‘ତୋ ବାପା ଆମକୁ ଛାଡି ପଳାଉଛନ୍ତିରେ ପୁଅ, ତାଙ୍କ ବିନା ଆମେ କେମିତି ବଞ୍ଚିବା…’ Naba Das ଙ୍କ ଶେଷ ଯାତ୍ରା ସମୟର ଦୃଶ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନର ସବୁଠାରୁ ଏକ ବଡ ଦୁଃଖର ଖବର ଆସି ପହଞ୍ଚିଛି । ତେବେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ଆଉ ଆମ ଗହଣରେ ନାହାନ୍ତି । ତେବେ ମନ୍ତ୍ରୀ ନବ ଦାସଙ୍କର ବିୟୋଗରେ ସବୁ ଆଡେ ଦୁଃଖର ଛାୟା ଘୋଟିଯାଇଛି । ତେବେ ତେବେ ମନ୍ତ୍ରୀ ନବ ଦାସଙ୍କର ଘର ଠାରୁ ଆରମ୍ଭ କରି ମନ୍ତ୍ରୀ ମଣ୍ଡଳ ପର୍ଯ୍ୟନ୍ତ ସବୁ ଆଡେ ଦୁଃଖର ମାହୋଲ ହୋଇଯାଇଛି । ତେବେ ଗତ କାଲି ଯେଉଁ guli kanda ଘଟିଥିଲା ।

ସେଥିରେ ମନ୍ତ୍ରୀ ନବ ଦାସଙ୍କର ସ୍ଵାସ୍ଥ ଅବସ୍ଥା ବହୁତ ଗୁରୁତର ହୋଇଯାଇଥିଲା । ତେବେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ଗାଡିରୁ ବାହାରିବା ସମୟରେ ତାଙ୍କ ଦେହରେ ଆସି guli ବାଜିଥିଲା । ଯେଉଥିରେ ତାଙ୍କ ସ୍ଵାସ୍ଥ ଅବସ୍ତା ସଂପୂର୍ଣ୍ଣ ସଙ୍କଟାପର୍ଣ୍ଣ ହୋଇଯାଇଥିଲା । ତେବେ ମନ୍ତ୍ରୀଙ୍କୁ ଭୁବେଶ୍ଵରରେ ଥିବା ଆପୋଲୋ ହସ୍ପିଟାଲରେ ଚିକିତ୍ସା କରଯାଇଥିଲା । ତେବେ ବଡ ବଡ ଡାକ୍ତରୀ ଟିମର ସତ ଚେଷ୍ଟା ସତ୍ବେ ମଧ୍ୟ ମନ୍ତ୍ରୀଙ୍କ ସ୍ଵାସ୍ଥ ଅବସ୍ଥାରେ ଉନ୍ନତି ଅଣାଯାଇ ପାରିନଥିଲା ।

ଯାହା ଫଳରେ ତାଙ୍କର ପରଲୋକ ଘଟିଥିଲା । ତେବେ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ମନ୍ତ୍ରୀଙ୍କ ପରିବାର ତଥା ତାଙ୍କ ଧର୍ମପତ୍ନୀ ଓ ପୁଅ ସଂପୂର୍ଣ୍ଣ ରୂପେ ହତାଶାୟୀ ହୋଇପଡିଛନ୍ତି । ତେବେ ମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀରରେ ପାଖରେ ତାଙ୍କର ଧର୍ମପତ୍ନୀ କାନ୍ଦି କାନ୍ଦି ତାଙ୍କ ପୁଅକୁ କହୁଛନ୍ତି । ଆମକୁ ଛାଡି ତୋ ବାପା ପଳାଉଛନ୍ତି ପୁଅ । ଆମେ ଏବେ କେମିତି ରହିବୁ । ଆମ ସମସ୍ତଙ୍କୁ ଏକୁଟିଆ କରି ତୋ ବାପା ଆରପାରିକୁ ଚାଲି ଯାଉଛନ୍ତି ।

ତେବେ ମନ୍ତ୍ରୀ ନବ ଦାସଙ୍କ ପୁଅ ମଧ୍ୟ ନିଜ ବାପାଙ୍କର ବିୟୋଗରେ କାନ୍ଦି କାନ୍ଦି ବାପାଙ୍କୁ ବିଦାୟୀ ଦେଇଛନ୍ତି । ତେବେ ଗତ କାଲି ଯେଉଁ ଦୁର୍ଘଟଣା ଘଟିଥିଲା । ତାହାର ବର୍ତ୍ତମାନ ସମୟରେ ତଦନ୍ତ ଆରମ୍ଭ କରି ଘଟଣା ପଛରେ କାହାର ହାତ ଅଛି । ତାହା ସ୍ପଷ୍ଠ କରିବା ପାଇଁ ପୋଲିସ ଟିମ ଲାଗିପଡିଛନ୍ତି । ତେବେ ଗତ କାଲି ପୋଲିସ ଅଧିକାରୀ ASI ଗୋପାଳକୃଷ୍ଣ ଦାସ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ ଗାଡିରୁ ବାହାରିକୁ ଆସୁଥିବା ସମୟରେ ୫ ରାଉଣ୍ଡ guli mada କରିଥିଲେ ।

ଯେଉଁ guli mada ଆଘାତରେ ମନ୍ତ୍ରୀ ନବ ଦାସଙ୍କର ସ୍ଵାସ୍ଥ ଅବସ୍ତା ସଙ୍କଟାପର୍ଣ୍ଣ ହୋଇ ବର୍ତ୍ତମାନ ସମୟରେ ତାଙ୍କର ପରଲୋକ ଘଟିଛି ବୋଲି ସୂଚନା ମିଳିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *