ମୁଣ୍ଡ ବାଡେଇ କାନ୍ଦୁଛନ୍ତି ନବଙ୍କ ପତ୍ନୀ, ‘ଉଠି ଯାଆ…ତୁମେ ମତେ ଛାଡି ଯାଅନି, ମୁଁ କେମିତି ରହିବି, ଏବେ ମୁଁ କାହାକୁ ଆଉ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କର ପରଲୋକ ଘଟିଛି ତେବେ ଏହା ଏକ ବହୁତ ବଡ ଖବର ଆସି ପହଞ୍ଚିଛି । ତେବେ ଗତ କାଲି ମନ୍ତ୍ରୀ ନବ ଦାସଙ୍କୁ ରାସ୍ତା ଉପରେ guli mada କରଯାଇଥିଲା । ତେବେ ମନ୍ତ୍ରୀଙ୍କର ଛାତିରେ guli ବାଜିବା କାରଣରୁ ସେ ଠିଆ ହୋଇଥିବା ସ୍ଥାନରେ ଟ-ଳି ପଡିଥିଲେ । ତା ପରେ ସେ ବେ-ହୋସ ହୋଇଯାଇଥିଲେ । ତେବେ ସେହି ସ୍ଥାନରୁ ସଙ୍ଗେ ସଙ୍ଗେ ମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ ଜରିଆରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲକୁ ନିଆଆସିଥିଲା ।

ତେବେ ସେଠାରେ ମନ୍ତ୍ରୀଙ୍କୁ ବଡ ବଡ ଡାକ୍ତରଙ୍କ ସେବା ଫଳରେ ମଧ୍ୟ ତାଙ୍କ ସ୍ଵାସ୍ଥ ଅବସ୍ତା କିଛି ସୁଧାର ଆସିନଥିଲା । ତେବେ ବର୍ତ୍ତମାନର ଖବର ଅନୁଯାଇ ତାଙ୍କ ସ୍ଵାସ୍ଥ ଅବସ୍ତା ଅତ୍ୟନ୍ତ ଗୁରୁତର ହୋଇ ଶେଷରେ ମନ୍ତ୍ରୀ ନବ ଦାସଙ୍କର ପ୍ରାଣ ବାୟୁ ବାହାରି ଯାଇଥିଲା । ତେବେ ଏଭଳି ହଟାତ ଭାବରେ ଜଣେ ମନ୍ତ୍ରୀଙ୍କର ପରଲୋକ ଘଟିବା ବହୁତ ବଡ ଏକ ଦୁଃଖ ଖବର ଅଟେ ।

ତେବେ ମନ୍ତ୍ରୀ ନବ ଦାସଙ୍କର ପରଲୋକ ଯୋଗୁ ମନ୍ତ୍ରୀଙ୍କ ଘରେ ଶୋକର ଛାୟା ସବୁଆଡେ ଦେଖିବାକୁ ମିଳିଛି । ମନ୍ତ୍ରୀଙ୍କର ଧର୍ମପତ୍ନୀ ତାଙ୍କ ସ୍ଵାମୀକୁ ହରାଇବା ଦୁଃଖରେ ଅତ୍ୟନାଟ ମ୍ରିୟମ୍ରାଣ ହୋଇପଡିଛନ୍ତି । ଯାହା ଫଳରେ ସେ କାନ୍ଦି କାନ୍ଦି ମନ୍ତ୍ରୀଙ୍କ ପାର୍ଥିବ ଶରୀରରେ ପାଖରେ ଠିଆ ହୋଇ କହୁଛନ୍ତି । ତୁମେ ଏତେ ସମୟ କାହିଁକି ଶୋଇକି ରହିଛ ।

ଉଠି ଜାଅ । ତୁମ ଦେହ ଭଲ ନଥିଲା ବୋଲି କହୁଥିଲ । କଣ ହେଇଛି ତୁମର ତୁମେ ଏତେ ସମୟ ଶୋଇକି ରୁହନାହିଁ ଉଠିଜାଅ। ତେବେ ମନ୍ତ୍ରୀ ନବ ଦାସଙ୍କ ସମସ୍ତଙ୍କୁ ଛାଡି ଚାଲିଯିବା ଦୁଃଖ ସମସ୍ତଙ୍କୁ ବହୁ ମାତ୍ରାରେ ଦୁଃଖ ପହଞ୍ଚାଇଛି । ଯେଉଁ କାରଣରୁ ମନ୍ତ୍ରୀଙ୍କ ପରିବାର ସମେତ ମନ୍ତ୍ରୀ ମଣ୍ଡଳରେ ମଧ୍ୟ ଦୁଃଖର ପ୍ରଭାବ ଦେଖିବାକୁ ମିଳିଛି ।

ତେବେ ମନ୍ତ୍ରୀଙ୍କର ଆତ୍ମୀୟ ସ୍ଵଜନ ମଧ୍ୟ ନବ ଦାସଙ୍କର ପରଲୋକ ପାଇଁ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ କାମନା କରୁଛନ୍ତି । ତେବେ ଆମ ତରଫରୁ ମଧ୍ୟ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ଆତ୍ମାର ମୋକ୍ଷ ପ୍ରାପ୍ତି ହେଉ ବୋଲି କାମନା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *