିଗଲା ?

ଯଦି ନିଜେ ଠିକ ଅଛ ତେବେ କିଛି ଅସୁବିଧା ନାହିଁ । କିନ୍ତୁ ଆଜି ଯାହା ହେଲା ତାହା ଆଦୌ ହେବା ଉଚିତ ନଥିଲା । ଇଏ ଯେଉଁ ଗ୍ରେଡରେ ପହଞ୍ଚିଲେଣି ଏହିଭଳି ରୋଡ ଉପରେ ହେବାଟା ଭଲ ହେଲାନାହିଁ । ଓଡିଆ ଇଣ୍ଡଷ୍ଟ୍ରୀର ଏକ ନାମିଦାମି ପ୍ରସିଦ୍ଧ କଳାକାର ଅଟନ୍ତି ବାବୁସାନ ତେବେ ସେ ଏହିଭଳି ଭାବରେ ନିଜ ନାମ କୁ ବଦନାମ କରିବା ତାହା ପୁଣି ରାସ୍ତାରେ, ଏହାକୁ ତାଙ୍କ ଫ୍ୟାନ୍ସ ମାନେ ନିନ୍ଦା କରିଛନ୍ତି ।

ତେବେ ସନ୍ଦେହକୁ ଆଧାର କରି ବାବୁସାନଙ୍କ ସ୍ତ୍ରୀ ଏହିଭଳି କରିଥିବାର ସୂଚନା ମିଳିଛି । କାରଣ ଦୀର୍ଘ ୩ ବର୍ଷ ଧରି ବାବୁସାନ ନିଜ ସ୍ତ୍ରୀ ତଥା ପରିବାର ଠାରୁ ଦୂରେଇ ରହୁଥିଲେ । ଏବଂ ସ୍ତ୍ରୀ ନିଜ ଏକମାତ୍ର ପୁତ୍ର କଥା ମଧ୍ୟ ବୁଝୁନଥିଲେ ବୋଲି ତାଙ୍କ ସ୍ତ୍ରୀ ତୃପ୍ତି ନିଜ ପରିବାର ଲୋକଙ୍କୁ କହିଥିଲେ ।

ସବୁକଥାକୁ ଆଧାର କରି ଅନ୍ୟ ଅଭିନେତ୍ରୀ ସହିତ ତାଙ୍କ ସ୍ଵାମୀ ଙ୍କ ସମ୍ପର୍କ ରହିଅଛି ବୋଲି ସନ୍ଦେହ କରିଥିଲେ ତୃପ୍ତି ଏବଂ ଆଜି ସନ୍ଧାନ ପାଇ ଉଭୟଙ୍କୁ ପ୍ରଶ୍ନ ପଚାରିବା ସହିତ ପ୍ରକୃତି ମିଶ୍ରଙ୍କ ଚୁଟି ଝିଙ୍କି ତାଙ୍କୁ ଠେଲାପେଲା କରିଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *