ବନ୍ଧୁଗଣ, ସୋ-ସି-ଆ-ଲ ମି-ଡି-ଆ ରେ ଉଡୁଛି ତାଲିବାନୀ ଙ୍କ ମଜାକ । ଭା-ଇ-ରା-ଲ ହେବାକୁ ଲାଗିଛି ମଜାଳିଆ ମିମ୍ସ । ତାଲିବାନୀ ଙ୍କ ଆଫଗାନିସ୍ଥାନ ଦଖଲ ପରେ, ବର୍ତ୍ତମାନ ପ୍ରତ୍ୟକ ଦିନ ତାଲିବାନୀ ଙ୍କୁ ଥଟା ହେଉଅଛି । ନିଜ ରାଗ ସୁଝାଇବାକୁ ଯାଇ ଲୋକମାନେ ସୋ-ସି-ଆ-ଲ ମି-ଡି-ଆ ରେ ବର୍ତମାନ ଜବରଦସ୍ତ ମଜାକ ଉଡାଉଛନ୍ତି । ଆପଣ ଏହିସବୁ ମିମ୍ସ ଦେଖିଲେ ନ ନିଜର ହସ ରୋକୀ ପାରିବେ ନାହିଁ । ଆଗାମୀଦିନରେ ଷ୍ଟେଟବ୍ୟାଙ୍କ ଅଫ ଆଫଗାନିସ୍ଥାନ କିପରି ଭାବରେ ପରିଚାଳିତ ହେବ ଏକ ଚିତ୍ର ରେ ଦର୍ଶାଯାଇଅଛି ।
ଏଥିରେ ବ୍ୟାଙ୍କ ମ୍ୟାନେଜର ଟେବୁଲ ଉପରେ ବନ୍ଧୁକ ରଖି ବ୍ୟାଙ୍କ ପରିଚାଳନା କରୁଛନ୍ତି । ଏବଂ ଏଠାରେ ୟୁଜର ମାନେ କହିଛନ୍ତି ବ୍ୟାଙ୍କ ରେ ୧୦୦୦ ପ୍ରତିଶତ ସୁରକ୍ଷା ବ୍ୟବସ୍ଥା ରହିଅଛି । ସେହିପରି ଏକ ଦ୍ଵିତୀୟ ଚିତ୍ର ରେ ଲକ୍ଷ କରିଲେ ଜାଣିବେ ଯେ ଏଠାରେ ଜଣେ ତାଲିବାନୀ ଟିଭି ଆଙ୍କର ବସିଥିବାର ଦୃଶ୍ୟ ଦେଖିବାକୁ ମିଳୁଅଛି । ଏଠାରେ କୁହାଯାଉଅଛି ତାଲିବାନୀ ରାଜ ରେ କିଭଳି ପାଣିପାଗ ଖବର କହିବେ ସାମ୍ବାନ୍ଦିକ । ଆଉ ମିମ୍ସ ରେ ଲେଖାଯାଇଛି ଯେ “କାଲିର ପାଣିପାଗ ଖବର କଣ ହେବ ତାହା ତ ଆଲ୍ଲା କହିବେ” ।
ଏହା ପରେ ଏହି ତୃତୀୟ ଚିତ୍ର ଟି ଆହୁରି ମଜାଦାର ହୋଇଅଛି । ଏହି ଚିତ୍ର ରେ ଜଣେ ତାଲିବାନୀ ଡାକ୍ତର ଜର ହୋଇଥିବା ଜଣେ ରୋଗୀଙ୍କୁ paracetamol ମେଡ଼ିସିନ ପରିବର୍ତ୍ତେ ୪.୨ mm ର ବୁ-ଲେ-ଟ ଖାଇବାକୁ କହୁଛନ୍ତି । ତାଲିବାନୀ ଙ୍କ ଏହିଭଳି କାର୍ଯ୍ୟକଳାପ କୁ ନେଇ ସୋ-ସି-ଆ-ଲ ମି-ଡି-ଆ ରେ ଏହିଭଳି ଥଟାମଜା ହେଉଅଛି । ଅନ୍ୟ ଏକ ଚିତ୍ର ରେ ଦେଖିବାକୁ ମିଳୁଅଛି ଜଣେ ଟ୍ରାଫିକ ପୋଲିସ ବାଡି ଧରି ଗାଡି ନିୟନ୍ତ୍ରଣ କରୁଛନ୍ତି ।
ସେହିପରି ଆଉ ଏକ ମିମ୍ସ ରେ ଦେଖିବାକୁ ମିଳିଛି ସାଧାରଣ ଲୋକଙ୍କ AC ଖରାପ ହେଲେ, ମେକନିକା ଆସିଥାଏ । ମାତ୍ର ତାଲିବାନୀ ମାନେ AC ତଳେ ବନ୍ଧୁକ ରଖିଛନ୍ତି । କାବୁଲ ଦାଖଲ ପରେ ତାଲିବାନୀ ମାନେ ବିଭିନ୍ନ ସ୍ଥାନରେ ନିଜ ରାଜ ଚଳାଇଥିଲେ, ଯାହାକି ସୋ-ସି-ଆ-ଲ ମି-ଡି-ଆ ରେ ଭାଇରାଲ ହୋଇଥିଲା ।
ଜିମ ବାର ଭଳି ସ୍ଥାନରେ ଉତ୍ପାତ ମଚାଇଥିଲେ ତାଲିବାନୀ । ଏହିସବୁ ଭି-ଡି-ଓ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହୋଇଥିଲା । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଭଲ ଲାଗିଥିଲେ ଲାଇକ ସେୟାର କରିବାକୁ ଭୁଲିବେନି । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ ।