ନିଜେ ଧନୀ ହେବାର ଟିକେ ବି ଗର୍ବ କରନ୍ତି ନାହିଁ Bollywood ର ଏହି 5 ଜଣ ଷ୍ଟାର, ଜଣେ ତ ରାସ୍ତା କଡରେ ଠିଆ ହେଇ ଖାଆନ୍ତି ଗୁପ୍ଚୁପ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜର ସାମର୍ଥ୍ୟ ଓ ପଇସା ବଳରେ ବହୁତ ଗର୍ବ କରିଥାନ୍ତି । କିନ୍ତୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ କିଛି ଏଭଳି କଳାକାର ମଧ୍ୟ ଅଛନ୍ତି ଯେଉଁ ମାନଙ୍କୁ ନିଜ ପଇସାର ଅଥବା ସାମର୍ଥ୍ୟ ର ଆଦୋୖ ଗର୍ବ ରହିନାହିଁ । ଏହି କଳାକାର କୋଟି କୋଟି ଟଙ୍କା ର ମାଲିକ ହେବା ସତ୍ତ୍ୱେ ସେମାନଙ୍କ ମନରେ ଅଳ୍ପ ମଧ୍ୟ ଅହଂକାର ରହିନାହିଁ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ସେହି କଳାକାର ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ପଇସା ଓ ପାୱାର ପାଇଁ ଆଦୋୖ ଗର୍ବ କରନ୍ତି ନାହିଁ । ତେବେ ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଅକ୍ଷୟ କୁମାର- ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ଅକ୍ଷୟ କୁମାର । ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀ ର ସବୁଠାରୁ ଧନୀ ଅଭିନେତା ଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି । କିନ୍ତୁ ଏହି ଅଭିନେତା କେବେବି ନିଜ ପଇସା ପାଇଁ ଗର୍ବ କରନ୍ତି ନାହିଁ ଏବଂ ସର୍ଵଦା ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ କରନ୍ତି ।

୨. ନାନା ପାଟେକର- ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ନାନା ପାଟେକର । ଏହି ଅଭିନେତା ଅନେକ ଫିଲ୍ମ ରେ ଅଭିନୟ କରି ଖ୍ୟାତି ଅର୍ଜନ କରିଛନ୍ତି । ଏହି ଅଭିନେତା ସର୍ଵଦା ଅନ୍ୟର ସାହାଯ୍ୟ କରନ୍ତି ଏବଂ ଏକ ସାଧାରଣ ବ୍ୟକ୍ତି ଭଳି ନିଜର ଜୀବନ ଅତିବାହିତ କରନ୍ତି ।

୩. ରଂବୀର କପୁର- ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ରଂବୀର କପୁର । ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀ ର ଦିଗଜ୍ଜ ଅଭିନେତା ଋଷି କପୁର ଙ୍କ ପୁଅ ଅଟନ୍ତି । ଏହି ଅଭିନେତା କେବେବି ନିଜ ପଇସା ର ଗର୍ବ ଦେଖାନ୍ତି ନାହିଁ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ରଂବୀର ଙ୍କୁ ଗୁପଚୁପ୍ ଖାଇବା ବହୁତ ପସନ୍ଦ । ତାଙ୍କୁ ପ୍ରାୟତଃ ରାସ୍ତା କଡରେ ଗୁପଚୁପ୍ ଖାଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

୪. ଜ୍ୟାକି ସ୍ରଫ-ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ଜ୍ୟାକି ସ୍ରଫ । ଏହି ଅଭିନେତା ଏକ ସମୟ ରେ ବଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ଥିଲେ । ଏହି ଅଭିନେତା ମଧ୍ୟ କେବେବି ଧନୀ ହେବାର ଅହଂକାର କରନ୍ତି ନାହିଁ । ବର୍ତ୍ତମାନ ମଧ୍ୟ ଏହି ଅଭିନେତା ଜଣେ ଗରିବ ଆମ୍ମା ଙ୍କ ଦୋକାନ ରେ ଚା’ ପିଅନ୍ତି ।

୫. ଆମୀର ଖାଁ- ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ଆମୀର ଖାଁ । ଏହି ଅଭିନେତା ଙ୍କ ଯେ କୌଣସି ଫିଲ୍ମ ବକ୍ସ ଅଫିସ ରେ ରିଲିଜ ହୋଇଥାଏ ତାହା ଦୁଇଶହ କୋଟି ରୁ ଉର୍ଦ୍ଧ୍ବ କମାଇଥାଏ । ଏହି ଅଭିନେତା କେବେବି ନିଜ ପଇସା ରେ ଇର୍ଷା କରି ନାହାନ୍ତି ଏବଂ ଅଭିନେତା ଆମୀର ଖାଁ ସର୍ବଦା ଅନ୍ୟ କୁ ସାହାଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ରହିଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *