‘ନବ ଉପରେ ଥିବା ରାଗ କମିଯିବ ବୋଲି ୨ ମାସ ହେବ ଖାଉନଥିଲି ଔଷଧ…’ ନାର୍କୋ ଟେଷ୍ଟରେ Gopal କହିଲା ସାଂଘାତିକ ସତ

ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ସରିଛି ନାର୍କୋ ଟେଷ୍ଟ ସତ କହିଛି ଗୋପାଳ ଆଉ କହୁ କହୁ କୁଆଡେ ଗୋପାଳ କହିଛି ଶପଥ କରିଥିଲି ଗୋପାଳ ମା-ରିବି ବୋଲି ଆଉ ମା-ରିବି ଦେଲି । ମୋତେ ତା ବ୍ୟବହାର ଭଲ ଲାଗୁ ନ ଥିଲା । ଜନପ୍ରତିନିଧି ହୋଇ ଜନତାଙ୍କୁ ଶୋ-ଷ-ଣ କରୁଥିଲା ଲୋକେ ଅତିଷ୍ଟ ଥିଲେ ଆଉ ମୋର ବି ବ୍ୟକ୍ତିଗତ ରାଗ ଥିଲା । ସୁଯୋଗ ଖୋଜୁ ଥିଲି ଦୁଇ ଥର ସୁଯୋଗରେ ଫେଲ ହୋଇଥିଲି ଆଉ ତୃତୀୟ ଥର ସୁଯୋଗରେ ମା-ରିଦେଲି ।

ତେବେ ଗୁଜୁରାଟର ଗାନ୍ଧୀନଗରର DFSS ଠାରେ ଗୋପାଳର ନାର୍କୋ ଟେଷ୍ଟ କାର୍ଯ୍ୟ କରାଯାଉଥିଲା । ତେବେ ସେଠାରେ ମନ୍ତ୍ରୀ ନବ ଦାସ ହତୟଆ ମାମଲା ସମ୍ପର୍କୀୟ ପ୍ରଶ୍ନ ଗୋପାଳକୁ ପଚରା ଯାଇ ଗୋପାଳ ମୁହଁରୁ ସତ୍ୟ କଥା ଆଣିବା ପାଇଁ ଚାଲିଥିବା ତଦନ୍ତ ଟିମର ପ୍ରୟାସ । ତେବେ ଯେତେବେଳେ ନାର୍କୋ ଟେଷ୍ଟ କାର୍ଯ୍ୟ ସାରି ଗୋପାଳକୁ ଓଡିଶା ଆଣିବାକୁ ପ୍ରସ୍ତୁତି ଚାଲିଥିଲା । ତେବେ ଏକ ବିଶେଷ ସୂତ୍ରରୁ ଏପରି କିଛି ମଧ୍ୟ ଗୋପାଳ ମୁହଁରୁ ଶୁଣିବାକୁ ମିଳିଛି ବୋଲି ଖବର ଆସିଛି ।

ଯେଉଁଠାରେ ଗୋପାଳ କହିଛି, ମୁଁ ଶପଥ କରିଥିଲି । ନବ ଦାସକୁ ମା-ରିବି ବୋଲି ଆଉ ମା-ରି ମଧ୍ୟ ଦେଲି । କାରଣ ନବ ଦାସ ଜଣେ ଜନ ପ୍ରତିନିଧି ଅଟେ । ସତ କିନ୍ତୁ ମୋତେ ସିଏ ଜମାରୁ ମଧ୍ୟ ପସନ୍ଦ ନଥିଲା । ସେ ଜନ ପ୍ରତିନିଧି ହିସାବରେ ଜନତାଙ୍କୁ ଶୋ-ଷ-ଣ କରୁଥିଲା । ସମସ୍ତଙ୍କୁ ନିଜ ଗୁଣ୍ଡାଗିରି ଅନ୍ଦାଜରେ ଡର-ଆଇ ଧ-ମ-କ-ଆ-ଇ ରଖୁଥିଲା । ତେଣୁ ଯେତେବେଳେ ନବ ଦାସକୁ ମୁଁ ପାଖରୁ ଦେଖି ଦିଏ । ମୋତେ ବହୁତ ରାଗ ଆସିଯାଉଥିଲା । ହେଲେ ନବ ଦାସକୁ ମା-ରିବି ମା-ରିବି ବୋଲି ସେମିତି କିଛି ଖାସ୍ ସୁଯୋଗ ପାଇନଥିଲି ।

ତେବେ ମୋତେ ସେହି ଦିନର ହିଁ ଅପେକ୍ଷା ରହିଥିଲା । ଯେଉଁ ଦିନ ନବ ଦାସକୁ ମୁଁ ଅତି କ୍ଳୋଜରୁ ପାଇବି ଆଉ ତାକୁ ମା-ରିବି । ତେବେ ସେହିପରି ଦିନର ଅପେକ୍ଷା କରି କରି ଦୀର୍ଘ ୨ ମାସ ଧରି ମଧ୍ୟ ମୁଁ ମେଡ଼ିସିନ ମଧ୍ୟ ଖାଉନଥିଲି । କାରଣ ଗୋପାଳ ଦାସର କହିବା ଅନୁଯାଇ ଗୋପାଳ ଜଣେ ସଟ ଟେମ୍ପରର ବ୍ୟକ୍ତି ଅଟେ । ସେ କଥା କଥାରେ ରାଗିଯାଏ । ତେଣୁ ନିଜର ରାଗକୁ ସଂଯମ କରି ରଖିବା ପାଇଁ ସେ ମେଡ଼ିସିନ ମଧ୍ୟ ସେବନ କରିଥାଏ ।

କାଳେ ମେଡ଼ିସିନ ଖାଇଦେଲେ ଗୋପାଳର ନବ ଦାସ ଉପରେ ଥିବା ରାଗ ଶାନ୍ତ ହୋଇଯିବ । ସେଥିପାଇଁ ଗୋପାଳ ଦୀର୍ଘ ୨ ମାସ ଧରି ନିଜର ମେଡ଼ିସିନ ମଧ୍ୟ ଖାଉନଥିଲା । ଆଉ ଯେଉଁ ଦିନ ମନ୍ତ୍ରୀଙ୍କୁ ଅତି ନିକଟରେ ପାଇଯାଇଥିଲା । ସେହି ଦିନ ମନ୍ତ୍ରୀ ନବ ଦାସ ଉପରେ guli-mada କରିଦେଇଥିଲା ଗୋପାଳ ଦାସ ବୋଲି କହିଛି ।

Leave a Reply

Your email address will not be published. Required fields are marked *