ତାରାତାରିଣୀ ରୁ ଆସି ତାରିଣୀ ଆଖିରେ ତାରା ରେ ଅଭିନୟ କରିବେ ଏହି ଅଭିନେତ୍ରୀ ମାନେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଗୁଡିକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା କେତେକ ଧାରାବାହିକ ଗୁଡିକ ବହୁତ ଲୋକପ୍ରିୟତା ହାସଲ କରିଥାଏ ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଧାରାବାହିକ ରହିଛି ଯାହାକୁ ଦର୍ଶକ ମାନେ ଅଧିକ ପସନ୍ଦ କରିନାହାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏକ ଏପରି ଧାରାବାହିକ ବିଷୟରେ କହିବାକୁ ଯାଉଛୁ ଯାହା ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛି ।

ବନ୍ଧୁଗଣ ଏହି ଧାରାବାହିକଟିର ନାମ ହେଉଛି ‘ତାରାତାରିଣୀ’ । ତରଙ୍ଗ ଟିଭିରେ ପ୍ରସାରିତ ହୋଇଥିବା ଏହି ଲୋକପ୍ରିୟ ଧାରାବାହିକଟିକୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ।ବନ୍ଧୁଗଣ ଏହି ଧାରାବାହିକଟି ଲୋକ ମାନଙ୍କୁ ବହୁତ ଅଧିକ ପସନ୍ଦ ଆସିଥିଲା କାରଣ ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରିଥିଲେ ।

ବନ୍ଧୁଗଣ ଗତକାଲି ଏପ୍ରିଲ ୧୮ ତାରିଖ ଦିନ ଏହି ଧାରାବାହିକଟି ଶେଷ ହୋଇଥିଲା ଓ ଆଜି ଏହି ଧାରାବାହିକର ଦୁତୀୟ ପାର୍ଟ ଆରମ୍ଭ ହେବାକୁ ଯାଉଛି । ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଧାରାବାହିକର ଦୁତୀୟ ପାର୍ଟ ବିଷୟରେ । ବନ୍ଧୁଗଣ ‘ତାରାତାରିଣୀ’ ଧାରାବାହିକ ଶେଷ ହେବା ପରେ ଏହାର ଦୁତୀୟ ଅଧ୍ୟାୟ ‘ତାରେଣୀ ଆଖିରେ ତାରା’ ଆଜି ରାତି ୯ଟାରୁ ଆରମ୍ଭ ହେବାକୁ ଯାଉଛି । ଆପଣ ମାନେ ଏହି ଧାରାବାହିକକୁ ତରଙ୍ଗ ଟିଭିରେ ଦେଖିପାରିବେ ।

ବନ୍ଧୁଗଣ ଗତକାଲି ‘ତାରାତାରିଣୀ’ ସେଟର ସମସ୍ତ କଳାକାର ମାନେ ଏହି ସିରିଏଲର ୧୦୦୦ ଅଧ୍ୟାୟ ଶେଷ ହେବା ଖୁସିରେ ସେଲିବ୍ରେଟ କରିଥିଲେ । ଗତକାଲି ଠାରୁ ଏହି ସେଲିବ୍ରେସନର କିଛି ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ବନ୍ଧୁଗଣ ଏହି ‘ତାରାତାରିଣୀ’ ଧାରାବାହିକ ଶେଷ ହୋଇଥିଲେ ମଧ୍ୟ ଆପଣ ମାନଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ରାତି ୯ଟାରୁ ଆପଣ ମାନେ ଏହି ଧାରା ବାହିକର ଦୁତୀୟ ଅଧ୍ୟାୟ ଦେଖିପାରିବେ । ଏହି ଦୁତୀୟ ଅଧ୍ୟାୟରେ କେତେକ କଳାକାର ବଦଳି ଯାଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ ।ବନ୍ଧୁଗଣ ‘ତାରେଣୀ ଆଖିରେ ତାରା’ ଧାରାବାହିକରେ ଆପଣ ମାନେ ଦୁଇଟି ନୂଆ ଅଭିନେତ୍ରୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ ।

ଏହି ଧାରାବାହିକରେ ସୁମନ ପାଟନାୟକ ଓ ଅସୀମା ପାତ୍ରଙ୍କୁ ଆପଣ ମାନେ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ । ଆପଣ ମାନେ ଏହି ଧାରାବାହିକରେ କୁନି ‘ତାରାତାରିଣୀ’ଙ୍କୁ ଦେଖିବାକୁ ପାଇବେ ନାହିଁ । ଏହା ସହିତ ଆପଣ ମାନେ ଏହି ଧାରାବାହିକରେ ଅନେକ ନୂଆ କଳାକାରଙ୍କୁ ଦେଖିବାକୁ ପାଇବେ ।

ତା ହେଲେ ବନ୍ଧୁଗଣ ଆଜି ରାତି ୯ଟାରେ ଆପଣ ମାନେ ‘ତାରେଣୀ ଆଖିରେ ତାରା’ ଧାରାବାହିକକୁ ନିଶ୍ଚୟ ଦେଖନ୍ତୁ ଓ ଆପଣ ମାନଙ୍କୁ ଏହି ଧାରାବାହିକଟି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *