ଟୀକା ନେବା ପରେ ସଂକ୍ରମଣ ହେଲେ କଣ କରିବେ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ କୋରନା ମ-ହା-ମା-ରୀ ର ଦ୍ଵିତୀୟ ଲହରୀ ଆତଙ୍କ ସୃଷ୍ଟି କରିବା ପରେ ବିଶ୍ୱର ସମସ୍ତ ବିଶେଷଜ୍ଞ ବାରମ୍ବାର ଜୋର ଦେଇ କହୁଛନ୍ତି ଯେ ଏହି ମ-ହା-ମା-ରୀ ରୁ ବଞ୍ଚିବା ପାଇଁ ଗୋଟିଏ ମାତ୍ର ଉପାୟ ରହିଛି ତାହା ହେଉଛି ଶୀଘ୍ର ଟୀକା କରଣ । ଗତ ୩ ସପ୍ତାହ ଧରି ଦେଶରେ କୋରନା ମ-ହା-ମା-ରୀ ର ପ୍ରଭାବ ତୀବ୍ର ବେଗ ରେ ବଢ଼ି ଚାଲିଛି । ଦେଶରେ ଉପଲବ୍ଧ ଦୁଇଟି ଭ୍ୟାକ୍ସିନ ର ଡୋଜ ନେବାକୁ ପଡୁଛି । କିନ୍ତୁ ପ୍ରଥମ ଓ ଦ୍ଵିତୀୟ ଭ୍ୟାକ୍ସିନ ନେବା ମଧ୍ୟରେ ଏକ ବ୍ୟବଧାନ ରହିଛି ।

ତେବେ ଏଭଳି ପରିସ୍ଥିତି ରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଯଦି ବ୍ୟକ୍ତି ଦ୍ଵିତୀୟ ଡୋଜ ନେବା ପରେ ମଧ୍ୟ ସଂକ୍ରମିତ ହେଉଛନ୍ତି ତେବେ କିଭଳି ସମସ୍ୟା ସୃଷ୍ଟି ହୋଇପାରେ । ମେ ୧ ତାରିଖ ରୁ ୧୮ ବର୍ଷ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଙ୍କୁ ଟୀକା ଲଗାଇବାର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।

କୋ ଭ୍ୟାକ୍ସିନ ର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ପ୍ରାୟ ୭ ରୁ ୮ ସପ୍ତାହ ର ବ୍ୟବଧାନ ରହିଛି । ତେଣୁ ଦୀର୍ଘ ଦିନ ବ୍ୟବଧାନ ହେତୁ ସଂକ୍ରମଣ ର ଚିନ୍ତା ବଢ଼ି ଯାଇଛି । ବିଶେଷଜ୍ଞ ଙ୍କ ମତରେ ଯଦି କୌଣସି ବ୍ୟକ୍ତି କୋଭିଡ ଟୀକା ର ପ୍ରଥମ ଡୋଜ ନେବା ପରେ ୨ ରୁ ୪ ସପ୍ତାହ ମଧ୍ୟରେ ସଂକ୍ରମିତ ହେଉଛନ୍ତି ତେବେ ତାଙ୍କୁ ଦ୍ଵିତୀୟ ଡୋଜ ନେବା ଉଚିତ ନୁହେଁ ।

ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ ଟୀକା ନେବା ଆବଶ୍ୟକ । ଏହି କୋରନା ମ-ହା-ମା-ରୀ ରେ ଭ୍ୟାକ୍ସିନ ନେବା ଅତ୍ୟନ୍ତ ଆବଶ୍ୟକ ହୋଇ ପଡ଼ିଛି । ଯଦି କୌଣସି ବ୍ୟକ୍ତି କୋରନା ମ-ହା-ମା-ରୀ ରେ ସଂକ୍ରମିତ ଅଛନ୍ତି ତେବେ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ ।

କୋଭିଡ଼ ର ଲକ୍ଷଣ ଯିବା ପରେ ଏବଂ ନେଗେଟିଭ ରିପୋର୍ଟ ଆସିବା ପରେ ୩ ମାସ ପରେ କୋଭିଡ଼ ଟୀକା ନେବା ଆବଶ୍ୟକ । ବାରମ୍ବାର କୁହାଯାଇଛି ଯେ କୋଭିଡ଼ ଟୀକା ନେବା ପରେ ଏହା ପ୍ରଭାବଶାଳୀ ହେବ ଏବଂ କୋଭିଡ଼ ରୁ ବଞ୍ଚାଇବା ପାଇଁ ସକ୍ଷମ ହେବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, କୋଭିଡ଼ ଟୀକା ନେବା ପରେ ନିଜକୁ ସୁରକ୍ଷିତ ନ ଭାବି ସାମାଜିକ ନିୟମ ର ଉଲ୍ଲଂଘନ କରନ୍ତୁ ନାହିଁ ଏବଂ ସମସ୍ତ ପ୍ରୋଟୋକଲ ର ପାଳନ କରନ୍ତୁ । ଏହା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଏଥିପ୍ରତି ସଚେତନ କରାନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *