ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ପ୍ରାୟ ସମୟ ନିଜର ବୋଲ୍ଡ ଲୁକ୍ କୁ ନେଇ ଚର୍ଚ୍ଚା ରେ ରୁହନ୍ତି । ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ବୋଲ୍ଡ ଲୁକ ଆଗରୁ ଅନେକ ଥର ନିଶ୍ଚିତ ଭାବରେ ଦେଖିଥିବେ ।
କିନ୍ତୁ ଏଥର ଏହି ଅଭିନେତ୍ରୀ ଙ୍କ ବୋଲ୍ଡ ଲୁକ୍ ବହୁତ ସୁନ୍ଦର ଏବଂ ଗ୍ଲାମରିୟସ ଦେଖାଯାଉଛି । ନୋରା ଙ୍କ ଏହି ଲୁକ୍ ଦେଖି ତାଙ୍କ ଫାନ୍ସ ମାନଙ୍କ ହୋସ ଉଡ଼ି ଯାଇଛି । ଅଭିନେତ୍ରୀ ନୋରା ଫତେହି ଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ବହୁତ ହିଁ ଗ୍ଲାମରିୟସ ଅନ୍ଦାଜ ରେ ନଜର ଆସୁଛନ୍ତି । ଆପଣ ମାନେ ନୋରା ଙ୍କ ଏହି ଲୁକ୍ ନିଶ୍ଚିତ ଭାବରେ ଦେଖି ପାରୁଥିବେ ।
ହ୍ଵାଇଟ ଡ୍ରେସ ପିନ୍ଧିଥିବା ନୋରା ବହୁତ ହିଁ ସୁନ୍ଦର ଓ ହଟ୍ ଦେଖା ଯାଉଛନ୍ତି । ଏହି ହ୍ଵାଇଟ କଲର୍ ର ଡ୍ରେସ ରେ କ୍ରପ ଟପ୍ ଓ ଥାଇ ସ୍ଲିଭ ୱଲ୍ସ କୋର୍ଟ ସାମିଲ ରହିଥିଲା । ଯାହା ଟାଇଟ ଫିଟିଙ୍ଗ ଥିଲା ଏବଂ ସେ ନିଜ କ୍ରପ ଟପ୍ କୁ ଅଳ୍ପ ଢିଲା ରଖିଥିଲେ । ଯାହା ବାରମ୍ବାର ଖସି ଯାଉଥିଲା ଓ ସେ ବାରମ୍ବାର ତାକୁ ଉପରକୁ କରୁଥିଲେ, ଯେଉଁଥି ପାଇଁ ସେ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ଅନୁଭବ କରୁଥିଲେ । ଏହା ସହିତ ସେ ହ୍ଵାଇଟ କଲର୍ ର ହାଇ ହିଲ୍ସ ମଧ୍ୟ ପିନ୍ଧିଥିଲେ । ଯାହାଦ୍ୱାରା ତାଙ୍କ ଲୁକ୍ ଆହୁରି ଅଧିକ ଗ୍ଲାମରିୟସ ଦେଖା ଯାଉଥିଲା ।
ଏଭଳି ଆଉଟ୍ଫିଟ୍ ରେ ନୋରା ନିଜର ମେକ୍ଅପ୍ ମଧ୍ୟ ଖୁବ ସିମ୍ପଲ ରଖିଥିଲେ । ସେ ନିଜ ଚିକ୍ସ କୁ ହାଇଲାଇଟ୍ କରିଥିଲେ ଏବଂ ସ୍ମୋ-କି ଆ-ଇ-ସ କରିଥିଲେ । ଏହା ସହିତ ବ୍ରାଇଟ ପିଙ୍କ ଲିପ୍ସଟିକ ଲଗାଇଥିଲେ ଓ ନିଜ କେଶ ରୁ ସାଇଡ଼ ପାର୍ଟିସନ୍ କରି ଖୋଲା ରଖିଥିଲେ । ଯାହା ତାଙ୍କ ଲୁକ୍ କୁ ଆହୁରି ଅଧିକ ସୁନ୍ଦର କରୁଥିଲା । କେବଳ ଏତିକି ହିଁ ନୁହେଁ ନୋରା ହ୍ଵାଇଟ କଲର୍ ର ଏକ ଲକ୍ଜରି ବ୍ୟାଗ ମଧ୍ୟ କ୍ୟାରି କରିଥିଲେ । ଯାହାର ମୂଲ୍ୟ ୫,୦୦,୦୦୦ ଟଙ୍କା ଅଟେ ।
ଅଧିକତର ଝିଅ ମାନେ ହ୍ଵାଇଟ କଲର୍ ର ଡ୍ରେସ ପିନ୍ଧିବା ଆଭଏଡ଼ କରନ୍ତି । କାରଣ ଏଥିରେ ଷ୍ଟାଇଲ ଲୁକ୍ କ୍ୟାରି କରିବା ବହୁତ କଠିନ ହୋଇଥାଏ । କିନ୍ତୁ ଯଦି ଅଭିନେତ୍ରୀ ନୋରା ଫତେହି ଙ୍କ ସମ୍ବନ୍ଧରେ କହିବା ତେବେ ସେ ହ୍ଵାଇଟ କଲର୍ ର ଆଉଟ୍ଫିଟ୍ ରେ ମଧ୍ୟ ଖୁବ ଷ୍ଟାଇଲିସ ଓ ବୋଲ୍ଡ ଦେଖାଯାଉଛନ୍ତି । ଅଭିନେତ୍ରୀ ନୋରା ଫତେହି ଙ୍କ ଏହି ଲୁକ୍ ରେ ଭାଇରାଲ ହୋଇଥିବା ଭିଡିଓ ତାଙ୍କର ଫାନ୍ସ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି ।
ବିଗ୍ ବସ୍ ରିଆଲିଟି ସୋ ମାଧ୍ୟମରେ ନୋରା ନିଜ କ୍ୟାରିଅର ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ବଲିଉଡ ର ଡ୍ୟାନ୍ସିଂ କୁଇନ ଭାବରେ ପରିଚିତ । ଅଭିନେତ୍ରୀ ନୋରା ଫତେହି ଅଧିକାଂଶ ସମୟ ସୋସିଆଲ ମିଡିଆ ରେ ଆକ୍ଟିଭ ରୁହନ୍ତି ଏବଂ ନିଜ ବୋଲ୍ଡ ଓ ଫନି ଭିଡିଓ ପାଇଁ ଚର୍ଚ୍ଚା ରେ ରୁହନ୍ତି ।