ୟଙ୍ଗ ଐଶ୍ୱର୍ୟ୍ୟା ରାୟ ଲାଗନ୍ତି ଏହି ଝିଅ, ଚେହେରାର ହାବଭାବ ଦେଖିଲେ ଆପଣ ମଧ୍ୟ ହେଇଯିବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଟିକ୍ ଟକରେ କିଛିଦିନ ହେବ ଗୋଟେ ନୁଆ ଟ୍ରେନ୍ଦ ଚାଲଛି , ଯେଉଁଥିରେ ବଲିଉଡ ଷ୍ଟାରଙ୍କ ଡୁପ୍ଳିକେଟ ମାନେ ଚର୍ଚ୍ଚାରେ ଅଛନ୍ତି । ଏହି ଲୋକ ଫେମସ ଫିଲ୍ମ ଷ୍ଟାରଙ୍କ ପରି ଦେଖା ଯାଉଛନ୍ତି ଓ ତାଙ୍କରି ଡାଇଲଗ ବା ଗୀତ ଉପରେ ଭିଡିଓ କରି ଅପଲୋଡ଼ କରୁଛନ୍ତି । ଏହି କିଛିଦିନ ହେବ ସୋସିଆଲ ମିଡିଆରେ ଫିଲ୍ମ ଅଭିନେତ୍ରୀ ଐଶ୍ୱର୍ଯ୍ୟ ରାୟ ବଚ୍ଚନଙ୍କର ଜୁଡୁୱା ବହୁତ ଭାଇରାଲ ହେଉଅଛି । ଅମ୍ମୂଜ ଅମୃତା ନାମର ଏହି ଡୁପ୍ଲିକେଟ ଐଶ୍ୱର୍ଯାଙ୍କର ୟଙ୍ଗ ଭର୍ଜନ ବୋଲି ଲାଗନ୍ତି ।

ଟିକ ଟକରେ ଫେମସ

ଐଶ୍ୱର୍ଯ୍ୟ ରାୟଙ୍କ ଜୁଡୁୱା ହେବା କାରଣରୁ ଅମୃତାକୁ ବହୁତ ଲାଭ ମଧ୍ୟ ମିଳିଛି , ଐଶ୍ୱଙ୍କ ଭିଡିଓ କରି କରି ସେ ଟିକ ଟକରେ ବହୁତ ଲୋକପ୍ରିୟତା ହାସଲ କରୁଛନ୍ତି , ଏହି ଭିଡିଓ ଗୁଡ଼ିକ ବହୁତ ଭଲ ଭିୟୁ ହେବା ସହିତ ତାଙ୍କର ସୋସିଆଲ ମିଡିଆରେ ଭଲ ଫ୍ୟାନ ଫଲୋୱିଂ ମଧ୍ୟ ହୋଇଗଲେଣି ।

ଏହି ଫିଲ୍ମର ଡାଇଲଗ କଲେଣି ବହୁତ ଥର

ଅମୃତାଙ୍କ ଯେଉଁ ଭିଡିଓ ଏବେ ସବୁଠୁ ଅଧିକ ଭାଇରାଲ ହେଉଛି ସେ ତାଙ୍କର ବର୍ଷ 2000 ରେ ଆସିଥିବା ତାମିଲ ଫିଲ୍ମ ‘କଣ୍ଡୁକୋଡାଇନ କଣ୍ଡୁକୋଡାଇନ’ ର ଅଟେ । ଅମୃତା ଏହି ଫିଲ୍ମର ସମ୍ବାଦରେ ଲିପ ସିକ କରିଛନ୍ତି । ‘କଣ୍ଡୁକୋଡାଇନ କଣ୍ଡୁକୋଡାଇନ’ ଫିଲ୍ମକୁ ବର୍ତ୍ତମାନ 20 ବର୍ଷ ହେଲା , ଏହି କାରଣରୁ ଅମୃତା କପି କରିବା ପାଇଁ ଏହି ଫିଲ୍ମ ବଛିଥିଲେ । ଏହି ଫିଲ୍ମରେ ଐଶ୍ୱର୍ଯ୍ୟଙ୍କ ବ୍ୟତୀତ ଅଜିତ କୁମାର ଓ ତବୁ ମଧ୍ୟ ଅଛନ୍ତି । ଫିଲ୍ମକୁ ରାଜିବ ମେନନ ଡାଇରେକ୍ଟ୍ କରିଛନ୍ତି ।

ଦେଖନ୍ତି ଭିଡିଓ –

https://twitter.com/zoya_offcl/status/1267852783182475264

ଅମ୍ମୂଜ ଅମୃତାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଫ୍ୟାନ ମାନଙ୍କୁ ବହୁତ ପସନ୍ଦ ଆସୁଛି । ଭିଡିଓରେ ଅମୃତା ଐଶ୍ୱର୍ଯ୍ୟଙ୍କ ଭଳି ବହୁତ୍ ସୁନ୍ଦର୍ ଲାଗୁଛନ୍ତି । ଖାସ କରି ତାଙ୍କ ଆଖି ଐଶ୍ୱଙ୍କ ସହ ପୁରା ମିଶୁଛି । ଏହି କାରଣ ପାଇଁ ଲୋକେ ତାଙ୍କୁ ବାରମ୍ବାର ପସନ୍ଦ କରୁଛନ୍ତି , ଏହି ଭିଡିଓରେ ସେ ୟଙ୍ଗ ଐଶ୍ୱର୍ଯା ରାୟ ଭଳି ଦେଖା ଯାଉଛନ୍ତି ।

ଚାଲନ୍ତୁ ଡେରି ନ କରି ଆପଣ ମଧ୍ୟ ଏହି ଭାଇରାଲ୍ ଭିଡିଓ କୁ ଦେଖି ନିଅନ୍ତୁ

 

View this post on Instagram

 

കിളിച്ചുണ്ടൻ മാമ്പഴമേ 🍋🍋 Nosepin by @ruhincollectionz

A post shared by 💖Ammuzz💖 (@ammuzz_amrutha) on

ଏମାନେ ମଧ୍ୟ ରହି ସାରିଲେଣି ଐଶ୍ୱର୍ଯ୍ୟଙ୍କ ଜୁଡୁୱା

ଏହାପୂର୍ବରୁ ଆହୁରି ମଧ୍ୟ କେତେକ ମହିଳାମାନଙ୍କୁ ଐଶ୍ୱର୍ଯାଙ୍କ ଜୁଡୁୱା ହେବାର ଷ୍ଟାମ୍ପ ଲାଗି ସାରିଛି , ମାନେ ବର୍ଷର ଆରମ୍ଭରେ ମରାଠୀ ଆକ୍ଟ୍ରେସ ମାନସୀ ନାୟକଙ୍କୁ ଲୋକେମନେ ଐଶ୍ୱର୍ଯାଙ୍କ ଡୁପ୍ଲିକେଟ୍ ବୋଲି କହିଥିଲେ । ଏହା ବ୍ୟତୀତ ଇରାନର ଜଣେ ମଡେଲ ମହାଲଘା ଜବେରି ଓ ବଲିଉଡ ଆକ୍ଟ୍ରେସ ସ୍ନେହା ଉଲାଲ ଙ୍କୁ ମଧ୍ୟ ଐଶ୍ୱର୍ଯାଙ୍କ ଡୁପ୍ଲିକେଟ୍ ବୋଲି କମେଣ୍ଟ୍ ମିଳିସାରିଛି ।

ଏଠାରେ ଦେଖନ୍ତୁ ଆଉ ଏକ ଭିଡିଓ –

 

View this post on Instagram

 

❤️❤️❤️❤️

A post shared by 💖Ammuzz💖 (@ammuzz_amrutha) on


ଏବେ ଆପଣଙ୍କୁ ଅମୃତାଙ୍କର ଗୋଟେ ଅନ୍ୟ ଭିଡିଓ ଦେଖାଉଛୁ ଯେଉଁଥିରେ ତାଙ୍କ ଚେହେରାର ହାବଭାବ ଐଶ୍ୱର୍ଯାଙ୍କ ପୂରାପୂରି ଐଶ୍ୱର୍ଯାଙ୍କ ଭଳି ଲାଗୁଛି ।ତେବେ ଆପଣଙ୍କୁ ଐଶ୍ୱର୍ଯାଙ୍କର ଏହି ଡୁପ୍ଳିକେଟ କିପରି ଲାଗିଲେ ଆମକୁ କମେଣ୍ଟ ରେ ଜଣାନ୍ତୁ । ଭଲ ଲାଗିଥିଲେ ଲାଇକ ଓ ଶେୟାର କାରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *