ହିନ୍ଦୁ ଧର୍ମରେ ଅନ୍ତିମ ସଂସ୍କାର ସମୟରେ ଶ-ବ ର ମୁଣ୍ଡକୁ ଠେଙ୍ଗାରେ ୩ ଥର କାହିଁକି ପି-ଟା-ଯା-ଏ ? Garuda Puran

ଏହି ଦୁନିଆରେ ଥିବା ସମସ୍ତ ମଣିଷ ଯେଉଁ ମାନେ ଏହି ପୃଥିବୀ ପୃଷ୍ଟରେ ଜନ୍ମ ଗ୍ରହଣ କରିଛନ୍ତି ସେମାନଙ୍କୁ ଦିନେ ନା ଦିନେ ଏହି ସଂସାରକୁ ତ୍ୟାଗ କରି ଯିବାକୁ ପଡିଥାଏ । ବନ୍ଧୁଗଣ ଯେଉଁ ମାନେ ଏହି ସବୁ କଥା ଉପରେ ଅଧିକ ବିଶ୍ଵାସ କରିଥାନ୍ତି ସେମାନେ ବଞ୍ଚି ରହିଥିବା ସମୟରେ ଏମିତି କିଛି ପୂଣ୍ୟ କାର୍ଯ୍ୟ କରିଥାନ୍ତି ଯାହା ଦ୍ୱାରା ସେମାନଙ୍କ ଜୀବନ ଯିବା ପରେ ସେମାନଙ୍କୁ ମୁ-କ୍ତି ମିଳିଥାଏ । ଏହା ବ୍ୟତୀତ ଯଦି ତାହା ର ପରିବାର ଲୋକ ସଂପୂର୍ଣ୍ଣ ବିଧି ପୂର୍ବକୁ ସଂସ୍କାର ନ କରନ୍ତି ତା ହେଲେ ମଧ୍ୟ ତାହାକୁ ମୁକ୍ତି ମିଳି ନଥାଏ । ବନ୍ଧୁଗଣ ସଂସ୍କାର ସମୟରେ ଆମ ହିନ୍ଦୁ ଧର୍ମରେ ଏକ କର୍ମ ରହିଛି ଯାହା ଅନ୍ତିମ ସଂସ୍କାର କରିବା ସମୟରେ କରା ଯାଇଥାଏ । ଏହି କର୍ମର ନାମ ହେଉଛି କପାଳ କ୍ରି-ୟା ।

ଏହି କପାଳ କ୍ରିୟା କାର୍ଯ୍ୟରେ ଚିତା ଉପରେ ଶରୀର ଜ-ଳୁ-ଥି-ବା ସମୟରେ ତାର ମୁଣ୍ଡରେ ତିନି ଥର ଠେଙ୍ଗାରେ  ପି-ଟା-ଯା-ଇ-ଥା-ଏ । ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଏହା କଣ ପାଇଁ କରାଯାଇଥାଏ । ବନ୍ଧୁଗଣ ଗରୁଡ ପୁରାଣରେ ମଣିଷର ଜୀବନ ଯିବା ପରେ କରାଯାଉଥିବା ସମସ୍ତ କାର୍ଯ୍ୟ ବିଷୟରେ ବିସ୍ତାର ପୂର୍ବକ ଉଲ୍ଲେଖ ରହିଛି । ଆଜି ଆମେ ଆପଣ ମାନଙ୍କୁ ଏହି କପାଳ କ୍ରି-ୟା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ କୌଣସି ମଣିଷର ଜୀବନ ଯିବା ପରେ ତାର ଚି-ତା ଜ-ଳା ଯାଇଥାଏ । ଚି-ତା ଜ-ଳା-ଇ-ବା ସମୟରେ ଏକ ଠେଙ୍ଗାରେ ଘିଅ ନେଇ ତାର ମୁଣ୍ଡରେ ଲଗା ଯାଇଥାଏ । କାରଣ ବନ୍ଧୁଗଣ ମଣିଷର ଶରୀରରେ ଥିବା ସମସ୍ତ ହାଡ ମଧ୍ୟରୁ ତାର ମୁଣ୍ଡର ହାଡ ବହୁତ ମଝବୁତ ରହିଥାଏ । ତେଣୁ ଏହା ବହୁତ ଆବଶ୍ୟକ ଅଟେ ଯେ, ତାକୁ ଜ-ଳା-ଇ-ବା ସମୟରେ ଯେପରି ତାର ମୁଣ୍ଡର ହା-ଡ ପାଉଁଶ ହୋଇଯିବ ।

ଯଦି ଜଳା ଯିବା ପରେ ତାର ମୁଣ୍ଡ ନଷ୍ଟ ହେବ ନାହିଁ ତା ହେଲେ ସେହି ମଣିଷ ପୂର୍ବ ଜନ୍ମରେ ବି-କ-ଳା-ଙ୍ଗ ହେବ । ଏହା ସହିତ ଗରୁଡ ପୁରାଣରେ ଏହାର ମାନ୍ୟତା ଅଛି ଯେ, ସେହି ମଣିଷର କପାଳ କ୍ରିୟା କରାଯିବ ନାହିଁ ତା ହେଲେ ସେହି ମୃ-ତ-କ-ର ଆତ୍ମାକୁ ଶାନ୍ତି ମିଳିବ ନାହିଁ । ଏହା ସହିତ ତାର ପରଜନ୍ମରେ ମଧ୍ୟ ବହୁତ ବାଧା ଆସିପାରେ ଯାହା ସେହି ମଣିଷର ପରିଜନ ମାନେ କେବେହେଲେ ଚାହିଁ ନଥାନ୍ତି ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ମଣିଷ ମୁଣ୍ଡରେ ବ୍ରହ୍ମାଙ୍କର ବାସ ରହିଥାଏ । ତେଣୁ ଶରୀରକୁ ପୂର୍ଣ୍ଣ ରୂପରେ ମୁକ୍ତି ପ୍ରଦାନ ଦେବା ପାଇଁ କପାଳ କ୍ରିୟା କରିବା ଅତି ଆବଶ୍ୟକ ଅଟେ । ବନ୍ଧୁଗଣ ଏହା ବ୍ୟତୀତ କିଛି ଅଘୋରୀ ଓ ତାନ୍ତ୍ରିକ ନିଜର ତନ୍ତ୍ର ବିଦ୍ୟା ଓ ସିଧି ପ୍ରାପ୍ତ କରିବା ପାଇଁ କପାଳର ପ୍ରୟୋଗ କରିଥାନ୍ତି ।

ଯଦି କୌଣସି ପ୍ରିୟଜନଙ୍କ କପାଳ ସହ ଏମିତି ହୁଏ ତା ହେଲେ ମୃ-ତ୍ୟୁ ପରେ ସେହି ମଣିଷକୁ ମୋକ୍ଷପ୍ରାପ୍ତି ମିଳିବା ସଂପୂର୍ଣ୍ଣ ଅସମ୍ଭବ ହୋଇଯିବ । ତେଣୁ ବନ୍ଧୁଗଣ ଏହି ସବୁ କାରଣ ହେତୁ ଶ-ବକୁ ଚିତାରେ ଜଳାଇବା ସମୟରେ ତାର ମୁଣ୍ଡରେ ତିନି ଥର ଠେଙ୍ଗାରେ ବାଡା ଯାଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *