ଓଡ଼ିଆ ଫିଲ୍ମ ଅଭିନେତା Babushan Mohanty ଓ ବାପା Uttam Mohanty ମିଶି ଅପରାଜିତା ଙ୍କ ପାଇଁ କଲେ ରୋଷେଇ, ଭାଇରାଲ ହେଉଛି ଭିଡିଓ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ଅନେକ ସ୍ଥାନ ରେ ବହୁତ ନାମ କରି ସାରିଲାଣି । ଏହାର ଶ୍ରେୟ ଓଲିଉଡ ର ସମସ୍ତ ଦିଗଜ କଳାକାର ମାନଙ୍କୁ ଦିଆ ଯାଉଛି । ନିଜର ଅଦ୍ଭୁତ ଅଭିନୟ ଦ୍ୱାରା ଆଜି ଏହା ସଫଳ ହୋଇ ପାରିଛି । ଓଲିଉଡ ର ଅନେକ ସୁପର ଷ୍ଟାର ନିଜର ଦମଦାର ଅଭିନୟ ବଳ ରେ ଆଜି ଘରେ ଘରେ ପରିଚିତ ହୋଇପାରିଛନ୍ତି । କେବଳ ଓଡିଶା ରେ ହିଁ ନୁହେଁ ଭାରତ ର ଅନେକ ସ୍ଥାନରେ ଓଲିଉଡ ର ନାମ ଶୁଣିବାକୁ ମିଳୁଛି । ତେବେ ବନ୍ଧୁଗଣ ଓଲିଉଡ ର ଅଭିନେତା ମାନେ କେବଳ ଅଭିନୟ କରି ଜାଣିଛନ୍ତି ତାହା ନୁହେଁ ସେମାନେ ଅଭିନୟ ସହିତ ଭଲ ରୋଷେଇ ମଧ୍ୟ କରି ଜାଣିଛନ୍ତି ।

ନିକଟରେ ସୋସିଆଲ ମିଡ଼ିଆ ରେ ବାବୁଶାନ ମହାନ୍ତି ଓ ଉତ୍ତମ ମହାନ୍ତି ରୋଷେଇ କରୁ ଥିବାର ଏକ ଭିଡିଓ ଦେଖିବାକୁ ମିଳିଥିଲା । ସେମାନେ ଅପରାଜିତା ଙ୍କ ପାଇଁ ଏହି ରୋଷେଇ ପ୍ରସ୍ତୁତ କରିଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବିଷୟ ରେ ଆହୁରି ଅଧିକ କଥା ।

ବନ୍ଧୁଗଣ ନିକଟରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଦେଖିବାକୁ ମିଳିଥିଲା ଯେଉଁଥିରେ ବାବୁସାନ ଓ ଉତ୍ତମ ମହାନ୍ତି ଅପରାଜିତା ଙ୍କ ପାଇଁ ଡାଲମା ପ୍ରସ୍ତୁତ କରୁଥିବାର ଦେଖା ଯାଇଥିଲା । ଏହି ଭିଡିଓ ଟି ବାବୁଶାନ ଙ୍କ ର ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥିଲା । ଏହା ବର୍ତ୍ତମାନ ସମୟ ରେ ବହୁତ ଭାଇରଲ ହେବାକୁ ଲାଗିଛି । ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ ତାଙ୍କ ବାପା ତାଙ୍କ ମାଆ ଙ୍କ ପାଇଁ ପ୍ରଥମ ଥର ତାଙ୍କ ମନ ପସନ୍ଦ ର ଖାଦ୍ୟ ତିଆରି କରୁଛନ୍ତି ।

ଏଥିରୁ ତାଙ୍କ ଭିତରେ ଥିବା ପ୍ରେମ ସମ୍ପର୍କ ବହୁତ ଭଲ ଭାବରେ ଜଣା ପଡୁଛି । ଏହା ଦେଖି ସେ ମଧ୍ୟ ବହୁତ ଖୁସି ଅଛନ୍ତି । ସେ ଲେଖିଛନ୍ତି ଯେ ତାଙ୍କ ମାଆ ବା ତାଙ୍କର ଶ୍ରଦ୍ଧା ନାମ ଟିକି ଅପା ଙ୍କ ପାଇଁ ତାଙ୍କ ବାପା ଉତ୍ତମ ମନ ପସନ୍ଦ ର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ଏହି ଭିଡିଓ କୁ ଅନେକ ଲୋକ ପସନ୍ଦ କରିବା ସହିତ ଏହାକୁ ସମସ୍ତେ ଲାଇକ ମଧ୍ୟ କରିଛନ୍ତି ।

ଏହାକୁ ଅନେକ ଲୋକ ସେୟାର ବି କରିଛନ୍ତି । ଏହି ଭିଡିଓ ଜରିଆ ରେ ଦୁଇ ଜଣ ଙ୍କ ମଧ୍ୟ ରେ ଥିବା ଭଲ ପାଇବା ଓ ପ୍ରେମ ବନ୍ଧନ ଦେଖି ଲୋକ ମାନେ ବହୁତ ଖୁସି ହେଉଛନ୍ତି । ଦୁଇ ଜଣ ଙ୍କ ମଧ୍ୟ ରେ ରିଲ ଜୀବନ ରେ ଯେପରି ଭଲ ପାଇବା ଥିଲା ସେହିପରି ଅସଲ ଜୀବନ ରେ ମଧ୍ୟ ଭଲ ପାଇବା ରହିଛି ବୋଲି ଲୋକ ମାନେ ହୃଦୟଙ୍ଗମ ମଧ୍ୟ କରିଛନ୍ତି ।

ଭିଡିଓ ଟି ରେ ଦେଖା ଯାଇଥିଲା ଯେ ତାଙ୍କର ରୋଷେଇ ଘରେ ଉତ୍ତମ ମହାନ୍ତି ରୋଷେଇ କରୁଛନ୍ତି ଓ ତାଙ୍କ ଘର ର ଲୋକ ମାନେ ତାଙ୍କୁ ଏଥିରେ ସାହାଯ୍ୟ ମଧ୍ୟ କରିଛନ୍ତି । ଏହି ଭିଡିଓ ଟି ରେ ଦେଖା ଯାଇଥିଲା ଯେ ଅପରାଜିତା ମହାନ୍ତି ଗୋଟିଏ ଚୌକି ଉପରେ ବସିଥିଲେ ଓ ତାଙ୍କ ପୁଅ ବାବୁଶାନ ଏହାର ଭିଡିଓ କରୁଥିଲେ ।

ଯେଉଁଥିରେ ସେ ଦେଖାଇବାକୁ ଚାହଁଥିଲେ ଯେ ବିବାହ ର ଏତେ ବର୍ଷ ହେବା ପରେ ମଧ୍ୟ ଦୁଇ ଜଣ ଙ୍କ ମଧ୍ୟ ରେ ଅସୁମାର ପ୍ରେମ ଭରି ରହିଛି । ଦୁହେଁ ଦୁହିଁଙ୍କ ର ମନ କଥା କୁ ଜାଣି ପାରୁଛନ୍ତି ଓ ଜଣେ ଅନ୍ୟ ଜଣଙ୍କ ପାଇଁ ରୋଷେଇ ମଧ୍ୟ କରୁଛନ୍ତି । ଏହା ଦେଖି ଅନେକ ଲୋକ ବହୁତ ଖୁସି ହୋଇଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *