Bollywood ର ଏହି ୩ ଜଣ ଅଭିନେତ୍ରୀଙ୍କୁ ହେଲା ଗୋଟିଏ ହିଁ ହୀରୋଙ୍କ ସହିତ ପ୍ରେମ, କିନ୍ତୁ ମିଳିଲା ଧୋକା

ବନ୍ଧୁମାନେ ଯଦି ଆମେ ୯୦ ଦଶକର ବଲୀଉଡର କଥା ହେବା ତେବେ ଆମ ମନରେ କରିଶ୍ମା କର୍ପୂର , ରାନୀ ମୁଖାର୍ଜୀ ଓ ରବିନା ଟଣ୍ଡନଙ୍କର ଚେହେରା ଆସିବ ଯିଏ ନିଜ ଅଭିନୟରେ ଦର୍ଶକ ମାନଙ୍କ ମନ କିଣିଥିଲେ । ସେମିତି ତ ତିନି ଅଭିନେତ୍ରୀ ଅଲଗା ଅଲଗା କିନ୍ତୁ ସେମାନଙ୍କର ରୁଚି ଏକା ଭଳି । ସେମାନଙ୍କର ଜୀବନ ସାଥି ପସନ୍ଦ ଗୋଟିଏ ଥିଲା । ତିନିଜଣ ଅଭିନେତ୍ରୀ ଗୋଟିଏ ଅଭିନେତାଙ୍କ ପାଇଁ ପାଗଳ ହୋଇଯାଇଥିଲେ , ତାଙ୍କୁ ବାହା ହେବାକୁ ବି ଚାହିଁଥିଲେ ।

କିନ୍ତୁ ଦୁଃଖର ବିଷୟ ସେମାନେ ତାଙ୍କ ପଛରେ ପାଗଳ ଥିଲା ବେଳେ ସେ ଅନ୍ୟ କାହାକୁ ପସନ୍ଦ କରିଥିଲେ । ଆମେ ବର୍ତମାନ ସେହି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ପାଇଁ ଏହି ତିନି ହିରୋଇନ ପାଗଳ ଥିଲେ । ସେହି ଅଭିନେତା ବଲୀଉଡରେ ନିଜ ଆକ୍ଟିଂ ଆଉ କମେଡୀ ପାଇଁ ଜଣାଶୁଣା , ଆଉ ସେ ହେଉଛନ୍ତି ଗୋବିନ୍ଦା ।

ଏକ ନମ୍ବରରେ ହେଉଛନ୍ତି କରିସ୍ମା କପୂର , ସେ ଗୋବିନ୍ଦାଙ୍କ ସହ ବହୁ ଫିଲ୍ମ ରେ ଅଭିନୟ କରିଛନ୍ତି , ଅଭିନୟ ସମୟରେ ତାଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା ଆଉ ସେ ଡେଟ ବି କରିବା ଆରମ୍ଭ କରିଥିଲେ କିନ୍ତୁ ଗୋବିନ୍ଦା ଅଗରୁ ହିଁ ବିବାହିତ ଥିଲେ , ଏହା ଗୋବିନ୍ଦାଙ୍କୁ ଅନୁଭବ ହେବା ପରେ ସେ ଦୂରେଇ ରହିବାକୁ ଚେଷ୍ଟା କଲେ ।

ଦୁଇ ନମ୍ବର ହିରୋଇନ ରବୀନା ଟଣ୍ଡନ , ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ । ଯେତେବେଳେ ଅକ୍ଷୟ କୁମାର ତାଙ୍କୁ ଧୋକା ଦେଇ ଦେଇଥିଲେ ସେ ଏକୁଟିଆ ହେଇ ଯାଇ ଭାଙ୍ଗି ପଡିଥିଲେ ଆଉ ସେଇ ସମୟରେ ଗୋବିନ୍ଦାଙ୍କ ସହ ” ବଡେ ମିଆଁ ଛୋଟେ ମିଆଁ ” ଫିଲ୍ମରେ କାମ କରୁଥିଲେ ଆଉ ତାଙ୍କ ମନ ଗୋବିନ୍ଦାଙ୍କ ଉପରେ ଆସି ଯାଇଥିଲା , ଆଉ ସେ ସେହି ସମୟରେ ଗୋବିନ୍ଦାଙ୍କୁ ଭଲ ପାଇ ପ୍ରପୋଜ କରି ଦେଇଥିଲେ । କିନ୍ତୁ ଗୋବିନ୍ଦା ନିଜ ସ୍ତ୍ରୀ ଙ୍କ ପାଇଁ ପୁରା ଲୟାଲ ଥିଲେ । ସେ ରବୀନାଙ୍କୁ ମନା କରି ଦେଇଥିଲେ ।

ତାପରେ ଯେଉଁ ଅଭିନେତ୍ରୀ ସେ ହେଉଛନ୍ତି ରାନୀ ମୁଖାର୍ଜୀ । ରାନୀ ମୁଖାର୍ଜୀଙ୍କ ଦମଦାର ଅଭିନୟ କଥା ତ ସମସ୍ତେ ଜାଣିଛନ୍ତି , ଯେତେବେଳେ ସେ ଇଣ୍ଡସ୍ଟ୍ରିରେ ଏଣ୍ଟ୍ରି କରିଥିଲେ ଗୋବିନ୍ଦା ପ୍ରଥମେ ତାଙ୍କ ସାଥ ଦେଇଥିଲେ । ସେମିତି ତ ଗୋବିନ୍ଦା ନିଜ ପତ୍ନୀଙ୍କ ପାଇଁ ପୁରା ସମର୍ପିତ ଥିଲେ କିନ୍ତୁ ରାଣୀଙ୍କ ପ୍ରେମରୁ ବଞ୍ଜି ପାରିନଥିଲେ । “ହଦ କରଦି ଆପନେ ” ଫିଲ୍ମ ସମୟରେ ଦୁଇ ଜଣ ବହୁତ ନିକଟତ୍ତର ହୋଇଥିଲେ ଆଉ ଡେଟ କରିବାକୁ ଲାଗିଥିଲେ , ଆଉ ମିଡିଆ ଖବର ଅନୁସାରେ ଦୁୟ ଜଣ ଏକାଠି ଲିଭ ଇନ ରେ ରହିବାକୁ ଲାଗିଥିଲେ ।

ଯେତେବେଳେ ଏହି ଖବର ତାଙ୍କ ସ୍ତ୍ରୀ ଆହୁଜାଙ୍କୁ ଜଣା ପଡିଥିଲା ସେ ଡିଭୋର୍ସ ଦେବା ଯାଏଁ କଥା ପହଞ୍ଚି ଯାଇଥିଲା , ଏହି କାରଣରୁ ଗୋବିନ୍ଦା ରାନୀ ମୁଖାର୍ଜୀଙ୍କ ଠାରୁ ସବୁ ଦିନ ପାଇଁ ଦୂରେଇ ଗଲେ । ତେବେ ଆପଣ କୁହନ୍ତୁ ଯଦି ସୁନିତା ଆହୁଜା ନଥାନ୍ତେ ତେବେ କେଉଁ ଅଭିନେତ୍ରୀଙ୍କ ସହ ଗୋବିନ୍ଦାଙ୍କ ଯୋଡି ଆପଣଙ୍କୁ ଭଲ ଲାଗିଥାନ୍ତା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *