ଫିଲ୍ମ ଜୁଦାଇର ଏହି ଛୋଟ ପିଲାଟି, ଆଜି ଅଟେ ବଲିଉଡର ସୁପର ଷ୍ଟାର, ନାଁ ଜାଣିଲେ ହୋସ ଉଡିଯିବ

ଫିଲ୍ମରେ ହେଉ ବା ଟିଭି ରେ ସବୁବେଳେ ଛୋଟ କଳାକାରମାନଙ୍କ ମ୍ୟାଜିକ୍ ଚାଲିଆସିଥାଏ । ଛୋଟ କଳାକାର ବା ଚାଇଲ୍ଡ ଆର୍ଟିଷ୍ଟ୍ ସବୁବେଳେ ନିଜ ସୁନ୍ଦର ଅଭିନୟରେ ଦର୍ଶକଙ୍କୁ ଦିୱାନା କରି ଦେଇଥାନ୍ତି । ଏହି ଛୋଟ କଳାକାର ବହୁତ୍ କମ୍ ବୟସରୁ କ୍ୟାମେରାକୁ ସାମ୍ନା କରିଛନ୍ତି ଓ ସବୁବେଳେ ଗୋଟେ ଭଲ ଆକ୍ଟର ପରି ଆକ୍ଟିଂ କରିଥାନ୍ତି । ଆମ୍ଭେମାନେ କେତେକ ଛୋଟ କଳାକାରଙ୍କୁ ଫିଲ୍ମ୍ ବା ଟିଭି ସିରିଏଲ୍ ରେ ମଧ୍ୟ ଦେଖୁଛୁ ଯାହାଙ୍କ ଆକ୍ଟିଂ ଆଜି ବି ମନରେ ରହିଛି । ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ବାଳକଳାକାରଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ଷ୍ଟାର୍ ଙ୍କୁ ଆପଣ ଫିଲ୍ମ୍ ଜୁଦାଇ ରେ ଛୋଟ କଳାକାର ରୂପରେ ଦେଖିଛନ୍ତି ।

ଇଏ ଥିଲେ ଫିଲ୍ମ୍ ଜୁଦାଇର ବାଲ୍ୟ କଳାକାର

ଆଜି ଆମେ କଥା ହେବା କି ଫିଲ୍ମ୍ ଜୁଦାଇରେ ବାଲ୍ୟ କଳାକାର ଭାବେ ଅଭିନୟ କରିଥିବା ଆକ୍ଟର ଓମକାର କପୁର ଙ୍କ ବିଷୟରେ । ସିଏ ବର୍ତ୍ତମାନ ଏକ ସୁପରଷ୍ଟାର ହୋଇଯାଇଛନ୍ତି । ଏହି କଥା ଆମେ ସମସ୍ତେ ଜାଣିଛୁ ଯେ ବଲିଉଡ୍ ରେ ଅଧିକାଂଶ ବାଲ୍ୟ କଳାକାରମାନେ ନିଜର ଜବରଦସ୍ତ ଆକ୍ଟିଂ ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।ଏହି ବାଲ୍ୟ କଳାକାର ମାନଙ୍କ ମଧ୍ୟରୁ ଅନେକ ବର୍ତ୍ତମାନ ବଡ଼ ହୋଇ ସୁପରଷ୍ଟାର ହେଇଛନ୍ତି ।

କିନ୍ତୁ କେତେକ କଳାକାରଙ୍କୁ ଆମେ ହିରୋ ଭାବରେ ଦେଖୁଛୁ ହେଲେ ଏହା ଜାଣି ପାରୁନା କି ଏ ସେହି ପିଲା ଅଟେ ଯାହାକୁ ଆମେ କିଛି ବର୍ଷ ପୂର୍ବେ ଫିଲ୍ମ୍ ରେ ଅଭିନୟ କରିଥିବାର ଦେଖିଥିଲୁ ।

ଏମିତି କିଛି ହୋଇଛି ବାଲ୍ୟ କଳାକାର ଭାବରେ ଅଭିନୟ କରୁଥିବା ଓମକାର କପୁର ଙ୍କ ସହ । ଓମକାର ଆଜି ବଡ଼ ହୋଇ ସୁପରଷ୍ଟାର ହୋଇଯାଇଛନ୍ତି । କିନ୍ତୁ ଆଜି ଆପଣ ତାଙ୍କୁ ଚିହ୍ନି ପାରିବେ ନାହିଁ । ଫିଲ୍ମ୍ ଜୁଦାଇ ରେ ବାଲ୍ୟ କଳାକାର ଭାବରେ ଅଭିନୟ କରି ଜଣାଶୁଣା ହୋଇଥିବା ଓମକାର ଙ୍କୁ ଆପଣ ନିଜ ରୂପରେ ଏକ ଫିଲ୍ମରେ ମଧ୍ୟ ଦେଖିଥିବେ ।

କିନ୍ତୁ ବିଶ୍ବାସ କରିବା ତ ଦୂର କଥା । କିଛି ଲୋକଙ୍କୁ ଜଣା ହିଁ ନ ଥିବ କି ଏ ସେହି ଛୋଟ ପିଲା ଯିଏ କିଛି ବର୍ଷ ପୂର୍ବେ ଫିଲ୍ମ୍ ଜୁଦାଇ ରେ ନଜର ଆସିଥିଲେ । ତାଙ୍କର ପିଲାଦିନର ଆକ୍ଟିଂ କୁ ଦେଖି ତାଙ୍କ ଫ୍ୟାନ ଫଲୋଇଂ କୌଣସି ଏକ ବଡ଼ ଷ୍ଟାର୍ ପରି ହୋଇଯାଇଥିଲେ ।

ଓମକାର ଥିଲେ ଫିଲ୍ମ୍ ଜୁଦାଇ ର ବାଲ୍ୟ କଳାକାର

ଆପଣ ଜାଣିି ରଖନ୍ତୁ କି ଫିଲ୍ମ୍ ଜୁଦାଇରେ ବାଲ୍ୟ କଳାକାର ଭୂମିକା ରେ ଅଭିନୟ କରି ଦୁନିଆ କୁ ନିଜର ଆକ୍ଟିଂ ରେ ଦିୱାନା କରିଥିବା ଓମକାର କପୁର ଏବେ ବଡ଼ ହୋଇଯାଇଛନ୍ତି । ଏହା ସହିତ ସେ ମଧ୍ୟ ଅଧିକ ହ୍ୟାଣ୍ତସମ୍ ହୋଇ ଯାଇଛନ୍ତି । ସେ ଜୁଦାଇ ଫିଲ୍ମ୍ ରେ ଅନିଲ୍ କପୁର ଙ୍କ ପୁଅ ର ଅଭିନୟ କରିଥିଲେ । ଏହି ଫିଲ୍ମ 1997 ରେ ଆସିଥିଲା ଓ ହିଟ୍ ମଧ୍ୟ ହୋଇଥିଲା । ଓମକାର କପୁର ଏହି ଫିଲ୍ମ୍ ରେ ନିଜର ନିରୀହ, ସରଳ ଓ ଭଲ ଆକ୍ଟିଂ ପାଇଁ ସମସ୍ତଙ୍କ ମନ ଜିତି ନେଇଥିଲେ । ସେ ଆଜି ବହୁତ୍ ବଡ଼ ହୋଇ ଯାଇଛନ୍ତି ।

ଓମକାର ଏହି ଫିଲ୍ମ୍ ରେ ଛୋଟା ବଚ୍ଚା ଜାନ୍ କେ ନା କୋଇ ଆଂଖ୍ ଦିଖାନା ରେ ଗାଇଥିଲେ, ଯାହା ଆଜି ବି ବହୁତ୍ ପସନ୍ଦ କରାଯାଉଛି । ଏହା ବ୍ୟତୀତ ଓମକାରଙ୍କୁ ଆପଣ ଫିଲ୍ମ୍ ଜୁଡୱା ରେ ସଲମାନ୍ ଙ୍କ ପିଲାଦିନ ଅଭିନୟ କରିବାର ଦେଖିଥିବେ । ଏମିତିରେ ବି ଓମକାର ବଲିଉଡ୍ ର ସୁପରହିଟ ଫିଲ୍ମ୍ ପ୍ୟାର କା ପଞ୍ଚନାମା ରେ କାମ କରିଥିଲେ ।ସେ ଏବେ ବଡ଼ ହୋଇ ସାରିଛନ୍ତି ଓ ବଲିଉଡ୍ ରେ ଆଉ ଥରେ ପୁଣି ନିଜର ପୁରୁଣା ଯାଦୁ ଚଲେଇବାକୁ ଚେଷ୍ଟା କରୁଛନ୍ତି । ଓମକାର ବହୁତ୍ ପରିଶ୍ରମୀ ଓ ଟ୍ୟାଲେନ୍ଟେଡ୍ ଅଟନ୍ତି । ଏଥିପାଇଁ ଆମେ ଆଶା କରୁଛୁ କି ବହୁତ ଶିଘ୍ର ଆଉ ଥରେ ପୁଣି ସେ ବଲିଉଡ୍ ରେ ନିଜର ଲକ୍ଷ ହାସଲ କରିନେବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ସମ୍ବନ୍ଧୀୟ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *