Vastu Shastra- ରୋଷେଇ ଘରେ ଏହି 3 ଟି ଭୁଲ କେବେ ବି କରନ୍ତୁ ନାହିଁ, ହେଇଯିବେ ଭିକାରି, ରାଗି ଯାଆନ୍ତି ମା’ ଅନ୍ନପୂର୍ଣ୍ଣା

ନମସ୍କାର ବନ୍ଧୁଗଣ ରୋଷେଇ ଘର ଆମ ଘରର ସବୁଠାରୁ ମୁଖ୍ୟ ଓ ଗୁରୁତ୍ୱପୂର୍ଣ୍ଣ ଅଟେ । ଯେଉଁଠି ମାତା ଅନ୍ନପୂର୍ଣ୍ଣା ଙ୍କର ମଧ୍ୟ ବାସ ରହିଥାଏ । ରୋଷେଇ ଘରେ ଯଦି ଏହି ପାଞ୍ଚ ଜିନିଷ ଟି ଯଦି ଲମ୍ବା ସମୟ ପର୍ଯ୍ୟନ୍ତ ପଡି ରହିଥାଏ । ତେବେ ତାହାକୁ ଶୀଘ୍ର ଫୋପାଡ଼ି ଦେବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁସାରେ ଅନେକ ଘର ଏହି କାରଣ ଯୋଗୁଁ ବର୍ବାଦ ହୋଇ ଯାଇଥାଏ । ଯାହାଙ୍କ ରୋଷେଇ ଘରେ ଏହି ପାଞ୍ଚ ଟି ଜିନିଷ ମିଳିଥାଏ । ଏହି ଵସ୍ତୁ ନକରାତ୍ମକ ଉର୍ଜା ଉତ୍ପନ୍ନ କରିଥାଏ । ଭିନ୍ନ ଭିନ୍ନ ପ୍ରକାରର ସମସ୍ୟାକୁ ଘରେ ଆସିଥାଏ ।

ଘରର ମୁଖିଆ କୁ ବର୍ବାଦ ର ସାମ୍ନା ମଧ୍ୟ କରିବାକୁ ପଡିଥାଏ । ଦୁଃଖ କଷ୍ଟ ଅସୁବିଧା ଲାଗି ରହିଥାଏ । ସେଥିପାଇଁ ରୋଷେଇ ଘରୁ ତୁରନ୍ତ ଏହି ଜିନିଷ ଗୁଡିକକୁ ଫୋପାଡ଼ି ଦେବା ହିଁ ବୁଦ୍ଧି ମାନର କାମ । ତେବେ ଚାଲନ୍ତୁ ଜାଣିନେବା ସେହି ଜିନିଷ ଗୁଡିକ କଣ କଣ ଯାହା ଆମ ବର୍ବାଦ ର କାରଣ ହୁଏ ।

୧- ପ୍ରଥମ ଜିନିଷ ଟି ହେଉଛି ପ୍ରାୟତଃ ଘର ମାନଙ୍କ ରେ ଡାଲାରେ ପନି ପରିବା ରହି ରହି ସଢ଼ି ଯାଇଥାଏ । ଗରୁଡ଼ ପୁରାଣ ଅନୁସାରେ ଏହାକୁ ଘୋର ପାପ ବୋଲି କୁହାଯାଏ । ଏହା ଯୋଗୁଁ ଘରେ ଅନେକ ଭୟଙ୍କର ରୋଗ ପ୍ରବେଶ କରିଥାଏ । ରାହୁ କେତୁ ବ୍ୟକ୍ତି ର ଜୀବନରେ ବସି ଯାଇଥାନ୍ତି । ମାତା ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇ ଯାଆନ୍ତି । ଏହା ଯୋଗୁଁ ସେ ଦରିଦ୍ର ମଧ୍ୟ ହୋଇ ଥାଏ । ତେଣୁ ସର୍ଵଦା ରୋଷେଇ ଘରେ ସଢ଼ି ଯାଇଥିବା ପରିବା କୁ ଫୋପାଡ଼ି ଦେବା ଉଚିତ ।

୨- ଦ୍ଵିତୀୟ ଜିନିଷ ଟି ହେଉଛି ତାୱା କଢେଇ, ବେଳଣା ପେଡି କାଠି ଏହା ରୋଷେଇ ଘରର ମୁଖ୍ୟ ଵସ୍ତୁ । ଏହା ବିନା ଆମକୁ କୌଣସି ଖାଦ୍ୟ ମିଳିବା ଅସମ୍ଭବ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି କୌଣସି କଢେଇ କିମ୍ବା କୌଣସି ବାସନ ଭାଙ୍ଗି ଯାଇଥାଏ । ତେବେ ତାହାକୁ ତୁରନ୍ତ ଫୋପାଡ଼ି ଦେବା ଉଚିତ । ସର୍ଵଦା ସଫା ବାସନ କୁ ରଖିବା ଉଚିତ ।

୩- ତୃତୀୟ ଜିନିଷ ଟି ହେଉଛି ମାସିକ ଧର୍ମ ହେଲେ ରୋଷେଇ ଘରକୁ କେବେବି ଯିବା ଉଚିତ ନୁହେଁ । କାରଣ ଶାସ୍ତ୍ର ଅନୁସାରେ ମାସିକ ଧର୍ମ ହେଲେ ଯେତେ ହେଇ ପାରିବ ସେତେ ଝିଅ କୁ ବିଶ୍ରାମ କରିବା ଉଚିତ । କୌଣସି କାର୍ଯ୍ୟ କରେଇ ଦେବା ଉଚିତ ନୁହେଁ ।

୪- ଚତୁର୍ଥ ଜିନିଷ ଟି ହେଉଛି ରୋଷେଇ ଘରେ ଯଦି ଜରୁରୀ କିମ୍ବା ଆବଶ୍ୟକ ତା ଠାରୁ ଅଧିକ ଛୁରୀ ରହିଥାଏ ତେବେ ତାହାକୁ ତୁରନ୍ତ କାଢି ରଖିବା ଉଚିତ । ଅଧିକ ଧାର ଵାଲା ଵସ୍ତୁ ରୋଷେଇ ଘରେ ରଖିଲେ ଘରେ କଳହ ମାର ପିଟ ମଧ୍ୟ ହୋଇ ଯାଇଥାଏ । ଘରର ବାତାବରଣ ଅଶୁଦ୍ଧ ହୋଇଯାଏ । ତେଣୁ ଅଧିକ ଛୁରୀ ରୋଷେଇ ଘରେ ରଖିବା ଉଚିତ ନୁହେଁ ।

୫- ପଞ୍ଚମ ଜିନିଷ ଟି ହେଉଛି ଅଧିକ ସମୟ ପର୍ଯ୍ୟନ୍ତ ଚକଟା ଯାଇଥିବା ଅଟା କିମ୍ବା ଫ୍ରିଜ ରେ ରଖୁଥିବା ଅଟା ବେଶୀ ସମୟ ରଖିବା ଉଚିତ ନୁହେଁ ଏହା ପ୍ରେତ ଖାଦ୍ୟ ହୋଇ ଯାଏ । ଏହାକୁ ଆମେ ସେବନ କଲେ ନକରାତ୍ମକ ଶକ୍ତି ଜାଗ୍ରତ ହୁଏ ଘରେ ଅସନ୍ତୋଷ ଦେଖାଯାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *