ନିଜ ବାହାଘରରେ ପୋଛା ଲଗେଇବା ସହ ଅଜବ ହରକତ କରୁଥିବା ବରକୁ ଦେଖିଛନ୍ତି କି ? ଥରେ ଦେଖନ୍ତୁ ଏହି Video ହସି ହସି ଗଡିବେ ଆପଣ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବିବାହ ର ଦିନ ପ୍ରତ୍ୟେକ ବ୍ୟକ୍ତି ଙ୍କ ପାଇଁ ବହୁତ ଖାସ ହୋଇଥାଏ । ଏହା ସମସ୍ତଙ୍କ ଜୀବନ ରେ କେବଳ ଥରେ ହିଁ ଆସିଥାଏ । ତେବେ ନିଜ ବାହାଘର ରେ ଅଜିବ ହରକତ କରୁଥିବା ସହିତ ପୋଛା ଲଗାଉଥିବା ବର କୁ କଣ ଆପଣ ମାନେ କେବେ ଦେଖିଛନ୍ତି କି? ତେବେ ସୋସିଆଲ ମିଡିଆ ରେ ଗୋଟିଏ ଭିଡିଓ ବର୍ତ୍ତମାନ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।


ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଯେ, ନିଜ ବାହାଘର ଦିନ ବର ପୋଛା ଲଗାଉଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ବନ୍ଧୁଗଣ ବର୍ତ୍ତମାନ ବାହାଘର ର ଅବଶ୍ୟ କୌଣସି ସିଜନ ନାହିଁ । ତଥାପି ସୋସିଆଲ ମିଡିଆ ରେ ବିବାହ କୁ ନେଇ ଅନେକ ଗୁଡ଼ିଏ ଭିଡିଓ ଭାଇରାଲ ହୋଇଥାଏ । ଥରେ ନଜର ପକାନ୍ତୁ ଆପଣ ମାନେ ଏହି ଭିଡିଓ ଉପରେ ।

ଏହି ଭିଡିଓ ମାଧ୍ୟମରେ ଆପଣ ମାନେ ଦେଖି ପାରୁଥିବେ ଯେ, ବାହା ହେବାକୁ ଆସିଥିବା ବର ର ଅଜବ ଗଜବ ହରକତ । ଆପଣ ମାନେ ଦେଖି ପାରୁଥିବେ ଯେ, ଏହି ବ୍ୟକ୍ତି ଜଣକ ବର ବେଶରେ ସଜେଇ ହୋଇ ମୁଣ୍ଡରେ ପଗଡ଼ି, ପାଦରେ ଜୋତା ଏବଂ ଗଳା ରେ ପକାଇଛନ୍ତି ଫୁଲ ର ହାର । ପଗଡ଼ି ସହିତ ମ୍ୟାଚିଂ ହୋଇଛି ବର ର ସେରୱାନୀ ଏବଂ ଜୋତା ।

ଏକଦମ ବୀର ଅନ୍ଦାଜ ରେ ପଶି ଆସୁଛନ୍ତି ହୋଟେଲ ଭିତରକୁ । ସିଧା ହୋଟେଲ ଭିତରେ ପଶି ଫ୍ରିଜର ରୁ ଉଠାଉଛନ୍ତି ଏକ କୋଲ୍ଡ ଡ୍ରିଙ୍କ ର ବୋତଲ ଏବଂ ସେହି ବୋତଲ କୁ ଦାନ୍ତ ରେ ଖୋଲି ଢକଢକ କରି ପିଇ ପକାଉଛନ୍ତି । ଏହାପରେ ଏକ ଟେବଲ ଉପରେ ଏହି ବୋତଲ କୁ ରଖି ପାଖ ଟେବଲ ରେ ଥିବା ୱାଇପ୍ସ ଆଣି ନିଜ ମୁହଁ କୁ ପୋଛି ପକାଉଛନ୍ତି । ଏହାପରେ ଯାହା କରୁଛନ୍ତି ଆପଣ କେବେବି କଳ୍ପନା ମଧ୍ୟ କରି ନଥିବେ ।

ୱାଇପ୍ସ କୁ ଫିଙ୍ଗି ବୀର ଦର୍ପ ରେ ଯାଉଛନ୍ତି ଏବଂ ଏକ ବାଲ୍ଟି ଓ କପଡ଼ା ଆଣି ହୋଟେଲ ର ଚଟ୍ଟାଣ କୁ ପୋଛିବାରେ ଲାଗି ପଡ଼ିଛନ୍ତି । ତେବେ ବର ପାଖରେ ପଇସା ନଥିବାରୁ ସେ କୋଲ୍ଡ ଡ୍ରିଂକ୍ସ ର ପଇସା ଦେବା ଉଦ୍ଦେଶ୍ୟରେ ଏବେ ପୋଛା ଲଗାଉଛନ୍ତି । ବର ଙ୍କ ଏହି ଆଇଡିଆ କୁ ଦେଖି ୟୁଜର୍ସ ହସି ହସି ବେଦମ ହେଉଥିବା ବେଳେ ନିଜର କମେଣ୍ଟ ମଧ୍ୟ ଦେଉଛନ୍ତି । ଉକ୍ତ ଭିଡିଓ ଟି ଇଂଷ୍ଟାଗ୍ରାମ ରେ ସେୟାର ହୋଇଛି ।

ଭିଡିଓ ଟି କୁ ୧୭୦୦ ଲୋକ ଲାଇକ କରିଥିବା ବେଳେ ଏହି ଭିଡିଓ ଟି ସୋସିଆଲ ମିଡିଆ ରେ ଖୁବ ଭାଇରାଲ ମଧ୍ୟ ହେଉଛି । ତେବେ ଆପଣ ମାନେ ମଧ୍ୟ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ଏହି ଭିଡିଓ ଟି କୁ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଭିଡିଓ ଟି ରେ ବର ଙ୍କ ଅଜବ ଗଜବ ହରକତ ଆପଣଙ୍କୁ କିପରି ଲାଗିଲା ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *