୧୨ ବର୍ଷ ପରେ ବହୁତ ବଦଳି ଯାଇଛନ୍ତି ଉତରନ ସିରିଏଲର ଏହି ଫେମସ ଶିଶୁକଳାକାର, ସୁନ୍ଦରତାରେ ଆପଣ ବି ହେଇଯିବେ ଦିୱାନା

ହିନ୍ଦୀ ଟେଲିଭିଜନରେ ଏମିତି ବହୁତ ସିରିଏଲ ଅଛି ଯାହା ଆମର ବହୁତ ମନୋରଞ୍ଜନ କରିଛି । ସେଥି ମଧ୍ୟରୁ ଗୋଟେ ଥିଲା ‘ଉତରନ’ । ୨୦୦୮ ରୁ ନେଇ ୨୦୧୫ ପର୍ଯ୍ୟନ୍ତ ଏହି ସିରିଏଲଟି ଟେଲିଭିଜନରେ ପ୍ରସାରିତ ହୋଇଥିଲା । ଏହି ସିରିଏଲଟି ୧୫୪୯ ଟି ଏପିସୋଡ ରେ ଲୋକମାନଙ୍କର ଖୁବ ମନୋରଞ୍ଜନ କରିଥିଲା । ଏହି ସିରିଏଲର କାହାଣୀକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ସିରିଏଲରେ ଦୁଇଟି ଶିଶୁକଳାକାର ଅଭିନୟ କରିଥିଲେ । ଏହି ଧାରାବାହିକଟି ଘରେ ଘରେ ଲୋକପ୍ରିୟ ହେଇଥିଲା ।

ଲୋକମାନେ ଏହି ଶିଶୁ କଳାକାର ମାନଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଶିଶୁକଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଶିଶୁକଳାକାର ମାନଙ୍କ ବିଷୟରେ ।

ଈଶିତା ପଞ୍ଚାଲ

ଏହି ସିରିଏଲରେ ତପସ୍ୟାର ଭୂମିକା କରିଥିବା ଶିଶୁକଳାକାରଙ୍କ ନାମ ହେଉଛି ଈଶିତା ପଞ୍ଚାଲ । ଈଶିତାଙ୍କ ଜନ୍ମ ୧ ଡିସେମ୍ବର ୧୯୯୮ ମସିହାରେ ମୁମ୍ବାଇରେ ହୋଇଥିଲା । ଉତରନ ସିରିଏଲ ପରେ ଈଶିତାଙ୍କୁ ‘ଏକ ବିବାହ ଏସା ଭି’ ଫିଲ୍ମରେ କାମ କରିବା ପାଇଁ ମଉକା ମିଳିଥିଲା । ବର୍ତ୍ତମାନ ଈଶିତାଙ୍କୁ ସମସ୍ତେ ଜାଣିଛନ୍ତି । ଈଶିତାଙ୍କ ଲୋକପ୍ରିୟତା ବହୁତ ଅଧିକ । ବର୍ତ୍ତମାନ ଈଶିତା ନିଜର ୨୧ ବର୍ଷ ବୟସକୁ ପୂରଣ କରି ସାରିଛନ୍ତି । ବର୍ତ୍ତମାନ ସେ ବହୁତ ସୁନ୍ଦର ଓ ଷ୍ଟାଇଲିସ ମଧ୍ୟ ଦେଖା ଯାଉଛନ୍ତି ।

ସ୍ପର୍ଶ ଖାନଚନ୍ଦାନି

ସ୍ପର୍ଶଙ୍କ ଜନ୍ମ ୧୧ ଅକ୍ଟୋବର ୨୦୦୦ ମସିହାରେ ମୁମ୍ବାଇର ଉଲ୍ଲାସ ନଗରରେ ହୋଇଥିଲା । ସେ ନିଜ ଅଭିନୟ କାରିୟରର ଆରମ୍ଭ ୨୦୧୦ରେ ଆସିଥିବା ଫିଲ୍ମ ‘ରେଡ ଆଲର୍ଟ’ରୁ କରିଥିଲେ । ଏହି ଫିଲ୍ମ ପର ଠାରୁ ତାଙ୍କର କାରିୟର ଫିଟି ଯାଇଥିଲା । ସ୍ପର୍ଶ ଛୋଟ ପରଦା ଓ ବଡ ପରଦାରେ କାମ କରିବା ସହିତ ହଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି । ସ୍ପର୍ଶଙ୍କ ଲୋକପ୍ରିୟତା ବହୁତ ଅଧିକ । ବର୍ତ୍ତମାନ ସ୍ପର୍ଶ ୧୯ ବର୍ଷର ହୋଇ ସାରିଛନ୍ତି । ସ୍ପର୍ଶ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *