ସ୍ଵପ୍ନରେ ମହିଳାଙ୍କ ସହ ହେଲା ଦୁ-ଷ୍କ-ର୍ମ ତ ଥା-ନା-ରେ ରୁଜୁ ହେଲା ମାମଲା, ପୁରା ଖବର ପଢିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଯଦି କୌଣସି ମହିଳା ଦୂ-ଷ-କ-ର୍ମର ଶି-କା-ର ହୁଅନ୍ତି ତା ହେଲେ ସେମାନେ ଆ-ଇ-ନର ଆଶ୍ରୟ ନେଇପାରିବେ ଓ ଥା-ନା-ରେ ମା-ମ-ଲା ରୁ-ଜୁ କରିପାରିବେ । ହେଲେ ଯଦି ଗୋଟେ ମହିଳା ନିଜ ସ୍ଵପ୍ନରେ ଦୂ-ଷ-କ-ର୍ମର ଶି-କା-ର ହୋଇ ଥା-ନା-ରେ ମା-ମ-ଲା ରୁ-ଜୁ କରିବେ ତା ହେଲେ କଣ ହେବ ।

ବନ୍ଧୁଗଣ ଏହିପରି ଏକ ମା-ମ-ଲା ସାମ୍ନାକୁ ଆସିଛି । ବିହାର ଜଣେ ମହିଳା ସ୍ଵପ୍ନରେ ଦୂ-ଷ-କ-ର୍ମର ଶି-କା-ର ହୋଇ ଥା-ନା-ରେ ଅ-ଭି-ଯୋ-ଗ କରିଛନ୍ତି । ମହିଳା ଜଣକଙ୍କ ମତରେ ତାଙ୍କୁ ତାଙ୍କ ସ୍ଵପ୍ନରେ ଏକ ତା-ନ୍ତ୍ରି-କ ଦୂ-ଷ-କ-ର୍ମ କରିଛି । ଏହି ମା-ମ-ଲା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ହେଲେ ବନ୍ଧୁଗଣ ଏହା ସତ । ଆଜି ଆମେ ଆପଣ ମାନଙ୍କୁ ଏହି ମା-ମ-ଲା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମା-ମ-ଲା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଏହି ଘ-ଟ-ଣା-ଟି ଘ-ଟି-ଛି ବିହାରର ଔରଙ୍ଗାବାଦ ଜିଲ୍ଲାରେ । ମହିଳା ଜଣକ ନିଜ ପୁଅର ଚିକିତ୍ସା ପାଇଁ ଏକ ତା-ନ୍ତ୍ରି-କ ପାଖକୁ ନେଇଥିଲେ । ଏହା ପରେ ତାଙ୍କ ପୁଅଙ୍କ ଦେ-ହା-ନ୍ତ ହୋଇଥିଲା । ଦେ-ହା-ନ୍ତ ପରେ ମହିଳା ଜଣକ ସ୍ଵପ୍ନରେ ବାରମ୍ବାର ଦୂ-ଷ-କ-ର୍ମର ଶି-କା-ର ହେଉଛନ୍ତି ବୋଲି ପୋ-ଲି-ସ-ରେ ଅ-ଭି-ଯୋ-ଗ କରିଛନ୍ତି ।

ମହିଳା ଜଣକଙ୍କ ମତରେ, ତା-ନ୍ତ୍ରି-କ ଜଣକ ସ୍ଵପ୍ନରେ ବାରମ୍ବାର ତାଙ୍କ ସହ ଦୂ-ଷ-କ-ର୍ମ କ-ରୁ-ଛନ୍ତି ଓ ସ୍ଵପ୍ନରେ ହିଁ ତାଙ୍କ ପୁଅ ତା-ନ୍ତ୍ରି-କ ଠାରୁ ତାଙ୍କୁ ବଞ୍ଚାଉଛି । ପୋ-ଲି-ସ ଏହି ମା-ମ-ଲା ଉପରେ ନଜର ରଖିଛି । ପୋ-ଲି-ସ ଭାବୁଛନ୍ତି ଯେ, ମହିଳା ଜଣକଙ୍କ ମା-ନ-ସି-କ ସ୍ଥି-ତି ଠିକ ନାହିଁ । ସେଥିପାଇଁ ମହିଳାଙ୍କ ଚିକିତ୍ସା କରେଇବା ପାଇଁ ପରିବାରକୁ ନିର୍ଦେଶ ଦେଇଛନ୍ତି ପୋ-ଲି-ସ । ମହିଳା ଜଣକ ସ୍ପର୍ଷ୍ଟ ଭାବରେ ଏହା କହିଛନ୍ତି ଯେ, ସେ ନିଜ ପୁଅର ଚିକିତ୍ସା ପାଇଁ ଯେଉଁ ତା-ନ୍ତ୍ରି-କ ପାଖକୁ ଯାଇଥିଲେ ସେହି ତା-ନ୍ତ୍ରି-କ ତାଙ୍କୁ ସ୍ଵପ୍ନରେ ବାରମ୍ବାର ଦୂ-ଷ-କ-ର୍ମ କରୁଛି ।

ଡାକ୍ତରଙ୍କ ମତରେ, ମହିଳା ଜଣକ ନିଜ ପୁଅକୁ ହରେଇଛନ୍ତି ଓ ତାଙ୍କୁ ବହୁତ ମା-ନ-ସି-କ କ-ଷ୍ଟ-ର ସମ୍ମୁ-ଖୀ-ନ ହେବାକୁ ପଡିଥିବ । ସାଇକୋଲେଜି ଅନୁସାରେ ଏହିପରିକା ପରିସ୍ଥିତିରେ ବହୁତ ଜଣଙ୍କୁ କିଛି ଭିନ୍ନ ଭିନ୍ନ ସ୍ଵପ୍ନ ଆସିଥାଏ । ମହିଳାଙ୍କ ସ୍ଵପ୍ନରେ ଏହି ସବୁ ଘ-ଟ-ଣା ଘ-ଟି-ବା ସ୍ଵାଭାବିକ ହୋଇପାରେ ହେଲେ ତା ମାନେ ଏହା ନୁହେଁ କି ସେ ଏଥିପାଇଁ ପୋ-ଲି-ସ-ରେ ମା-ମ-ଲା ରୁ-ଜୁ କରିବେ ।

ମହିଳା ଜଣଙ୍କୁ ମା-ନ-ସି-କ ରୋ-ଗ ହେବାର ସମ୍ଭାବନା ରହିପାରେ ତେଣୁ ମହିଳା ଜଣକଙ୍କୁ ଡାକ୍ତରଙ୍କ ଚିକିତ୍ସା ନେବା ଉଚିତ । ସ୍ଵପ୍ନରେ ଆସୁଥିବା ଘଟଣା ଗୁଡିକ ପାଇଁ ପୋ-ଲି-ସ-ରେ ଅ-ଭି-ଯୋ-ଗ କରିବା ଉଚିତ ନୁହେଁ । ଏହି ଘ-ଟ-ଣା-ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛି ଓ ଲୋକମାନେ ଏହି ଘ–ଟ-ଣା ପ୍ରତି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *