ତ୍ରିରଙ୍ଗା କୁ ଅପମାନ କରି ଗି-ର-ଫ ହେଲେ 6 ଆରୋପି, ତ୍ରିରଙ୍ଗା କୁ ଟେବୁଲ ଉପରେ ପକେଇ ଖାଉଥିଲେ ଈଦ ର ଦାବତ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଭାରତୀୟ ରାଷ୍ଟ୍ରୀୟ ଧ୍ଵଜର ଅପମାନ କରିଥିବାରୁ ୬ ଜଣ ଲୋକଙ୍କୁ ଗି-ର-ଫ କରାଯାଇଛି । ଏହି ଲୋକ ମାନଙ୍କ ଦ୍ଵାରା ହୋଇଥିବା ତ୍ରିରଙ୍ଗାର ଅପମାନ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ବନ୍ଧୁଗଣ ଏହି ଘଟଣାଟି ହେଉଛି ଆସାମ ରାଜ୍ୟର । ଗି-ର-ଫ ହୋଇଥିବା ସମସ୍ତ ଲୋକ ଏହି ରାଜ୍ୟର ବାସିନ୍ଧା ଅଟନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, କିଛି ଦିନ ତଳେ ଇଦ ପର୍ବରେ ଏହି ଲୋକମାନେ ତ୍ରିରଙ୍ଗାର ଅପମାନ କରିଥିଲେ । ଏହି ଲୋକଙ୍କର ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଏହି ଭିଡିଓକୁ ଆଧାର କରି ପୋ-ଲି-ସ ଏହି ଲୋକ ମାନଙ୍କୁ ଖୋଜି ଗି-ର-ଫ କରିଥିଲା ।

ଭାଇରାଲ ହୋଇଥିବା ଭିଡିଓରେ ଏହି ଲୋକମାନେ ତ୍ରିରଙ୍ଗାକୁ ଇଦ ପର୍ବରେ ଟେବୁଲ କ୍ଳଥ ଭାବରେ ବ୍ୟବହାର କରି ତ୍ରିରଙ୍ଗା ଉପରେ ଥାଳି ରଖି ଭୋଜନ କରିଥିଲେ । ଏହି ଭୁଲ କରିବା ହେତୁ ଏମାନଙ୍କ ଉପରେ ଭାରତୀୟ ରାଷ୍ଟ୍ରୀୟ ଧ୍ଵଜର ଅପମାନର ଆ-ରୋ-ପ ଲାଗିଥିଲା । ଏହାପରେ ପୋ-ଲି-ସ ଏହି ଲୋକ ମାନଙ୍କର ଛା-ନ-ବି-ନ କରିଥିଲା । ଭାଇରାଲ ହୋଇଥିବା ଭିଡିଓଟି ଆସାମର ବୋଙ୍ଗାଇ ଗାଁ ଜିଲ୍ଲାର ଅଟେ ।


ଏହି ଭିଡିଓଟିର ଶୁ-ଟି-ଙ୍ଗ ଟେଙ୍ଗନାମାରି ଗାଁର ରେଜିନା ପରବୀନ ସୁଲ୍ତାନାନ ଘରେ ହୋଇଥିଲା । ତ୍ରିରଙ୍ଗାକୁ ଖାଇବା ଟେବୁଲ ଉପରେ ରଖି ଏହି ଲୋକ ମାନେ ତ୍ରିରଙ୍ଗା ଉପରେ ଭୋଜନ କରିଥିଲେ । ତ-ଦ-ନ୍ତ ହେବା ପରେ ପୋ-ଲି-ସ ଗତ ରବିବାର ଦିନ ଏହି ଲୋକ ମାନଙ୍କୁ ଗି-ର-ଫ କରିଥିଲା । ବନ୍ଧୁଗଣ ପୋ-ଲି-ସ ମତରେ ଭାରତୀୟ ରାଷ୍ଟ୍ରୀୟ ତ୍ରିରଙ୍ଗାକୁ ଏହିପରି ରଖି ତା ଉପରେ ଭୋଜନ କରିବା ଏକ ବଡ ଅ-ପ-ରା-ଧ ଅଟେ ।

ତେଣୁ ଏହି ଲୋକ ମାନଙ୍କୁ ଗି-ର-ଫ କରାଯାଇଛି । ଗି-ର-ଫ ହୋଇଥିବା ୬ ଜଣ ଲୋକଙ୍କ ମଧ୍ୟରେ ଦୁଇଟି ମହିଳା ମଧ୍ୟ ଅଛନ୍ତି । ଏହି ଲୋକ ମାନଙ୍କ ଉପରେ ବହୁତ ଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣା ପଡିଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହୋଇଛି । ଏହି ଭିଡିଓଟି ଦେଖି ଅନେକ ଲୋକ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *