‘ମହାମହିମ ରାଷ୍ଟ୍ରପତି ମ୍ୟାଡମ ନିଜେ ଡ଼ାକିଥିଲେ କହିଥିଲେ ଉତ୍ତମ ଭାଇ ଆସ, ମୋ ସହ ଫଟୋ ବି ଉଠେଇଲେ, ପୁଅ କଥା ପଚାରି କହିଲେ କି…’ Uttam Mohanty

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଷ୍ଟ୍ରପତି ମୋତେ ଡାକିଲେ ଉତ୍ତମ ଭାଇ ଆସ । ତେବେ ଗତ କାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଆସିଥିଲେ । ତେବେ ଓଡିଶାର ଭୁବନେଶ୍ବର ଠାରେ ଆୟୋଜିତ ହୋଇଥିବା ଜନପ୍ରଭା ସମ୍ମିଳନୀରେ ଯୋଗଦାନ ଦେଇଥିଲେ । ତେବେ ରାଷ୍ଟ୍ରପତିଙ୍କର ସ୍ଵାଗତ ଓ ଅଭ୍ୟର୍ଥନା ପାଇଁ ବହୁ ଆଡମ୍ବର ସହକାରେ ସବୁକିଛି ଆୟୋଜନ କରଯାଇଥିଲା ।

ତେବେ ସେଠାରେ ରାଷ୍ଟ୍ରପତିଙ୍କ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଲ ଗଣେଶୀ ଲାଲ ଓ ଅନ୍ୟାନ୍ୟ ବହୁ ବିଶିଷ୍ଠ ଲୋକ ମାନେ ମଧ୍ୟ ସେହି କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ । ତେବେ ସେହି କାର୍ଯ୍ୟକ୍ରମକୁ ଓଡିଶାର ବରିଷ୍ଠ ଓଡିଆ କଳାକାର ଉତ୍ତମ ମହାନ୍ତି ମଧ୍ୟ ଆସିଥିଲେ । ତେବେ ଉତ୍ତମ ମହାନ୍ତିଙ୍କୁ କାର୍ଯ୍ୟକ୍ରମରେ ଦେଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବହୁତ ଖୁସି ହୋଇଯାଇଥିଲେ ।

ତେବେ ରାଷ୍ଟ୍ରପତି ନିଜେ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଉତ୍ତମ ଭାଇ ସମ୍ବୋଧନ କରି ଏଠାକୁ ଆସ ବୋଲି କହିଥିଲେ । ତେବେ ବରିଷ୍ଠ ଓଡିଆ ଅଭିନେତା ଉତ୍ତମ ମହାନ୍ତି ମଧ୍ୟ ଗଣ ମାଧମ ଆଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ନିଜସ୍ଵ କିଛି ମନ୍ତବ୍ୟ ପ୍ରକାଶ କରିଛନ୍ତି । ତେବେ ଅଭିନେତା ଉତ୍ତମ ମହାନ୍ତିଙ୍କ କହିବା ଅନୁଯାଇ ରାଷ୍ଟ୍ରପତି ମୋତେ ଡାକିଲେ ଉତ୍ତମ ଭାଇ ଏଠାକୁ ଆସ । ମୋ ସହିତ ମଧ୍ୟ ରାଷ୍ଟ୍ରପତି ଫୋଟ ଉଠାଇଲେ । ଏହା ସହିତ ମୋ ପୁଅ କଥା ମଧ୍ୟ ପଚାରିଲେ ।

କହିଲେ ବାବୁସାନର ଦମନ ଚଳଚିତ୍ରଟି ବହୁତ ଭଲ ହୋଇଛି । ତେବେ ରାଷ୍ଟ୍ରପତି ଭବନରେ ଦମନ ଚଳଚିତ୍ରଟି ପରିବେଷଣ କରଯାଇଥିଲା । ସେଠାରେ ଆମେ ସମସ୍ତେ ମିଶିକି ଦେଖିଥିଲୁ । ତେବେ ଅଭିନେତା ଉତ୍ତମ ମହାନ୍ତିଙ୍କ କହିବା ଅନୁଯାଇ ରାଷ୍ଟ୍ରପତିଙ୍କ ସହିତ ମୁଁ ଆଗରୁ ମଧ୍ୟ ପରିଚିତ ଥିଲି । ତେଣୁ ସେ ମଧ୍ୟ ମୋତେ ଆଗରୁ ଜାଣିଥିଲେ । ତେବେ ନିହାତି ଭାବରେ ଆମ ଓଡିଶା ମାଟିର ଝିଅ ଜଣେ ଏତେ ବଡ ପଦବୀ ତଥା ରାଷ୍ଟ୍ରପତି ହୋଇପାରିଛନ୍ତି ।

ଏହା ଆମ ଓଡିଶା ତଥା ଆମ ସମସ୍ତଙ୍କ ପାଇଁ ବହୁ ଗର୍ବ ଓ ଗୌରବର କଥା ଅଟେ । ତେବେ ରାଷ୍ଟ୍ରପତିଙ୍କର ଅତ୍ୟନ୍ତ ନମ୍ର ଭାବର କଥା ସମସ୍ତଙ୍କୁ ନିହାତି ଅନୁପ୍ରାଣୀତ କରିବ । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *