କାହିଁକି ଭାଙ୍ଗିଗଲା ଅଭିନେତ୍ରୀ Usasi Mishra ଙ୍କ ବିବାହ, ଏକ ଇଣ୍ଟରଭ୍ୟୁରେ କାନ୍ଦି କାନ୍ଦି କହିଲେ ଏମିତି…ଦେଖନ୍ତୁ Video 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଉଷାଶୀ ମିଶ୍ର । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଉଷାଶୀ ମିଶ୍ରଙ୍କ ଦମଦାର ଅଭିନୟ ତ ନିଶ୍ଚୟ ଦେଖିଥିବେ । ଉଷାଶ୍ରୀ ନିଜ ସୁନ୍ଦରତା ଓ ନିଜ ଫିଲ୍ମ ଗୁଡିକ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଉଷାଶୀ ନିଜର ଦମଦାର ଅଭିନୟ ପଦର୍ଶନ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ବହୁତ କମ ଲୋକ ଉଷାଶୀଙ୍କ ପର୍ଶନାଲ ଲାଇଫ ବିଷୟରେ ଜାଣିଛନ୍ତି । ଗତ କିଛି ସମୟ ହେବ ଉଷାଶୀଙ୍କ ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଉଷାଶୀ ନିଜ ପର୍ଶନାଲ ଲାଇଫ ବିଷୟରେ କିଛି କଥା କହୁଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଉଷାଶୀ ସେହି ସାକ୍ଷାତ୍କାରରେ କହିଛନ୍ତି-‘ଯେତେବେଳେ ମୁ ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଲି ସେତେବେଳେ ମୁ ଭାବି ନେଇଥିଲେ ଯେ, ମୁ କେବେବି ଗୋଟେ ଓଡିଆ କଳାକାର ସହ ବିବାହ କରିବି ନାହିଁ । ହେଲେ ମୁ ଜଣେ ଓଡିଆ କଳାକାରକୁ ହିଁ ବିବାହ କରିଲି । ମୁ ପ୍ରେମ ବିବାହ କରିଥିଲି ଆଉ ବହୁତ ଡେରିରେ ମୋର ବିବାହ ହୋଇଥିଲା ।

ଆମେ ଦୁଇ ବର୍ଷ ରିଲେସନରେ ରହିଲୁ ତା ପରେ ଆମେ କୋର୍ଟ ମ୍ୟାରେଜ କରିଥିଲୁ । ମୋ ବାହାଘରର କୌଣସି ଫଟୋ କେହି ଦେଖି ନାହାନ୍ତି କାରଣ ମୁ ମୋର ବିବାହରେ ଘର ଭିତରେ କ୍ୟାମେରା ପୁରାଇ ନଥିଲି । ଆଗକୁ ସେ କହିଛନ୍ତି-‘ଆଉ ବିବାହ ବିଷୟରେ ବି ମୁ ବେସୀ କିଛି କାହାକୁ କୁହେ ନାହିଁ ।

ମୋର ବାହାଘର ସଫଳ ହୋଇ ନାହିଁ କାରଣ ପ୍ରେମ ଅନ୍ଧ ହୋଇଥାଏ । ପ୍ରେମ କରିବା ବେଳେ କିଛି ବି ଦେଖା ଯାଏ ନାହିଁ ହେଲେ ପରେ ସତ୍ୟତା ସାମ୍ନାକୁ ଆସେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଉଷାଶୀ ନିଜ ପର୍ଶନାଲ ଲାଇଫ ବିଷୟରେ କହିଛନ୍ତି । ତେବେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *