ଥଣ୍ଡା-କାଶ ଗଳା, ନାକ, ଛାତିରେ ଜମିଥିବା କଫ ଥରକରେ ବାହାରିଯିବ, କରନ୍ତୁ ଏହି ଦେଶୀ ଉପଚାର- Health Tips

ନମସ୍କାର ବନ୍ଧୁଗଣ ଆମ ବିଶେଷଜ୍ଞ ଙ୍କ ଅନୁସାରେ କରୋନା ଭୁତାଣୁ ପ୍ରଥମେ ଆମ ଗଳା ରେ ଆସିଥାଏ ଏବଂ ସେହି ଠାରେ ସେ ନିଜର ବୃଦ୍ଧି କରାଇ ଥାଏ । ଭୁତାଣୁ ର ସଂଖ୍ୟା ବୃଦ୍ଧି ହେଲେ ଗଳା ଏବଂ ଛାତି ରେ ମୋଟା କଫ ଜମି ରହୁଛି ।

ଯାହା ପାଇଁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହୋଇଥାଏ । ଏବଂ ଯେତେ ସବୁ ନିଶ୍ୱାସ ନେଵା ପାଇଁ ରାସ୍ତା ଥାଏ ସେ ସବୁ ବନ୍ଦ ହୋଇ ଯାଇଥାଏ । ଅମ୍ଳଜାନ ମଧ୍ୟ ଶରୀର ଭିତରକୁ ଯାଇ ନଥାଏ । ଏହି ମୋଟା କଫ ତିନି ଦିନ ପର୍ଯ୍ୟନ୍ତ ରହିଥାଏ । ପରେ ଆମ ଶରୀର ର ଅନ୍ୟ ଅଙ୍ଗ କୁ ଧୀରେ ଧୀରେ ପ୍ରଭାବ ପକାଇ ଥାଏ ଯେପରି ଆମ ଫୁସଫୁସ । ଏବଂ ଅନ୍ୟ ଅଙ୍ଗ କୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଖରାପ କରି ଦେଇଥାଏ ।

ଆସନ୍ତୁ ଜାଣିନେବା ଏହି ଭୁତାଣୁ ଆମ ଶରୀର ଭିତରକୁ ଗଲେ ଏହାର ପ୍ରଭାବ କଣ ହୋଇଥାଏ । ଏହାର ଆମର ଗଳା କୁ ପ୍ରଥମେ ସଂକ୍ରମିତ କରିଥାଏ । ଏହା ଦ୍ୱାରା ଆମ ଗଳା ରେ ଦରଜ ହେବା ଆରମ୍ଭ କରି ଦେଇଥାଏ । ଏବଂ ଶୁଖିଲା କାଶ ହେବା ଆରମ୍ଭ ହୋଇ ଯାଇଥାଏ । ତାହା ପରେ ତାହା ଧୀରେ ଧୀରେ ଆମ ଶ୍ୱାସ ନଳୀ କୁ ସଂକ୍ରମିତ କରେ ଯାହା ଫଳରେ ଆମେ ନିଶ୍ୱାସ ନେବା ରେ ବହୁତ ଅଧିକ ଅସୁବିଧା ହୋଇଥାଏ ।  ଛାତି ରେ ଅଧିକ ଯନ୍ତ୍ରଣା ମଧ୍ୟ ହୋଇଥାଏ ।

ଯେତେବେଳେ ଏହି ଭୁତାଣୁ ଆମ ଫୁସଫୁସ ରେ ପହଞ୍ଚେ ସେତେବେଳେ ସେ ଆମ ଫୁସଫୁସ ରେ ଥିବା ଥଳି କୁ ମଧ୍ୟ ନଷ୍ଟ କରି ଦେଇଥାଏ । ଏବଂ ସେହି ଫୁସଫୁସ ରେ ପାଣି ପଶି ଯାଇଥାଏ । ଯାହା ଦ୍ୱାରା ନିଶ୍ୱାସ ନେଵା ରେ ବହୁତ ଅସୁବିଧା ହୁଏ ଏବଂ ଯନ୍ତ୍ରଣା ମଧ୍ୟ ହୁଏ । କିଛି ଲୋକଙ୍କୁ ନିଶ୍ୱାସ ନେବାରେ ଏତେ ଅସୁବିଧା ହୋଇଥାଏ କି ସେମାନଙ୍କୁ ଭେଣ୍ଟିଲେଟର ରେ ରଖିବାକୁ ପଡ଼ିଥାଏ । ଏହି ଫୁସଫୁସ ରେ ଏତେ ତରଳ ପଦାର୍ଥ ଭରି ଯାଇଥାଏ କି ସେହି ବ୍ୟକ୍ତି ଅମ୍ଳଜାନ ପାଇଁ ପାରେ ନାହିଁ ଏବଂ ସେହି ବ୍ୟକ୍ତି ଅଥବା ସେହି ରୋଗୀ ର ମୃତ୍ୟୁ ହୋଇ ଯାଇଥାଏ ।

ଆସନ୍ତୁ ଏବେ ଜାଣିନେବା କି ଆମ ଗଳାରେ ଥିବା ସେହି କଫ କୁ କିପରି ଘରୋଇ ଉପଚାର ଦ୍ୱାରା ବାହାର କରି ପାରିବା ଆସନ୍ତୁ ଜାଣିନେବା । ପ୍ରଥମେ ଆଣନ୍ତୁ କୃଷ୍ଟଲ ଫିଟକରି ଯାହାକୁ ସେବନ କରା ଯାଇ ପାରିବ । ଫିଟକରି କୁ ଆଣିବା ବେଳେ ଧ୍ୟାନ ଦେବେ ଭୁଲ ରେ ବି ଦାଢ଼ି କରିବା ପରେ ଯେଉଁ ଫିଟକରି ବ୍ୟବହାର କରାଯାଏ ତାହା ଆଣିବେ ନାହିଁ ।
ସେହି ଫିଟକରି କୁ ଗରମ ତାୱା ରେ ରଖି ତାର ଭସ୍ମ ପ୍ରସ୍ତୁତ କରନ୍ତୁ ।

ତାପରେ ଏହାର ସେବନ ପାଇଁ ଏକ ଚାମଚ ମହୁ ନିଅନ୍ତୁ ସେଥିରେ ଚିମୁଟାଏ ଫିଟକରି ଭସ୍ମ ନିଅନ୍ତୁ ଏବଂ ଏହାକୁ ଦିନରେ ଦୁଇ ଥର ସେବନ ମଧ୍ୟ କରି ପାରିବେ । ଏହାର ସେବନ ପରେ ପାଣି ପିଇବେ ନାହିଁ ।

ଏହା ଛଡା ଆପଣ ଗରମ ପାଣି ପିଇବା ଦ୍ୱାରା ମଧ୍ୟ ଆପଣ ଙ୍କ ଗଳା କୁ ଆରାମ ଦେଇଥାଏ ଏବଂ ଯଦି କାଶ ଦ୍ୱାରା କିମ୍ବା ଆପଣ ଙ୍କ ଗଳା ଯଦି ଦରଜ ହେଉଥାଏ ତେବେ ଆପଣ ଏକ ଗିଲାସ ପାଣି ନିଅନ୍ତୁ ଏବଂ ସେଥିରେ ଏକ ଛୋଟ ଫିଟକରି ପକାନ୍ତୁ ଏବଂ ଟିକେ ବୁଲେଇ ବାହାର କରି ଦିଅନ୍ତୁ ଏବଂ ସେହି ପାଣି ରେ ଗାର୍ଲିଂ କରନ୍ତୁ ଏହା ଦ୍ୱାରା ମଧ୍ୟ ଅନେକ ଆରାମ ଗଳା କୁ ମିଳିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *