ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, କିଛି ଦିନ ପୂର୍ବରୁ ମି-ଡି-ଆ ସାମ୍ନା ରେ ମୋହିତ ନାମକ ଜଣେ ଯୁବକ ନିଜ ପତ୍ନୀ ଙ୍କ ପାଇଁ ଅଭିଯୋଗ ଆଣିଥିଲେ କି ତାଙ୍କ ପତ୍ନୀ ଅନ୍ୟ ଜଣକ ସହିତ ସମ୍ପର୍କ ରଖିଛନ୍ତି ଏବଂ ତାଙ୍କୁ ବିବାହ କରି ତାଙ୍କ ଜୀବନ ବର୍ବାଦ ହୋଇ ଯାଇଛି ।
ସେ ମି-ଡି-ଆ ସାମ୍ନା ରେ ନିଜ ପାଇଁ ନ୍ୟାୟ ମାଗୁ ଥିବାର ନଜର ରେ ଆସିଥିଲେ । ସୂଚନା ଅନୁସାରେ, ମୋହିତ କଟକ ରେ ବାସ କରନ୍ତି । ସେ ଫେ-ସ-ବୁ-କ ରେ ଜଣେ ଝିଅ କୁ ପ୍ରେମ କରି ବସିଥିଲେ ଏବଂ ତିନି ମାସ ପରେ ତାଙ୍କୁ ସେ ଝିଅ ବାଧ୍ୟ କରିଥିବାରୁ ସେ ତାଙ୍କ ବିବାହ ମଧ୍ୟ କରିଥିଲେ ।
ଚତୁର୍ଥୀ ରାତିରେ ଜଣେ ପୁଅ ତାଙ୍କୁ ଫୋନ କରି ସେ ନିଜର ପରିଚୟ ଟୁକା ଦେଇଥିଲା ଏବଂ ସେ ଏହା ମଧ୍ୟ କହିଥିଲା କି ମୋହିତ ଯେଉଁ ଝିଅ କୁ ବାହା ହେଇଛନ୍ତି ସେ ହେଉଛି ତାଙ୍କ ପ୍ରେମିକା ଏବଂ ତାର ପ୍ରା-ଇ-ଭେ-ଟ ପାର୍ଟ ରେ ତାଙ୍କ ନାମ ଅର୍ଥାତ ଟୁକା ବୋଲି ଲେଖା ହୋଇଛି । ଯଦି ମୋହିତ ତାଙ୍କ ସ୍ତ୍ରୀ ଙ୍କୁ ଛୁଇଁବାକୁ ଚେଷ୍ଟା କରିବେ ସେ ତାଙ୍କୁ ଜୀବନ ରୁ ମାରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ ।
ତେବେ ବିବାହ ପୂର୍ବରୁ ମୋହିତ ଙ୍କ ପତ୍ନୀ ଗର୍ଭବତୀ ହୋଇଥିଲେ ବୋଲି ସେ କହିଛନ୍ତି । କିନ୍ତୁ ତାଙ୍କ ପତ୍ନୀ କହିଛନ୍ତି ଯେ, ତାଙ୍କ ଗର୍ଭ ରେ ଥିବା ଛୁଆ ମୋହିତ ଙ୍କ ବୋଲି । କିନ୍ତୁ ମୋହିତ ଏହାକୁ ସମ୍ପୂର୍ଣ୍ଣ ରୂପରେ ଅସ୍ବୀକାର କରିଛନ୍ତି ଏବଂ କହିଛନ୍ତି ତାଙ୍କ ପତ୍ନୀ ଙ୍କ ଗର୍ଭ ରେ ଥିବା ଛୁଆ ୩ ମାସ ର ନୁହେଁ ବରଂ ୫ ମାସର । ସେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ନାହାନ୍ତି ଏବଂ ଗର୍ଭ ରେ ଥିବା ଛୁଆ ଙ୍କ ପିତା ମଧ୍ୟ ସେ ନୁହନ୍ତି ।
ସେ କହିଛନ୍ତି ଯେ, ଏହି ସମ୍ବନ୍ଧରେ ଡାକ୍ତର ସଂଯୁକ୍ତା ଙ୍କୁ ମଧ୍ୟ ପଚାରିଲେ ସେ ସତ କହିବେ । କାରଣ ସେ ୱସ୍ କରିଥିଲେ ଯେତେବେଳେ ଛୁଆ ବାହାରି ଥିଲା । ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ମୋହିତ କଣ ଏହି ସମ୍ବନ୍ଧରେ ଆଗରୁ ଜାଣିଥିଲେ ।
ସେତେବେଳେ ସେ ଉତ୍ତର ରେ କହିଥିଲେ ଯେ, ଏହି ସବୁ ବିଷୟ ରେ ସେ ବିବାହ ପରେ ଜାଣିଲେ ଏବଂ ଯଦି ଏ ସବୁ ଆଗରୁ ଜାଣିଥାନ୍ତେ ତେବେ ସେ ବିବାହ କରି ନଥାନ୍ତେ । କାରଣ ଜଣେ ଝିଅ ସମ୍ବନ୍ଧରେ ଏଭଳି କଥା ଜାଣିବା ପରେ କୌଣସି ବି ପୁଅ ତାଙ୍କୁ ବିବାହ କରିବା ଅସମ୍ଭବ । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ