ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ବହୁତ କମ ସମୟ ମଧ୍ୟରେ ବଲିଉଡରେ ସଫଳତା ପାଇଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ବରୁନ ଧବନ । ବରୁନ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଗତକାଲି ତଥା ୨୪ ଏପ୍ରିଲରେ ବରୁନ ନିଜର ୩୫ ତମ ଜନ୍ମଦିନ ପାଳନ କରିଥିଲେ । ଗତକାଲି ସେ ବହୁତ ଧୁମଧାମରେ ନିଜ ଜନ୍ମଦିନକୁ ପାଳନ କରିଥିଲେ ।
ତାଙ୍କର ଜନ୍ମ ଦିନ ପାର୍ଟିକୁ ଅନେକ ବଲିଉଡ କଳାକାର ମାନେ ଆସିଥିଲେ ଓ କେତେକ କଳାକାର କରୋନା ଗାଇଡଲାଇନ ପାଇଁ ଆସିପାରି ନଥିଲେ । ହେଲେ ବନ୍ଧୁଗଣ ସମସ୍ତ କଳାକାର ବରୁନଙ୍କୁ କେତେକ ଏକ୍ସ ପେନ୍ସିଭ ଗିଫ୍ଟ ଦେଇଛନ୍ତି । ଆଜିଆମେ ଆପଣ ମାନଙ୍କୁ ବରୁନଙ୍କର କିଛି ଏକ୍ସ ପେନ୍ସିଭ ଗିଫ୍ଟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ନତସା ଦଲାଲ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବରୁନଙ୍କ ପତ୍ନୀ ନତସା ଦଲାଲ । ନତସା ଓ ବରୁନ ନିଜ କାମରେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ନିଜ ପାର୍ଟନରଙ୍କ ଜନ୍ମ ଦିନକୁ ଭୁଲନ୍ତି ନାହିଁ । ନତସା ବରୁନଙ୍କୁ ସୋସିଆଲ ମିଡିଆରେ ୱିସ କରିଲେ ଓ ବରୁନଙ୍କୁ ଏକ BMWi8 କାର ଗିଫ୍ଟ କରିଥିଲେ ଯାହାର ଦାମ ହେଉଛି ୩ କୋଟି ଟଙ୍କା ।
ଡେଭିଡ ଧବନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବରୁନଙ୍କ ପିତା ଡେଭିଡ ଧବନ । ଡେଭିଡ ନିଜ ପୁଅକୁ ଜନ୍ମ ଦିନର ଅବସରରେ ଅନେକ ଶୁବେଛା ଜଣାଇଥିଲେ ଓ ଏହା ସହିତ ଏକ ରୋଲେକ୍ସ ୱାଚ ମଧ୍ୟ ଗିଫ୍ଟ କରିଥିଲେ ଯାହାର ଦାମ ହେଉଛି ୫ ଲକ୍ଷ ଟଙ୍କା ।
ସାରା ଅଲି ଖାନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ । ସାରା ଓ ବରୁନ ବଲିଉଡ ଫିଲ୍ମ ‘କୁଲି ନମ୍ବର ୧’ରେ ଏକା ସହ କାମ କରିଥିଲେ । ସେବେଠୁ ସାରା ଓ ବରୁନ ବହୁତ ଭଲ ସାଙ୍ଗ ଅଟନ୍ତି । ସାରା ବରୁନଙ୍କୁ ସୋସିଆଲ ମିଡିଆରେ ୱିସ କରିଲେ ଓ ଏହା ସହିତ ଏକ ଆପେଲ ସ୍ମାର୍ଟ ୱାଚ ମଧ୍ୟ ଗିଫ୍ଟ କରିଲେ ।
ସିଦ୍ଧାର୍ଥ ମଲ୍ହୋତ୍ରା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଅବିନେତା ସିଦ୍ଧାର୍ଥ ମଲ୍ହୋତ୍ରା । ସିଦ୍ଧାର୍ଥ ଓ ବରୁନ ବହୁତ ଭଲ ବନ୍ଧୁ ଅଟନ୍ତି । ସିଦ୍ଧାର୍ଥ ବରୁନଙ୍କ ଜନ୍ମ ଦିନରେ ଆସି ତାଙ୍କୁ ଅନେକ ଶୁବେଛା ଜଣାଇଥିଲେ ଓ ଏହା ସହିତ ତାଙ୍କୁ ଏକ BMW ବାଇକ ମଧ୍ୟ ଗିଫ୍ଟ କରିଥିଲେ ଯାହାର ଦାମ ହେଉଛି ୨୦ ଲକ୍ଷ ଟଙ୍କା ।
ଶାହରୁଖ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ । ଶାହରୁଖ ଓ ବରୁନ ଏକା ସହ ଫିଲ୍ମ ‘ଦିଲ ବାଲେ’ରେ କାମ କରିଛନ୍ତି । ଜନ୍ମଦିନର ଅବସରରେ ଶାହରୁଖ ବରୁନଙ୍କୁ ୱିସ କରିଲେ ଓ ଏହା ସହିତ ତାଙ୍କୁ ଏକ Adidas Shoes ମଧ୍ୟ ଗିଫ୍ଟ କରିଲେ ଯାହାର ଦାମ ହେଉଛି ୨୦ ହଜାର ଡୋଲାର ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ