ତରଙ୍ଗ ର ଏହି ସୁନ୍ଦରୀ ହିରୋଇନ ମାନଙ୍କର ପ୍ରକୃତ ଡାକ ନାମ କଣ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ସମସ୍ତ ଧାରାବାହିକ ତ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ସେହି ସିରିଆଲ ରେ ଅଭିନୟ କରିଥିବା ଅଭିନେତ୍ରୀ ମାନଙ୍କ ନାମ ମଧ୍ୟ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ କଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ରିଅଲ ନାଁ ସମ୍ବନ୍ଧରେ ଜାଣିଛନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କ ରିଅଲ ନାଁ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନ ରେ ଅଛନ୍ତି ‘ମାୟା’ ଧାରାବାହିକ ର ରୁଦ୍ରୀ । ଏହି ଧାରାବାହିକ ବର୍ତ୍ତମାନ ତରଙ୍ଗ ଚ୍ୟାନେଲ ର ନମ୍ବର ୧ ସିରିଆଲ ଅଟେ । ଏହି ସିରିଆଲ ରେ ନାୟିକା ରୁଦ୍ରୀ ନାମକ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ରିଅଲ ନାଁ ଜାସ୍ମିନ ଅଟେ । ତାଙ୍କୁ ରାନୁ ମଧ୍ୟ ଡାକନ୍ତି ।

୨. ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ‘ସିନ୍ଦୁର ର ଅଧିକାର’ ଧାରାବାହିକ ର ଇତି । ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ପ୍ରଥମ ଦିନରୁ ହିଁ ପସନ୍ଦ କରି ଆସୁଛନ୍ତି । ଏହି ଅଭିନେତ୍ରୀ ଙ୍କ ରିଅଲ ନାଁ ନିଲାଖି ଅଟେ ।

୩. ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ‘ସିନ୍ଦୂର ର ଅଧିକାର’ ଧାରାବାହିକ ରେ ଇତି ଙ୍କ ମାଁ ପବିତ୍ରା । ଏହି ଅଭିନେତ୍ରୀ ଙ୍କୁ ଅନେକ ସିରିଆଲ ରେ ଦେଖିବାକୁ ମିଳିଛି କିନ୍ତୁ ଏହି ଧାରାବାହିକ ରେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ଅଧିକ ପସନ୍ଦ ଆସୁଛି । ଏହି ଅଭିନେତ୍ରୀ ଙ୍କ ରିଅଲ ନାଁ ରୋଜି ଅଟେ ।

୪. ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ‘ମଙ୍ଗଳାଚରଣ’ ନୂଆ ଧାରାବାହିକ ର ମଙ୍ଗଳା । ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ପ୍ରଶଂସା କରୁଛନ୍ତି ଏବଂ ପସନ୍ଦ କରୁଛନ୍ତି । ଏହି ଅଭିନେତ୍ରୀ ଙ୍କ ରିଅଲ ନାଁ ସୁଶ୍ରୀ ଅଟେ ।

୫. ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ନୂଆବୋହୁ ଧାରାବାହିକ ର ରାଧିକା । ଏହି ଅଭିନେତ୍ରୀ ଦୀର୍ଘ ଦିନ ହେବ ଏହି ଧାରାବାହିକ ରେ ଅଭିନୟ କରି ଆସୁଛନ୍ତି । ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି । ଏହି ଅଭିନେତ୍ରୀ ଙ୍କ ରିଅଲ ନାଁ ମିତାଲି ଅଟେ ।

୬. ବନ୍ଧୁଗଣ ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ‘ତାରା ତାରିଣୀ’ ସିରିଆଲ ର ତାରିଣୀ । ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ପୂର୍ବରୁ ଅନେକ ଆଲବମ୍ ଏବଂ ଫିଲ୍ମ ରେ ନିଶ୍ଚିତ ଭାବରେ ଦେଖିଥିବେ । ସେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟ ରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ମଧ୍ୟ ଏହି ସିରିଏଲ ରେ ସେ ନିଜର ଅଭିନୟ ପାଇଁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଙ୍କ ରିଅଲ ନାଁ ଲିପି ଅଟେ । ଯାହା ହୁଏତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *