ଦେଖନ୍ତୁ Video: କ୍ୟାମେରା ଆଗରେ କାନ୍ଦିଲା ସ୍ୱାମୀ, କହିଲା “ମୋ ସ୍ତ୍ରୀ ର ପ୍ରାଇଭେଟ ପାର୍ଟ ରେ….”, ପୁରା ଘଟଣା ଶୁଣିଲେ ଆପଣଙ୍କ ମୁଣ୍ଡ କାମ ଦେବନି

ନମସ୍କାର ବନ୍ଧୁଗଣ ଆଜି କାଲି ଆପଣ ମାନେ ସ୍ୱାମୀ ସ୍ତ୍ରୀ ସଂପର୍କ କୁ ନେଇ ଅନେକ ଖବର ଶୁଣିବାକୁ ପାଉଥିବେ । କେତେବେଳେ ସ୍ୱାମୀ ର ଅ-ତ୍ୟା-ଚା-ର ସ୍ତ୍ରୀ ସ-ହି ନ ପାରି ଥା-ନା ର ଦ୍ୱାରସ୍ତ ହେଉଥିବା ବେଳେ ସେପଟେ ସ୍ତ୍ରୀ ର ଧୋ-କା ପ୍ର-ତା-ର-ଣା ସ୍ୱାମୀ ସ-ହି ନ ପାରି ହୁଏ ତ ଆ-ତ୍ମ-ହ-ତ୍ୟା ନଚେତ ଅ-ଭି-ଯୋ-ଗ କରୁଛି ।

ତେବେ ସେହି ଭଳି ଏକ ଅ-ଭି-ଯୋ-ଗ ନେଇ ଆସିଛନ୍ତି କଟକରେ ରହୁଥିବା ମୋହିତ ନାମକ ଜଣେ ଯୁବକ । ତେବେ ତାଙ୍କ ସ୍ତ୍ରୀ ଅନେକ ପର ପୁରୁଷ ଙ୍କ ସହ ସଂପର୍କ ରଖିଛନ୍ତି ବୋଲି ସେ ଅ-ଭି-ଯୋ-ଗ କରିଛନ୍ତି ଏବଂ ସେ ଏସବୁ ମିଡ଼ିଆ ଆଗରେ ମଧ୍ୟ ପ୍ରକାଶ କରିଛନ୍ତି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରି ନେବା ।

ଘଟଣା ଟି ହେଉଛି ଏହି ଭଳି କି ମୋହିତ ଯିଏ କଟକ ରେ ବାସ କରନ୍ତି ସେ ଫେସବୁକ ରେ ଜଣେ ଝିଅ କୁ ପ୍ରେମ କରି ବସିଥିଲେ ଏବଂ ତିନି ମାସ ପରେ ତାଙ୍କୁ ସେ ଝିଅ ବାଧ୍ୟ କରିଥିବାରୁ ସେ ତାଙ୍କ ବିବାହ ମଧ୍ୟ କରିଥିଲେ ।

ତେବେ ଚତୁର୍ଥୀ ରାତିରେ ଜଣେ ପୁଅ ତାଙ୍କୁ ଫୋନ କରି ସେ ନିଜର ପରିଚୟ ଟୁକା ଏବଂ ସେ ଏହା ମଧ୍ୟ କହିଥିଲା କି ମୋହିତ ଯେଉଁ ଝିଅ କୁ ବାହା ହେଇଛନ୍ତି ସେ ହେଉଛି ତାଙ୍କ ପ୍ରେମିକା ଏବଂ ତାର ପ୍ରା-ଇ-ଭେ-ଟ ପା-ର୍ଟ ରେ ତାଙ୍କ ନାମ ର ଟାଟୁ ଅର୍ଥାତ ଟୁକା ବୋଲି ଲେଖା ହୋଇଛି ଏବଂ ମୋହିତ ଯଦି ନିଜ ସ୍ତ୍ରୀ ର ପାଖକୁ ଯିବେ ତେବେ ସେ ତାଙ୍କୁ ଜୀଵନ ରୁ ମା-ରି-ଦେ-ବେ ବୋଲି ଧ-ମ-କ ଦେଇଥିଲେ ।

ଏହା ପରେ ସେ ଝିଅ ସମେତ ତାଙ୍କ ପରିବାର ର ଲୋକମାନେ ମଧ୍ୟ ଧ-ମ-କ ଦେଉଛନ୍ତି ଏବଂ ତାଙ୍କ ସହିତ ମୋହିତ ଙ୍କ ବାପା ମାଆ ଙ୍କୁ ମଧ୍ୟ ଜୀଵନ ରୁ ମା-ରି-ଦେ-ବା ପାଇଁ ମଧ୍ୟ ଧ-ମ-କ ଦେଇଥିଲେ । ଏହା ସହ ସେ ଝିଅ ମ-ଦ ପିଇବା ସହ ସି-ଗା-ରେ-ଟ ଆଦି ସବୁ ଖରାପ ସଂଗତ ରେ ସେ ଝିଅ ଟି ଲିପ୍ତ ମଧ୍ୟ ।

ତେଣୁ ମୋହିତ ଙ୍କ ବିବାହ ୨୦୨୦ ମସିହାରେ ହୋଇଥିଲା ଏବଂ ଗୋଟିଏ ବର୍ଷ ମଧ୍ୟରେ ମୋହିତ ଏତେ ଅ-ତ୍ୟା-ଚା-ର ଆଉ ସ-ହି ନ ପାରି ବର୍ତ୍ତମାନ ସେ ମର୍କତ ନଗର ରେ ତାଙ୍କ ସ୍ତ୍ରୀ ଙ୍କ ନାମ ରେ ଲିଖିତ ଅ-ଭି-ଯୋ-ଗ କରିଛନ୍ତି ଏବଂ ତାଙ୍କ ସ୍ତ୍ରୀ ଙ୍କ ଠାରୁ ସେ ବର୍ତ୍ତମାନ ଛାଡପତ୍ର ମଧ୍ୟ ଚାହୁଁଛନ୍ତି ।

ତେଣୁ ବର୍ତ୍ତମାନ ମୋହିତ କାନ୍ଦି କାନ୍ଦି ମିଡ଼ିଆ ଆଗରେ ନ୍ୟାୟ ର ଭିକ୍ଷା କରିଛନ୍ତି ଏବଂ ଯଦି ତାଙ୍କୁ ନ୍ୟାୟ ନ ମିଳିବ ତେବେ ସେ ଏବଂ ତାଙ୍କ ବାପା ମାଆ ମଧ୍ୟ ଆ-ତ୍ମ-ହ-ତ୍ୟା କରିବେ ବୋଲି କହିଥିଲେ । ଏବଂ ଏହାଛଡା ସେ ମିଡ଼ିଆ ମାଧ୍ୟମରେ ଆଜିର ଯୁବ ପିଢ଼ି ଙ୍କୁ ଏପରି ଭୁଲ ନ କରିବା ପାଇଁ ନିବେଦନ ମଧ୍ୟ କରିଛନ୍ତି । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *