ପ୍ରଥମ ଥର ପାଇଁ ଦେଖନ୍ତୁ Ollywood ର 90 ଦଶକ ର ସିଙ୍ଗର ମାନଙ୍କର ରିଅଲ ଲାଇଫ ସ୍ତ୍ରୀ, Shakti Mishra ଙ୍କ ସ୍ତ୍ରୀ ଲାଗନ୍ତି ବହୁତ ସୁନ୍ଦର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ ସିଙ୍ଗର ମାନଙ୍କୁ ନିଶ୍ଚୟ ଜାଣିଥିବେ । ବର୍ତ୍ତମାନର ସିଙ୍ଗର ମାନେ ବହୁତ ଭଲ ଭଲ ଗୀତ ଗାଈ ସଫଳତା ହାସଲ କରିସାରିଛନ୍ତି । ହେଲେ ପୂର୍ବରୁ ଭାରତରେ ଏପରି ସବୁ ସିଙ୍ଗର ଥିଲେ ଯେଉଁ ମାନଙ୍କ ଗୀତ ବର୍ତ୍ତମାନ ମଧ୍ୟ ଚାଲିଛି ।

ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ ଯେ,’ ଓଲ୍ଡ ଇସ ଗୋଲ୍ଡ’ । ବନ୍ଧୁଗଣ ୯୦ ଦଶକର ସିଙ୍ଗର ମାନେ ବହୁତ ସୁପର ହିଟ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି । ତାଙ୍କ ଗୀତ ଗୁଡିକ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ତାଙ୍କ ଗୀତ ଶୁଣିବାକୁ ବହୁତ ପସନ୍ଦ କରୁଛନ୍ତି । ଆଜିଆମେ ଆପଣ ମାନଙ୍କୁ ୯୦ ଦଶକର କିଛି ପ୍ରସିଦ୍ଧ ଗାୟକ ମାନଙ୍କର ରିଅଲ ଲାଇଫ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବାବୁଲ ସୁପ୍ରିଓ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ପ୍ରସିଦ୍ଧ ଗାୟକ ବାବୁଲ ସୁପ୍ରିଓ । ସେ ଅନେକ ସୁପର ହିଟ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି ଓ ସେ ଜଣେ ରାଜନୀତିଜ୍ଞ ମଧ୍ୟ ଅଟନ୍ତି । ବାବୁ ୨୦୧୬ ମସିହାରେ ରଚନା ଶର୍ମାଙ୍କୁ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଗୋଟେ ଝିଅ ମଧ୍ୟ ଅଛି ।

ଉଦିତ ନାରାୟଣ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଗାୟକ ଉଦିତ ନାରାୟଣ । ଉଦିତ ହେଉଛନ୍ତି ଏକ ଲୋକପ୍ରିୟ ଗାୟକ ଓ ସେ ଅନେକ ସୁପର ହିଟ ଗୀତ ଗାଇଛନ୍ତି । ଉଦିତ ୧୯୮୫ ମସିହାରେ ଦୀପା ନାରାୟଣ ଝାଙ୍କ ସହ ବିବାହ କରିଥିଲେ । ଏହି ଦୁଇଜଣଙ୍କ ପୁଅର ନାମ ହେଉଛି ଆଦିତ୍ୟ ନାରାୟଣ । ଆଦିତ୍ୟ ମଧ୍ୟ ଏକ ଗାୟକ ହେବା ସହ ଏକ ଅଭିନେତା ଅଟନ୍ତି ।

ଶକ୍ତି ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ସିଙ୍ଗର ଶକ୍ତି ମିଶ୍ର । ଶକ୍ତି ଓଲିଉଡ ଇଣ୍ଡଷ୍ଟ୍ରିକୁ ଅନେକ ଲୋକପ୍ରିୟ ଗୀତ ଦେଇଛନ୍ତି । ଆପଣ ମାନେ ଫଟୋରେ ଶକ୍ତି ମିଶ୍ରଙ୍କ ପତ୍ନୀଙ୍କୁ ଦେଖି ପାରୁଥିବେ ।

ଅଭିଜିତ ମଜୁନ୍ଦାର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଶାର ଫେମସ ସିଙ୍ଗର ଅଭିଜିତ ମଜୁନ୍ଦାର । ଅଭିଜିତ ଓଲିଉଡରେ ଅନେକ ଗୀତ ଗାଇ ସଫଳତା ହାସଲ କରିଛନ୍ତି । ଅଭିଜିତଙ୍କ ପତ୍ନୀଙ୍କ ନାମ ହେଉଛି ରଞ୍ଜିତା ମଜୁନ୍ଦାର । ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ଗୁଡୁଲି ରଥ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆ ଲୋକପ୍ରିୟ ସିଙ୍ଗର ଗୁଡୁଲି ରଥ । ଆଜି ମଧ୍ୟ ସେ ଓଡିଆ ଗୀତ ଗାଉଛନ୍ତି ଓ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଗୁଡୁଲିଙ୍କ ପତ୍ନୀଙ୍କ ନାମ ହେଉଛି ମିଲି ରଥ । ଏହି ଦୁଇଜଣଙ୍କର ଏକ ଝିଅ ମଧ୍ୟ ଅଛି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *